ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କଲେ ପ୍ରଣବ, ଜବାବ ଦେଲେ ଲେଖାଶ୍ରୀ
ଭୁବନେଶ୍ୱର : ରାଜ୍ୟରେ ମହିଳାଙ୍କ ସୁରକ୍ଷା ଓ ନିର୍ବାଚନରେ ସଂରକ୍ଷଣ ପ୍ରସଙ୍ଗ ନେଇ ସୋଶାଲ ମିଡିଆରେ କଥା କଟାକଟି ହୋଇଛନ୍ତି ବିଜେଡି ଓ ବିଜେପି। ଏହି ମାମଲାରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାଶ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୱିଟ୍ କରି ଟାର୍ଗେଟ କରିଥିଲେ। ତେବେ ଏହାର!-->…