ହ୍ରାସ ପାଉଛି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ; ଆଉ ୫ ମୃତ

ଭୁବନେଶ୍ୱର : ରାଜ୍ୟରେ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହ୍ରାସ ପାଉଛି। ଚିକିତ୍ସାଧୀନ ଅବସ୍ଥାରେ ୨୪ ଘଣ୍ଟାରେ ଆଉ ୫ ଆକ୍ରାନ୍ତ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୭୫୫ପହଞ୍ଚିଛି। ଏବେ ୪,୮୧୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ମୃତକଙ୍କ ମଧ୍ୟରେ

ଦେଶରେ ୩୫ ହଜାର ୫୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ୫୨୬ମୃତ

ନୂଆଦିଲ୍ଲୀ : ଦେଶରେ ଗତକାଲି ତୁଳନାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ଦେଶରେ ୨୪ ଘଣ୍ଟାରେ ୩୫ ହଜାର ୫୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୫୨୬ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

ମାର୍ଗଶୀର ମାସରେ ନିୟମିତ କରନ୍ତୁ ଗୀତା ପାଠ

ହିନ୍ଦୁ ଶାସ୍ତ୍ର ଅନୁଯାୟୀ ମାର୍ଗଶୀର ମାସକୁ ଏକ ପବିତ୍ର ମାସ କୁହାଯାଏ। ଏହି ମାସରେ କିଛି ସ୍ୱତନ୍ତ୍ର କାର୍ଯ୍ୟ କରିବା ଦ୍ୱାରା ବହୁ ଶୁଭଫଳ ମିଳିଥାଏ। ଜାଣନ୍ତୁ ,ଏ ମାସରେ କେଉଁ କେଉଁ କାର୍ଯ୍ୟ କରିବା ଉଚିତ….ଏହି ମାସରେ ମଙ୍ଗଳକାର୍ଯ୍ୟ ବିଶେଷ ଲାଭ ଦେଇଥାଏ।ଏହି ମାସରେ ଶ୍ରୀକୃଷ୍ଣଙ୍କର

ଚୀନକୁ ବାଇଡେନ୍‌ଙ୍କ ଝଟ୍‌କା

ୱାଶିଂଟନ୍‌: ଚୀନ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଠୋର ଆଭିମୁଖ୍ୟ ଗ୍ରହଣ କରୁଥିଲେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟକୁ ନେଇ ଆମେରିକା ଚୀନ ଉପରେ କିଛି କଟକଣା ଲଗାଇଥିଲା। ଚୀନରୁ ବିଭିନ୍ନ ସାମଗ୍ରୀ ଆମଦାନୀ ଉପରେ ଟ୍ରମ୍ପ ଶୁଳ୍କ ଲଗାଇଥିଲେ। ସେହିପରି କରୋନା ଭୂତାଣୁ ବ୍ୟାପିବା

ସୋରରେ ୨ଟି ଏଟିଏମରୁ ଦୁର୍ବୃତ୍ତଙ୍କ ଲୁଟ

ବାଲେଶ୍ୱର : ବାଲେଶ୍ୱର ଜିଲାର ସୋର ଅଞ୍ଚଳରେ ଗୋଟିଏ ଏଟିଏମରୁ ଲକ୍ଷଲକ୍ଷ ଟଙ୍କା ଲୁଟ ହୋଇଥିବା ବେଳେ ଅନ୍ୟଟିରୁ ଲୁଟ ଉଦ୍ୟମ ହୋଇଥିବା ଗୁରୁବାର ଜଣପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ପାଖର ଛକ ହିଟାଚି ଏଟିଏମରୁ କେସ ଡ୍ରୟରକୁ କାଟି ଲକ୍ଷଲକ୍ଷ ଟଙ୍କା ଲୁଟ ହୋଇଛି। ଗତକାଲି ଏଟିଏମରେ ଟଙ୍କା

ସର୍ବନିମ୍ନ ସ୍ତରରେ ପଜିଟିଭଙ୍କ ସଂଖ୍ୟା ; ନୂଆ ଚିହ୍ନଟ ଆକ୍ରାନ୍ତ ୪୩୪

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି। ଆଉ ନୂଆ ଆକ୍ରାନ୍ତ ୪୩୪ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୯ ଓ ସ୍ଥାନୀୟ ଅଞ୍ଚଳରୁ ୧୮୫। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୦,୦୧୭ରେ ପହଞ୍ଚିଛି। ୩,୧୩,୩୯୪ ସୁସ୍ଥ ହୋଇ

ଅପମିଶ୍ରଣ ପ୍ରତି ସାବଧାନ

ଓଡିଶାର ବାଣଜି୍ୟକ ପେଣ୍ଠ, ସାଂସ୍କୃତିକ ପ୍ରାଣ କେନ୍ଦ୍ର, ସହସ୍ର ବର୍ଷର ଐତିହ୍ୟ ପୁର୍ଣ୍ଣ ସହର କଟକରେ ଗୋଟିଏ ପରେ ଗୋଟିଏ ଭେଜାଲ ଖାଦ୍ୟ ସାମଗ୍ରୀ କାରଖାନା ଜବତ ସହରର ଯଶ, ଖ୍ୟାତିକୁ କେବଳ କଳଙ୍କିତ କରିନାହିଁ, ମଣିଷର ସ୍ୱାସ୍ଥ୍ୟ ପ୍ରତି ଗୁରୁତର ବିପଦ ସୃଷ୍ଟି କରିଛି ବୋଲି

ଦୋକାନ ଆଗରୁ ଟ୍ରକ ଚୋରୀ

ଚମ୍ପୁଆ: ବହୁ ଦିନ ହେବ ଦୋକାନ ଆଗରଛିଡାହୋଇ ଥିବା ଏକ ୧୦ ଚକିଆଟ୍ରକଚୋରୀହୋଇ ଥିବାନେଇ ଟ୍ରକ ମାଲିକ ରିମୁଳୀ ଫାଣ୍ଡିିକୁ ଅଭିଯୋଗ କରିବାକୁ ଆସି ଥିଲେ । ଫାଣ୍ଡି ଅଧିକାରୀ ଅଭିଯୋଗ ନ ରଖିବାରୁ ଚଂ୍ପୁଆ ଥାନାରେ ଅଭିଯୋଗକୁ ଦେଇ ଥିବା ଜଣାଯାଇଛି । ଚମ୍ପୁଆ ଥାନାଅନ୍ତର୍ଗତ ପର୍ଶଳା ଗ୍ରାମର

ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର ବୈଠକ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ସଭାପତି ଶ୍ରୀ ସରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ରାଉତରାୟ କହିଥିଲେ ଯେ, ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ପୁନଃ

ପରୀ ହତ୍ୟାକାରୀଙ୍କୁ ଗିରଫ ଦାବି ଯୋର ଧରିଲା

ଭୁବନେଶ୍ୱର: ଦୀର୍ଘ ସାଢେ ଚାରିମାସର ଅବିଶ୍ରାନ୍ତ ଲଢେଇ, ବିଭିନ୍ନ ସାମାଜିକ କର୍ମୀମାନଙ୍କର ଲଗାତର ଆନେ୍ଦାଳନ, ପରୀ ବାପାମାଆଙ୍କର ନ୍ୟାୟ ପାଇଁ ବାରମ୍ବାର ପୋଲିସ୍ ପ୍ରଶାସନ ନିକଟରେ ଅଭିଯୋଗ, ସର୍ବଶେଷରେ ବିଧାନସଭା ସମ୍ମୁଖରେ ବାପାମାଙ୍କ ଆତ୍ମହୁତି ପାଇଁ ପଦକ୍ଷେପ ନେବା ଏବଂ