୮ ଲକ୍ଷ ଟଙ୍କାର ଚନ୍ଦ କାଠ ଜବତ; ୩ ଜଣଙ୍କୁ ଅଟକ ‌

କଟକ: ଡ଼ାଳିଯୋଡ଼ା ରେଞ୍ଜ ସଫା ସେକ୍ସନ ଅନ୍ତର୍ଗତ ହାଟୁଆରୀ ସଂରକ୍ଷିତ ଜଙ୍ଗଲରୁ ଶୁକ୍ରବାର ୪ କ୍ବିଣ୍ଟାଲ ୬୦ କେଜିର ଚନ୍ଦନ କାଠ ଜବତ ହୋଇଛି। ଏହାର ମୂଲ୍ୟ ପାଖାପାଖି ୮ ଲକ୍ଷ ଟଙ୍କା ବୋଲି ସୂଚନା ରହିଛି । ହାଟୁଆରୀ ଜଙ୍ଗଲରୁ ଚନ୍ଦନ କାଠ ଚୋରା ଚାଲାଣ କରାଯାଉଥିବା ବେଳେ ଏସ୍‌ଟିଏଫ୍‌…

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ, ୫ ମୃତ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୩୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୧୫ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୧୬୨ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ…

ଜଗତସିଂହପୁରରେ ବିଶ୍ୱ ଏଡ୍ସ ଦିବସ ପାଳିତ

ଜଗତସିଂହପୁର: ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଅଛିା ଏହି ଦିବସ ଉପଲକ୍ଷେ ଏକ ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ପତାକା ହଲାଇ ଶୁଭ ଉଦ୍ଘାଟନ କରିଥିଲେ । ଏହି ଉପଲକ୍ଷେ ନୂତନ ଓ.ପି.ଡି…

ରୋଟାରୀ କ୍ଲବ ତରଫରୁ ଶୀତ ବସ୍ତ୍ର ବଂଟନ

ଭୁବନେଶ୍ୱର : ରୋଟାରୀକ୍ଲବ, ଭୁବନେଶ୍ୱର-୧ ତରଫରୁ ସ୍ଥାନୀୟ କଳ୍ପନାଛକ ଓ ଜାରକାସ୍ଥିତସେବକଜରାଶ୍ରମର ଅନ୍ତେବାସୀମାନଙ୍କୁଶୀତବସ୍ତ୍ର ପ୍ରଦାନ କରାଯାଇଛି । କୋଭିଡ୍ ନିୟମ ଅନୁପାଳନ ପୂର୍ବ କକୋଲକ ତାସ୍ଥିତ କେନ୍ଦ୍ରୀୟ ଅନ୍ତଃ ଜଳଗବେଷଣା ପ୍ରତିଷ୍ଠାନର ନିଦେ୍ର୍ଧଶକ ତଥା ରୋଟାରୀକ୍ଲବ…

ନକଲି ନୋଟ ସହ ଜଣେ ଗିରଫ

କୋରାପୁଟ: କୋରାପୁଟ ପୋଲିସ ଜିଲ୍ଲାରେ ନକଲି ନୋଟ କାରବାର କରୁଥିବା ନେଇ ନକଲି ନୋଟ ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଗଣ ମାଧ୍ୟମକୁ ସୂଚନା । ସୂଚନା ରୁ ପ୍ରକାଶ ଯେ, କୋରାପୁଟ ଜିଲ୍ଲାରେ ନକଲି ନୋଟ ତିଆରି କରିବା ଓ ଜିଲ୍ଲାରେ ପ୍ରଚଳନ କରିବା ଦୀର୍ଘ ଦିନ ହେଲା ନଜର…

ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଯୁବ କଂଗ୍ରେସର ଆନ୍ଦୋଳନ ଧମକ

ଭୁବନେଶ୍ୱର: ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ୱରେ ଯୁବ କଂଗ୍ରେସର ଏକ ପ୍ରତିନିଧି ଦଳ ଲୋୟର ପିଏମ୍ଜି ଠାରେ ଦୀର୍ଘ ୫ ଦିନ ଧରି ଶୀତ କାକର ସହି ଧାରଣାରେ ବସିଥିବା ଏ.ଏନ୍.ଏମ୍. ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଭେଟି ସେମାନଙ୍କର ସ୍ଥାୟୀ ନିଯୁକ୍ତି ଦାବିକୁ…

ସବୁ ଷ୍ଟେସନରେ ମାଟି ସରାରେ ଚା ପ୍ରଦାନ ପାଇଁ ଦାବୀ

ଭୁବନେଶ୍ୱର: ମେକ୍ ଇନ୍ ଇଣ୍ଡିଆ ଆନେ୍ଦାଳନକୁ ତ୍ୱରାନ୍ୱିତ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଦେଶର ଚାରିଶହ ରେଳଷ୍ଟେସନରେ ଯାତ୍ରୀଙ୍କୁ ମାଟି ସରାରେ ଚା ପରଷିବା ଆରମ୍ଭ କରାଯାଇଛି । ଏହା ଫଳରେ ଗ୍ରାମାଂଚଳର ଲୋକଙ୍କ ହାତକୁ ଅଧିକ କାମ ଆସିବ ଓ ରୋଜଗାର ସୃଷ୍ଟି ହେବ ବୋଲି ରେଳମନ୍ତ୍ରୀ…

ଏଣିକି ଜେରା ବେଳେ ସିସିଟିଭି, ଅଡିଓ ରେକର୍ଡିଂ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଦେଶର ସମସ୍ତ ଥାନା ହାଜତ, ସିବିଆଇ, ଏନ୍ଆଇଏ, ପ୍ରବର୍ତନ ନିଦେ୍ର୍ଧଶାଳୟ ଭତି ତଦନ୍ତକାରୀ ସଂସ୍ଥା ଜେରା କରିବାବେଳେ ନାଇଟ୍ ଭିଜନଯୁକ୍ତ ସିସିଟିଭି କ୍ୟାମେରା, ଅଡିଓ ରେକର୍ଡିଂ ବାଧ୍ୟତାମୂଳକ କରିବାକୁ ସୁପ୍ରିମ୍ କୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି । ସମସ୍ତ ରାଜ୍ୟ ଓ…

୧୫ ଡିଗ୍ରି ତଳେ ରାଜ୍ୟର ୧୮ ସହର

କଟକ: ରାଜ୍ୟରେ ଶୀତର ପ୍ରକୋପ ଦିନକୁ ଦିନ ବଢ଼ି ଥିବାଲା ବେଳେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ତମାନ ସ୍ଥିତି ଜାରି ରହିବ । ଥଣ୍ଡାରେ ସେଭଳି ଆଖିଦୃଶିଆ ପରିବର୍ତନ ହେବ ନାହିଁ । ପାଗ ମୁଖତଃ ଶୁଖିଲା ରହିବ । ଆସନ୍ତା ୨୪ ଘଂଟା ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ସୋନପୁର,…

ଅନଲାଇନରେ ଖୁଲମଖୋଲା ବିକ୍ରି ହେଉଛି ବରାହ ଦାନ୍ତ

ଭୁବନେଶ୍ୱର: ଅନଲାଇନରେ ଖୁଲମଖୋଲା ବିକ୍ରି ହେଉଛି ବରାହ ଦାନ୍ତ ।  ଅଣ୍ଡିରା ବାରାହ ଗୁଡ଼ିକର ଥୋମଣି ଉପରେ ୨ ପଟକୁ ବଡ଼ ବଡ଼ ଦାନ୍ତ ବାହାରି ଥାଏ । ସେଇ ଦାନ୍ତକୁ ପାଇବା ପାଇଁ ବାରାହକୁ ମାରି ତାର ଦାନ୍ତ କଟାଯାଏ, ଠିକ ହାତୀ ଦାନ୍ତ ପରି । ଯଦିଓ ବାରାହ ବନ୍ୟ ପ୍ରାଣୀ ଆଇନରେ ସଂରକ୍ଷିତ…