ପରୀ ପରୀବାରକୁ ଭେଟିଲେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର
ନୟାଗଡ଼: ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଆଜି ନୟାଗଡ଼ ଗସ୍ତରେ ଆସି ପରୀ ପରିବାରକୁ ଭେଟିଛନ୍ତି । ପରୀର ବାପା ଅଶୋକ ସାହୁ ଓ ମାଆ ସୌଦାମିନିଙ୍କୁ ଭେଟି ସେ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ପରୀ ମାମଲାର ସିବିଆଇ ତଦନ୍ତ ଦାବି ସହ ଅଭିଯୁକ୍ତଙ୍କୁ ସୁରକ୍ଷା!-->…