ଟିକା ନେଇଥିବା ମନ୍ତ୍ରୀଙ୍କୁ କରୋନା
ହରିୟାଣା: ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲଭିଜ କରୋନା ଟିକା ନେଇଥିଲେ ବେଳେ ଏବେ କରୋନା ଆକ୍ରାନ୍ତ ହୋଇଛନ୍ତି । ଖୋଦ୍ ଅନିଲ ଭିଜ୍ ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଚିକିତ୍ସା ପାଇଁ ସେ ଅମ୍ବାଲାସ୍ଥିତ ଏକ ହସ୍ପିଟାଲରେ ଭର୍ତିି ହୋଇଛନ୍ତି । ଭିଜ୍ ଗତ ନଭେମ୍ବର ୨୦ ତାରିଖରେ!-->…