ସିଜରିଆନ ପାଇଁ ସରକାରୀ ଡାକ୍ତରଖାନାରେ ଲାଞ୍ଚ

ପୁରୀ : ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ସରକାର ଡେଙ୍ଗୁରା ପିଟୁଥିବା ବେଳେ ଏହାର ଓଲଟା ଚିତ୍ର କିନ୍ତୁ ଦେଖିବାକୁ ମିଳିଛି ପୁରୀ ସରକାରୀ ଡାକ୍ତରଖାନାରେ। ସିଜରିଆନ ନିମନ୍ତେ ଜଣେ ପ୍ରସୂତିଙ୍କ ସମ୍ପର୍କୀୟଙ୍କ ନିକଟରୁ ଡାକ୍ତରଖାନା କର୍ମଚାରୀ ୨୨ ଶହ ଟଙ୍କା ଲାଞ୍ଚ…

‘କୋଭିସିଲ୍ଡ’ର ବ୍ୟବହାର ପାଇଁ ଅନୁମତି ମାଗିଲା ସେରମ ଇନ୍‌ଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ: ବ୍ରିଟିଶ ଫାଇଜର୍‌ ପରେ ଏବେ ସେରମ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ ଭାରତରେ କରୋନା ଟିକା ‘କୋଭିସିଲ୍‌ଡ’ର ବ୍ୟବହାର କରିବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁମତି ମାଗିଛି। ଜରୁରିକାଳୀନ ଉପଯୋଗ ପ୍ରାଧିକରଣ ଅଧୀନରେ କମ୍ପାନୀ ଏହି ଅନୁମତି ମାଗିଛି। ତେବେ ଏପରି ଆବେଦନ କରିବାରେ…

ରେଳଲାଇନ୍ରୁ ମାଆ ଓ ଝିଅର ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଉଜୁଡା ପଞ୍ଚାୟତ ଅଭିମାନପୁର ଗାଁ ନିକଟ ରେଲ୍ୱେ ଟ୍ରାକ୍ରୁ ଜଣେ ମହିଳା ଓ ତାଙ୍କ ବର୍ଷକର ଶିଶୁକନ୍ୟାର ମୃତଦେହ ରବିବାର ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ, ଟ୍ରେନ୍ରେ କଟି ଉଭୟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏହା ହତ୍ୟା କି…

ଶିକ୍ଷାନୁଷ୍ଠାନ ଖୋଲିବାକୁ ସ୍କୁଲ ଓ ଗଣ ଶିକ୍ଷାବିଭାଗର ପ୍ରସ୍ତୁତି

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ କ୍ରମଶଃ ହା୍ରସ ପାଇବା ଯୋଗୁଁ ଶିକ୍ଷାନୁଷ୍ଠାନ ଖୋଲିବାକୁ ସରକାର ଗୁରୁତର ସହକାରେ ଚିନ୍ତା କରୁଥିବା ଜଣାଯାଇଛି । ତେବେ । ଅଗ୍ରାଧିକାର ଭିତିରେ ଓ ସୂରକ୍ଷା ବ୍ୟବସ୍ଥା ମଧ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ସରକାର ସବୁଜ ସଙ୍କେତ…

ଯୋଗଣ ବିଭାଗର ଆଳୁ ଓ ପିଆଜ ବିକ୍ରୟ ଯାଞ୍ଚ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀମାନେ ଜିଲ୍ଲାର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ଯାଞ୍ଚ କରିଛନ୍ତି । ଯୋଗାଣ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ କରାଯାଇଥିଲା । ଆଳୁ ଏବଂ ପିଆଜ ପ୍ରଭୃତି…

ରଶି ଲଗାଇ ଯୁବକର ଆତ୍ମହତ୍ୟା

ଯାଜପୁର: ମଂଗଳପୁର ଥାନା ଅଧିନସ୍ଥ ପାଲଟପୁର ପଂଚାୟତ ଧୋବାଇକୋଇଲି ଗ୍ରାମର ଭୀକାରୀ ସାହୁଙ୍କ ପୁଅ ଭୀମସେନ ସାହୁ(୪୪) ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏଥିନେଇ ମଂଗଳପୁର ପୁଲିସ ପକ୍ଷରୁ ଶବ ଜବତ କରି ୨୨/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଶବ…

ଆଇ.ଏନ.ଏସ୍ ଚିଲିକାରେ ନୌସେନା ଦିବସ ପାଳିତ

ଖୋର୍ଦ୍ଧା: ଆଇ.ଏନ.ଏସ. ଚିଲିକାରେ ନୌସେନା ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷ ନୌସେନା ଦିବସର ବିଷୟବସ୍ତୁ ରହିଛି ଯୁଦ୍ଧ ପ୍ରସ୍ତୁତ ଭାରତୀୟ ନୌସେନା ବିଶ୍ୱସନୀୟ ଏବଂ ସମନ୍ୱୟ । ଚଳିତ ବର୍ଷ ମଧ୍ୟ ପାକିସ୍ଥାନ ବିରୋଧରେ ୧୯୭୧ ମସିହାରେ ଭାରତର ଗୌରବମୟ ବିଜୟର ୫୦ତମ ବାର୍ଷିକୀ । ତେଣୁ…

କଳାହାଣ୍ଡି ଜିଲ୍ଲାରେ ପଥର ମାଫିଆ ସକ୍ରୀୟ

ଧର୍ମଗଡ- କଳାହାଣ୍ଡି ଜିଲ୍ଲାରେ ବେଆଇନ ପଥର ଓ ବାଲି ଚୋରାଚାଲାଣ କାରବାର ଯୋରଦାର ଚାଲିଥିବା ଅଭିଯୋଗ ହେଉଛି । ଧର୍ମଗଡ ଉପଖଣ୍ଡର ପ୍ରାୟ ସମସ୍ତ ତହସିଲ ଅଂଚଳରେ ଲଗାମଛଡା ଭାବରେ ଅନେକ ପଥର ଖାଦାନରେ ସରକାରୀ ପଦାଧିକାରୀଙ୍କ ଆଖିରେ ଧୂଳି ଦେଇ ପଥର ଓ ବାଲି ଚୋରା ଚାଲାଣ ହେଉଥିବା ପ୍ରାୟତଃ…

କୃଷକଙ୍କୁ ଶୀତ ପୋଷାକ ପାଇଁ ଦେଲେ କୋଟିଏ ଟଙ୍କା

ନୂଆଦିଲ୍ଲୀ: ଆନ୍ଦୋଳନ କରୁଥିବା କୃଷକଙ୍କୁ ସମର୍ଥନ କରି ବିବାଦ ଘେରକୁ ଆସିଥିଲେ କଣ୍ଠଶିଳ୍ପୀ-ଅଭିନେତା ଦିଲଜିତ୍ ଦୋସାଞ୍ଜ । କଙ୍ଗନାଙ୍କ ସହ ତାଙ୍କର ଆରମ୍ଭ ହୋଇଥିଲା ଟୁଇଟର ଯୁଦ୍ଧ । ତେବେ ଏମଧ୍ୟରେ ଆନେ୍ଦାଳନ କରୁଥିବା କୃଷକଙ୍କୁ ଶୀତ ପୋଷାକ ଦେବା ପାଇଁ ୧କୋଟି ଟଙ୍କା ଦାନ କରି…

ଭାରତରେ ଟିକାକରଣ ପାଇଁ ଅନୁମତି ମାଗିଲା ଫାଇଜର

ନୂଆଦିଲ୍ଲୀ: ଭାରତରେ ଟିକାକରଣ ପାଇଁ ଅନୁମତି ମାଗିଛି ଫାଇଜର।  ଭାରତରେ କରୋନାଭାଇରସ୍‌ ଟିକାର ବ୍ୟବହାର ନିମନ୍ତେ ଆମେରିକୀୟ ଔଷଧ କମ୍ପାନି ‘ଫାଇଜର୍‌’ ‘ଡ୍ରଗ୍‌ସ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ’ଙ୍କ (ଡିସିଜିଆଇ)ଅନୁମୋଦନ ନିମନ୍ତେ ଆବେଦନ କରିଥିବା କଥା ଜଣାପଡ଼ିଛି। …