ଜୁନାଗଡ଼ ରୋଡ – ଭୁବନେଶ୍ୱର ଏକ୍ସପ୍ରେସ ଚଳାଚଳ ପାଇଁ ଦାବି
ଭବାନୀପାଟଣା- ମହାମାରୀ କରୋନା ପାଇଁ ସାରା ଦେଶରେ ଲକଡାଉନ ସଟ୍ଡାଉନ୍ ଯୋଗୁଁ ରେଳସେବା ଠପ୍ ହୋଇଯାଇଥିଲା । କରୋନାର ପ୍ରଭାବ ଟିକେ କମିଲାପରେ ଧିରେଧିରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବାପରେ ରେଳ ବିଭାଗ କିଛି ରେଳ ଚଳାଚଳକୁ ଅନୁମତି ପ୍ରଦାନ କରିଥିଲା । କିନ୍ତୁ ଦେଶର ବୃହତ୍ତର ଜନସଂଖ୍ୟା ଓ!-->…