ମୋଟୋ ଜି-୯ ପାୱାରର ବଜାର ପ୍ରବେଶ
ନୂଆଦିଲ୍ଲୀ : ମୋଟୋରୋଲାର ନୂତନ ସ୍ମାର୍ଟଫୋନ୍ ମୋଟୋ ଜି-୯ ପାୱାର ଭାରତରେ ଲଞ୍ଚ ମଙ୍ଗଳବାର ଲଞ୍ଚ ହୋଇଛି ।ମୋଟୋ ଜି-୯ ପାୱାରର ଶୁଭାରମ୍ଭ ଆଜି ମଧ୍ୟାହ୍ନ ୧୨ଟା ସମୟରେ ହୋଇଛି ।ମୋଟୋରୋଲା ଇଣ୍ଡିଆ ପକ୍ଷରୁ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି ।ଅନଲାଇନ୍ ପ୍ଲାଟଫର୍ମ ଫ୍ଲିପକାର୍ଟରେ!-->…