ନାବାଳକ ସ୍କୁଟି ଚାଳକକୁ ୨୬ ହଜାର ଟଙ୍କାର ଫାଇନ୍
ଭୁବେନଶ୍ୱର : ଭୁବନେଶ୍ୱରେ ଜଣେ ନାବାଳକକୁ ସ୍କୁଟି ଚଲାଇବା ପଡିଲା ମହଙ୍ଗା । କଟିଲା ମୋଟା ଅଙ୍କର ଫାଇନ। ଟ୍ରାଫିକ ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ୨୬ ହଜାର ଟଙ୍କାର ଫାଇନ କାଟିଲେ ପୁଲିସ ବାବୁ । ଭୁବନେଶ୍ୱର ଖଣ୍ଡଗିରି ଛକ ଠାରେ ଏଭଳି ଫାଇନ୍ କରିଛି କମିଶନରେଟ ପୁଲିସ । ଗାଡି ଚାଳକ ଜଣକ!-->…