କୃଷି ଆଇନ ଉପରେ କହିଲେ ତୋମାର, କୃଷକଙ୍କୁ ସ୍ୱାର୍ଥକୁ ସରକାର ଦେଉଛନ୍ତି ସର୍ବାଧିକ ଗୁରୁତ୍ୱ
ଦେଶରେ ନୂଆ କୃଷି ଆଇନକୁ ନେଇ ଗତ ୧୪ ଦିନ ଧରି କୃଷକ ସଂଗଠନ ଦ୍ୱାରା ଚାଲିଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଆଲୋଚନା ଆରମ୍ଭରେ ପଶ୍ଚିମବଙ୍ଗରେ ବିଜେପି!-->…