ପଞ୍ଜାବରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି କୃଷକ

ନୂଆଦିଲ୍ଲୀ: ନଭେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିବା ‘ଦିଲ୍ଲୀ ଚଲୋ’ ପ୍ରତିବାଦରେ ଯୋଗ ଦେଇ ପାରି ନ ଥିବା କେତେକ କୃଷକ ସଙ୍ଗଠନ ଶୁକ୍ରବାର ଦିନ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଡିସେମ୍ବର ୧୨ ତାରିଖରେ ରାଜପଥ ଅବରୋଧ ଏବଂ ଡିସେମ୍ବର ୧୪ରେ ରାଷ୍ଟ୍ରବ୍ୟାପୀ ପ୍ରତିବାଦ ପ୍ରଦର୍ଶନ…

୧୪୭ ୟୁନିଟ ରକ୍ତ ସଂଗୃହିତ

କଟକ: ବୃକ୍ଷ ରୋପଣ ଏବଂ ରକ୍ତ ଦାନ ଭଳି ମହତ କାର୍ଯ୍ୟକୁ ଏକ ପ୍ରମୁଖ ଦାୟିତ୍ୱ ଭାବେ ବାଛି ନେଇଥିବା ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଅଶୋକ ଦାସ ଫାଉଣ୍ଡେସନ ଓ ଜିଲ୍ଳା ରେଡ଼କ୍ରସ୍ର ମିଳିତ ସହଯୋଗରେ ଦଶରଥପୁର ବ୍ଲକ୍ ଅର୍ନ୍ତଗତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଉଚ୍ଚ୍ ବିଦ୍ୟାଳୟ ପରିସରରେ ଏକ ମେଗା…

କୃଷକ ଆନ୍ଦୋଳନ

ନୂତନ କୃଷି ଆଇନକୁ ବିରୋଧ କରୁଥିବା ଦେଶର ବହୁ କୃଷକ ସଂଗଠନର ଉଦ୍ବେଗକୁ ନେଇ କେନ୍ଦ୍ରସରକାର ଏହି ଆଇନର ସାଂଶୋଧନ ନିମିତ ବୁଧବାର ଯେଉଁ ଲିଖିତ ପ୍ରସ୍ତାବ ୧୩ଟି ପ୍ରମୁଖ କୃଷକ ସଂଗଠନକୁ ଦେଇଥିଲେ, ସେହି ସଂଗଠନ ନେତାମାନେ ଏ ସମ୍ପର୍କରେ ବ୍ୟାପକ ଆଲୋଚନା ଓ ତର୍ଜମା ପରେ ପ୍ରସ୍ତାବକୁ…

୨୬ କେଜି ଗଞ୍ଜେଇ ଜବତ, ୩ ଗିରଫ

କୋରାପୁଟ: ଜୟପୁର ଟାଉନ ଥାନା ପୋଲିସ ପକ୍ଷରୁ ଏକ ଗଞ୍ଜେଇ ରାକେଟକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗତକାଲି ରାତି ପ୍ରାୟ ୧୨ଟା ୧୫ଟାରେ କୋରାପୁଟ ଜିଲ୍ଲାରୁ ୨୬ କେଜି ୨ଶହ ଗ୍ରାମର ଗଞ୍ଜେଇ ଚୋରା ଚାଲାଣ କରୁଥିବା ଉତପ୍ରଦେଶର ଏକ ଗ୍ୟାଙ୍ଗକୁ ସତୀ ନଦୀ ଛକ ନିକଟରେ ଗିରଫ କରି କୋର୍ଟ…

ଚାକିରି ଦେବା ନାଁରେ ଯୁବତୀଙ୍କଠାରୁ ୯୭ ହଜାର ଟଙ୍କା ଠକେଇ

ଭୁବନେଶ୍ୱର: ନିଯୁକ୍ତି ଦେବା ନାଁରେ ଜଣେ ଯୁବତୀଙ୍କୁ ୯୭ ହଜାର ଟଙ୍କା ଠକିନେବା ଅଭିଯୋଗରେ କମିଶନରେଟ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସମ୍ପୃକ୍ତ ଯୁବକ ନିଜକୁ ସାମ୍ବାଦିକ ପରିଚୟ ଦେଇ ଯୁବତୀଙ୍କୁ ଚାକିରି କରାଇ ଦେବାକୁ ପ୍ରଲୋଭନ ଦେଖାଇଥିବା ଅଭିଯୋଗ ହୋଇଛି । ଭୀମପୁର ଅଂଚଳର…

ରାଜ୍ୟସ୍ତରୀୟ ରାଧାନାଥ ସାହିତ୍ୟ ଆଲୋଚନା ଚକ୍ର ଅନଲାଇନରେ

ବାଲେଶ୍ୱର: ରବିବାର ଦିନ ସନ୍ଧ୍ୟାରେ ସାହିତି୍ୟକ କବି ବନ୍ଧୁପରିବାର ଆନୁକୁଲ୍ୟରେ ଏକ ସାନ୍ଧ୍ୟ ଆଲାଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବଲାଙ୍ଗୀର ଜିଲ୍ଲାର ସାରସ୍ୱତ ସାଧକ ତଥା ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନାଏକଙ୍କର ପ୍ରାରମ୍ଭିକ ଭାଷଣ ପରେ, ଅନୁଷ୍ଠାନର…

ଦେଶରେ କୋଭିଡ ଆରୋଗ୍ୟ ହାର ୯୪.୭୪%

ନୂଆଦିଲ୍ଲୀ: ଦେଶରେ କୋଭିଡ ଆରୋଗ୍ୟ ହାର ୯୪.୭୪ ପ୍ରତିଶତକୁ ବୃଦ୍ଧି ପାଇଛି । ଗତ ୨୪ଘଂଟା ମଧ୍ୟରେ ୩୭ହଜାର ୭୨୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ କୋଭିଡରୁ ଆରୋଗ୍ୟଙ୍କ ସଂଖ୍ୟା ୯୨ଲକ୍ଷ ୫୩ହଜାର ୩୦୬ରେ ପହଂଚିଛି ।ସେହିପରି ଗତ ୨୪ଘଂଟା ଭିତରେ ୩୧ହଜାର ୫୨୨ଜଣ ଲୋକ କୋଭିଡରେ…

ଚାଷୀ ଆନ୍ଦୋଳନ ଓ ଆନ୍ନା ହଜାରେଙ୍କ ଚେତାବନୀ ମଝିରେ ମୋଦି ସରକାର

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଷୀ ଆନେ୍ଦାଳନ ଚାଲିବା ମଧ୍ୟରେ ଏବେ ଚାଷୀଙ୍କ ପାଇଁ ସ୍ୱର ଉଠାଇଛନ୍ତି ଆନ୍ନା ହଜାରେ । ଆନ୍ନା କହିଛନ୍ତି ବାରମ୍ବାର ସରକାରଙ୍କୁ ଜଣାଇବା ପରେ, ସରକାରଙ୍କ ପ୍ରତିଶ୍ରୁତି ପରେ ବି ଦେଶରେ ଯେଉଁ ଲୋକପାଳ ଆଇନ ପାଇଁ ଆନ୍ଦୋଳନ ଚାଲିଥିବା, ସେ ଧାରଣାରେ ବସିଥିଲେ ତାହା…

୨୦୨୨ ଅଗଷ୍ଟ ସୁଦ୍ଧା ନୂଆ ରୂପ ନେବ ବରମୁଣ୍ଡା ବସ ଟର୍ମିନାଲ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ଉନ୍ନତିକରଣ କାମ ଦେଖିବା ସହ ଏହାର ତଦାରଖ ଓ ସମୀକ୍ଷା କରଛନ୍ତି । ୧୧ ଏକର ଜମିରେ ଏହି ବିଶ୍ୱସ୍ତରୀୟ ବସ୍ ଟର୍ମିନାଲ ନିର୍ମାଣ ହେବ । ଏଥିପାଇଁ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୨୨…

ଓଲଟିଲା ବସ : ୪୦ ଆହତ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗୁରରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ସେଥିରୁ ୩ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ସେମାନଙ୍କୁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।…