କମ୍ବିଂ ଅପରେସନ ବେଳେ ମହିଳା କ୍ୟାଡର ନକ୍ସଲ ନିହତ
ଫୁଲବାଣୀ : କନ୍ଧମାଳରେ ନକ୍ସଲ ଅପରେସନ୍ ବେଳେ ଜଣେ ମହିଳା କ୍ୟାଡର ନକ୍ସଲ ନିହତ ହୋଇଥିବା ଜଣାଯାଇଛି। ଏନେଇ ପୁଲିସ୍ ଡିଜି ଅଭୟ ସୂଚନା ଦେଇଛନ୍ତି। ପୁଲିସ୍ ଡିଜି ଗଣମାଧ୍ୟକୁ ଦେଇଥିବା ସୂଚନା ଅନୁଯାୟୀ, କନ୍ଧମାଳ ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ଏସଓଜି ଓ ଡିଭିଏଫ୍ ପକ୍ଷରୁ କମ୍ବିଂ ଅପରେସନ!-->…