ଜିଦର ସମାଧାନ ନାହିଁ
ମାନବ ଜୀବନ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ବିଶ୍ୱର ଏହି ଶ୍ରେଷ୍ଠ ପ୍ରାଣୀ ସଦାସର୍ବଦା ନିଜର ବୁଦ୍ଧି ଓ ବିବେକକୁ ଖଟାଇ ବାକ୍ ଶକ୍ତିର ସହାୟତାରେ ସମାଜର ବିକାଶ ସହିତ ନିଜର ଉନ୍ନତି ଲାଗି କାର୍ଯ୍ୟରତ । ଏହାର ଭୁରି ଭୁରି ଉଦାହାରଣ ପୁରାଣ, ଇତିହାସ ଆଦିରେ ଦେଖିବାକୁ ମିଳେ । ଏପରିକି!-->…