ଆଜି ମଧ୍ୟ ରାତ୍ରିରୁ ୨୪ ଘଣ୍ଟିଆ ଉପଲବ୍ଧ ହେବ ଆରଟିଜିଏସ ସେବା

ମୁମ୍ବାଇ : ଆଜି ମଧ୍ୟରାତି (ରବିବାର-ସୋମବାର ରାତି ୧୨ଟା ୩୦ମିନିଟ) ଠାରୁ ଆରଟିଜିଏସ ସେବା ଦିନର ସବୁ ସମୟ ଓ ସପ୍ତାହର ସବୁଦିନ ଉପଲବ୍ଧ ହେବ ।ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କର ଦ୍ୱିମାସିକ ଋଣନୀତି ସମୀକ୍ଷା ଘୋଷଣା କରିବାବେଳେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ ସମ୍ପର୍କରେ…

କୃଷି ଆଇନକୁ ବିରୋଧ କରୁଥିବା କୃଷକମାନଙ୍କୁ ସମର୍ଥନ କରି ଇସ୍ତଫା ଦେଲେ ପଞ୍ଜାବ ‘ଡିଆଇଜି’

ନୂଆଦିଲ୍ଲୀ: ତିନି ନୂତନ କୃଷି ଆଇନ ବିରୋଧରେ ପ୍ରତିବାଦ ଚଳାଇଥିବା କୃଷକମାନଙ୍କ ପ୍ରତି ସମର୍ଥନ ଜଣାଇ ପଞ୍ଜାବ ‘ଡେପୁଟି ଇନ୍‌ସ୍‌ପେକ୍ଟର୍‌ ଜେନେରାଲ୍‌ (ଜେଲ୍‌) ଲକ୍ଷ୍ମୀନ୍ଦର୍‌ ସିଂହ ଜଖର ଚାକିରିରୁ ଇସ୍ତଫା ଦେଇଛନ୍ତି। ଶନିବାର ଦିନ ସେ ପଞ୍ଜାବ ସରକାରଙ୍କୁ ଇସ୍ତଫା ପତ୍ର ପ୍ରଦାନ…

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଘରୋଇ ସ୍କୁଲର ଅଭିଭାବକଙ୍କ ଧାରଣା

ଭୁବନେଶ୍ବର: ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଘରୋଇ ସ୍କୁଲର ଅଭିଭାବକଙ୍କ ଧାରଣା। ଘଣ୍ଟ ହୁଳହୁଳି ପକାଇ ବିକ୍ଷୋଭ ପ୍ରଦର୍ଶନ କଲେ ଘରୋଇ ସ୍କୁଲରେ ପିଲାଙ୍କୁ ପାଠ ପଢାଉଥିବା ଅଭିଭାବକ । ଘରୋଇ ସ୍କୁଲରେ ଫି’ ବିବାଦରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ହସ୍ତକ୍ଷେପ କରିବା ପାଇଁ…

ବିଜେଡି ଗଠନର ୨୩ ବର୍ଷ ପୂର୍ତ୍ତି ପାଳନ ପାଇଁ ପ୍ରସ୍ତୁତି: ଆସନ୍ତା ୨୦ରେ କାର୍ଯ୍ୟକାରିଣୀ ଓ ୨୧ରେ ରାଜ୍ୟ ପରିଷଦ ବୈଠକ

ଭୁବନେଶ୍ବର: ଏଇ ମାସ୨୬ ତାରିଖରେ ବିଜେଡି ୨୩ ବର୍ଷରେ ପଦାର୍ପଣ କରୁଛି। ଦଳ ଗଠନର ୨୩ ବର୍ଷ ପୂର୍ତ୍ତି ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି। ଏଥିପାଇଁ ଆସନ୍ତା ୨୦ରେ ବିଜେଡି କାର୍ଯ୍ୟକାରିଣୀ ଏବଂ ୨୧ତାରିଖରେ ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ…

ବେଆଇନ ପରିବହନ ବେଳେ ମାଲକାନଗିରି‌ରୁ ବିପୁଳ ପରିମାଣର ଗୁଟ୍‌ଖା ଜବତ

ମାଲକାନଗିରି: ଗତ ସନ୍ଧ୍ୟାରେ ପୁଲିସ ମାଲକାନଗିରି ବସ୍‌ଷ୍ଟାଣ୍ଡ୍‌ରୁ କାଲିମେଳାକୁ ବେଆଇନ ଭାବେ ଯାଉଥିବା ବିପୁଳ ପରିମାଣର ଗୁଟ୍‌ଖା ଜବତ କରିବା ସହ ଏଥିରେ ସମ୍ପୃକ୍ତ କେତେ ଜଣଙ୍କୁ ଗିରଫ କରିଛି। ବସ୍‌ଷ୍ଟାଣ୍ଡ୍‌ରୁ ଜବତ ଗୁଟ୍‌ଖା ଘଟଣାରେ ଗିରଫ ବ୍ୟକ୍ତିଦ୍ୱୟ ହେଉଛନ୍ତି ଗୁଟ୍‌ଖା…

କେରଳ ସମେତ ୫ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ମାଗଣାରେ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ସାରା ବିଶ୍ୱ ଏବେ ତତ୍ପର । କେବେ ସମସ୍ତଙ୍କୁ ମିଳିବ ଟିକା । ଟିକା କେତେ ଫଳପ୍ରଦ ହେବ ତାକୁ ନେଇ ରାଷ୍ଟ୍ରମୁଖ୍ୟମାନେ ଏବେ ବିଚାର ବିମର୍ଶ କରିବାରେ ଲାଗିଛନ୍ତି । ହେଲେ ସାଧାରଣ ଲୋକଟି ଭାବୁଛି ତାକୁ ଟିକା ମାଗଣାରେ ମିଳିବ ନା ଟିକା ବାବଦରେ ସରକାର…

କରୋନା ମହାମାରୀ ସମୟରେ ଚାକିରି ହରାଇଥିବା ଲୋକଙ୍କୁ ଇ-ରିକ୍ସା ଦେବେ ସୋନୁ ସୁଦ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତା ସୋନୁ ସୁଦ୍। ଲୋକଙ୍କୁ ସାହାଯ୍ୟ କରି ପୁଣି କୋଟି କୋଟି ଭାରତୀୟଙ୍କ ମନ କିଣିଛନ୍ତି ସୋନୁ। କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଗରିବଙ୍କ ପାଇଁ ଭଗବାନ ପାଲଟିଥିବା ସୋନୁ ଏବେ ପୁଣି ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି।…

କାର୍-ବାଇକ୍ ମୁଁହାମୁହିଁ ଧକ୍କା: ବାଇକ ଆରୋହୀ ମୃତ, ଜଳିଗଲା କାର୍

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କଟକ-ପାରାଦୀପ ରାଜ୍ୟ ରାଜପଥର ରଘୁନାଥପୁର ବଜାର ନିକଟରେ ଏକ କାର୍ ଓ ବାଇକ୍ ମୁଁହାମୁହିଁ ଧକ୍କା ହୋଇଛି। ଏହାଫଳରେ ଘଟଣାସ୍ଥଳରେ ବାଇକ…

ଏବର୍ଷ ହେବନି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ବରଗଡ଼: ଚଳିତ ବର୍ଷ ହେବନି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। କରୋନା ମହାମାରୀ ପାଇଁ ବନ୍ଦ ରହିବ ମୁକ୍ତାକାଶ ରଙ୍ଗମଞ୍ଚରେ ମଞ୍ଚସ୍ଥ ହେଉଥିବା ଧନୁଯାତ୍ରା। ବରଗଡ଼ ଜିଲ୍ଲାପାଳଙ୍କ ସହ ଧନୁଯାତ୍ରା ମହୋତ୍ସବ ସମିତିର କାର୍ଯ୍ୟକାରୀ କମିଟି ସଦସ୍ୟଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।…

ବିଦ୍ୟୁତ ତାର ଲାଗି ଦମ୍ପତି ମୃତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଗୁରୁପଡା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ୧୧କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀ-ସ୍ତ୍ରୀ ମୃତ୍ୟୁବରଣ କରିଛନ୍ତି । ମୃତକମାନେ ହେଲେ ବିଷ୍ଣୁ ସାମଲ ଓ ତାଙ୍କ ପତ୍ନୀ ହୀନ ସାମଲ । ସୂଚନା ଅନୁସାରେ ବିଷ୍ଣୁ ଓ ହୀନ ତାଙ୍କ ଜମିରେ ଚାଷ…