ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ
ଛତ୍ରପୁର : ଛତ୍ରପୁର କୋର୍ଟ ଷ୍ଟେଶନ ଗଳି ନିକଟରୁ ସୋମବାର ସକାଳେ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍ ହୋଇଛି। ଲୁଟ୍ର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ଆଶା ଦେବୀ। ସୂଚନା ଅନୁସାରେ, ଆଶା ଦେବୀ ଏକ ବିବାହ କାର୍ଯ୍ୟରେ ଯୋଗଦେବା ଲାଗି ନିଜ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ।!-->…