‘ନେସ୍କୋ’ମୁଖ୍ୟ କାର୍ଯ୍ୟାଳୟ ଘେରାଉ ଡାକରାକୁ ବିରୋଧ
ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଆସନ୍ତା ୨୨ ତାରିଖରେ ଉତ୍ତର ଓଡିଶାର ବିଦ୍ୟୁତ ବିତରଣ ସଂସ୍ଥା ‘ନେସ୍କୋ’ର ମୁଖ୍ୟ କାର୍ଯ୍ୟାଳୟ ଘେରାଓ ପାଇଁ ଅନ୍ୟାନ୍ୟ ସଂଗଠନର ଡାକରାକୁ ବିରୋଧ କରିଛି ‘ନେସ୍କୋ ବିଦ୍ୟୁତ ଏମ୍ପେ୍ଲାଇଜ୍ ଏବଂ ଶ୍ରମିକ କର୍ମଚାରୀ ମିଳିତ ମଞ୍ଚ । କେତେକ ନ୍ୟସ୍ତସ୍ୱାର୍ଥ!-->…