୫ ବର୍ଷରେ ୫୦ ହଜାର କାକପୋଇ ଛେଦନ,ଗ୍ରାମାଂଚଳ ବୃକ୍ଷଶୂନ୍ୟ
ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ଏବେ କାକପୋଇ ଗଛକୁ ନେଇ ବ୍ୟବସାୟ ଆରମ୍ଭ ହୋଇଛି । ଜଙ୍ଗଲ ବିଭାଗ ୧୯୮୦ ଆଇନ ପ୍ରକାରେ କାକପୋଇ ଗଛ ସମେତ ସୁନ୍ଦରକଣି, ବାଡିବାଉଁଶ, ବୋଲାଙ୍ଗି ବାଉଁଶ, ସାନ ଚାକୁଣ୍ଡା, ଝାଉଁ, ସୁଲିଭିର ଓକା, ନୀଳଗିରି, ଆକାଶିଆ ଓ ସୁବାବୁଲ ଗଛକୁ ମାଗଣା ବିକ୍ରି!-->…