ଅପହଞ୍ଚ ଇଲାକାରେ ଦେବଦୂତ ସାଜିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ସମ୍ବଲପୁର: ସମ୍ବଲପୁର ଜିଲାରେ ଅନେକ ସ୍ଥାନ ବଣପାହାଡ ଘେର ମଧ୍ୟରେ ରହିଥିବା ବେଳେ ଏବେ ମଧ୍ୟ ବିକାଶର ଅ ।ଲୋକ ପହଞ୍ଚି ପାରି ନ ଥିବାରୁ ସେ ସ୍ଥାନ ଗୁଡିକ ଅପହଞ୍ଚ ହୋଇ ରହିଛି । ଏହି ଅପହଞ୍ଚ ଇଲାକା ଗୁଡିକୁ ଚାଲିକି ଯିବା କଷ୍ଟକର ହୋଇ ପଡୁଥିବା ବେଳେ ଯାନବାହାନ ଯିବା ସ୍ୱପ୍ନ ଅଟେ ।…

କୁକୁଡାଖଣ୍ଡିରେ ଏବେବି ଚାଲିଛି ନାବାଳିକା ବିବାହ

ବ୍ରହ୍ମପୁର: କୁକୁଡାଖଣ୍ଡି ବ୍ଲକ ଅର୍ନ୍ତଗତ ପାଣ୍ଡୀଆଝୋଳି ଗ୍ରାମର ସେବା ସମବାୟ ସମିତି ସମ୍ପାଦକ ନରେଶ ଭୁୟାଁଙ୍କ ପୁଅ ଗଣେଷ ଭୁୟାଁ ବାହାଘର ବଉଳଝୋଳି ଗ୍ରାମର ଜଣେ ଜୈ÷ନିକ ନାବାଳିକା ସହ କରେଇବା ପାଇଁ ସ୍ଥିତ ହୋଇଥିବା ବେଳେ ୨ଦିନିଆ ଭୋଜି ଭାତର ମଧ୍ୟ ଆୟୋଜନ ହୋଇଥିଲା । ଏପରିକି ବାହା…

୧୪ ଡ଼ିସେମ୍ବର ରାଜ୍ୟବ୍ୟାପୀ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଗଣଧାରଣା ପାଇଁ ପ୍ରସ୍ତୁତି

ଭୁବନେଶ୍ୱର: ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଆହୂତ ଏବଂ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତିର ଆବାହକତ୍ୱରେ ଓଡ଼ିଶାର ବିଭିନ୍ନ ଟୋଲପ୍ଲାଜା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପିପିଲି ଟୋଲପ୍ଲାଜା,…

ନାବାଳକ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଜିଲ୍ଲାପାଳଙ୍କୁ ନିବେଦନ

କେନ୍ଦ୍ରାପଡା- ନାବାଳକ ଦାଦନ ଶ୍ରମିକଙ୍କୁ ଅବିଳମ୍ବେ ଉଦ୍ଧାର କରାଯିବାକୁ ସେମାନଙ୍କ ମା’ମାନେ ଜିଲ୍ଲାପାଳଙ୍କୁ ଅତ୍ୟନ୍ତ ଆକୁଳ ହୋଇ ନିବେଦନ କରିଛନ୍ତି । ଅଭିଯୋଗ ଅନୁଯାଇ ନିକିରାଇ ଥାନା ଅନ୍ତର୍ଗତ ବାରୋ ଗ୍ରାମ ଦଳିତ ସାହିର କେତେକ ଦଳିତ ବର୍ଗର ମହିଳା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ…

ଚାଷକୁ ନେଇ ରାଜନୀତି ଜୋରଦାର

ଚାଷର ଉନ୍ନତି କଳ୍ପେ ଓ ଚାଷୀମାନଙ୍କ ବିକାଶ ଲାଗି କେନ୍ଦ୍ର ସରକାର ୩ଟି ନୂତନ କୃଷି ଆଇନ ପ୍ରଣୟନ କରିଛନ୍ତି । ଅନ୍ତତ ଏଥିରେ ଚାଷୀମାନେ ଅଧିକ କ୍ଷତିଗ୍ରସ୍ତ ହେବା ଯୁକ୍ତି ଏକାଧିକ କୃଷକ ସଂଗଠନ ପକ୍ଷରୁ ଦର୍ଶାଯାଇଛି । ଏପରିକି ପଞ୍ଜାବ, ରାଜସ୍ତାନ, ସମେତ ଅନେକ ରାଜ୍ୟର କୃଷକମାନେ ନୂଆ ଆଇନ…

କେନାଲକୁ ଖସିପଡି ସ୍ଥାନୀୟ ଯୁବକ ମୃତ

ଯାଜପୁର: ଯାଜପୁର ସହର ନିକଟସ୍ଥ ଅଠରନଳା କେନାଲ ବନ୍ଧ ନିକଟରେ କେନାଲର ସୁରକ୍ଷା କଂକି୍ରଟ୍ ପାଚେରୀରୁ କେନାଲ ଭିତରକୁ ଗଳିପଡ଼ି ଗୁରୁବାର ଅପରାହ୍ନରେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ଘଟିଛିି । ଘଟଣା ଅନୁଯାୟୀ ଯାଜପୁର ସହରସ୍ଥ ଶିରିଆପୁର ଗ୍ରାମର ସଂଜୟ ସାମନ୍ତ (୪୮) ନିଜ ଗ୍ରାମ ନିକଟ ଦେଇ…

“ରେଣ୍ଡୋ ମାଝୀ- ଦି ହିଡେନ ଷ୍ଟେ୍।ରୀ ଅଫ ୧୮୫୩”ର ଶୁଭ ମହୁରତ

ଭବାନୀପାଟଣା- କଳାହାଣ୍ଡି ର ବରପୁତ୍ର ତଥା ବୀର ସହୀଦ ରେଣ୍ଡୋ ମାଝୀଙ୍କ ୧୬୫ ତମ ଶହୀଦ ଦିବସ । ଏହି ଅବସର ରେ ରେଣ୍ଡୋ ମାଝିଙ୍କ ଜୀବନୀ କୁ ସିଲଭର ସ୍ରିନ ରେ ଗଢି ତୋଳିବାକୁ ‘ରେଣ୍ଡୋ ମାଝୀ ଫିକଚର ଫିଲମ’ “ରେଣ୍ଡୋ ମାଝୀ-ଦି ହିଡେନ ଷ୍ଟେ୍ରାରୀ ଆଫ ୧୮୫୩” ର ଶୁଭମୁହୁରତ ଅନୁଷ୍ଟିତ ହୋଇଛି…

ଦୁଗ୍ଧର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଦାବୀ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ କ୍ୟାବିନେଟ ·ଷୀମାନଙ୍କର ଆୟକୁ ଦେଢଗୁଣା କରିବା ପାଇଁ ଓଡ଼ିଶା ବିଧାନସଭା ଦ୍ୱାରା ପାରିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପିତ କରିବା ପାଇଁ ନିଷ୍ପତ୍ତି କରିଛି । ଚଳିତ କୃଷକ ଆନେ୍ଦାଳନ…

ଦମ୍ପତିଙ୍କ ବିବାହ ବାର୍ଷିକୀରେ ରକ୍ତଦାନ

ଯାଜପୁର: ଯାଜପୁର ଜିଲ୍ଲାର ବରୀ ବ୍ଲକ ଅର୍ନ୍ତଗତ ବାଇଁଶିରିଆ ଗ୍ରାମପଂଚାୟତର ଇଛାପୁର ଗ୍ରାମର ଯୁବ ସମାଜସେବୀ ସତ୍ୟ ରଂଜନ କର ଓ ପତ୍ନୀ ଶ୍ରାବଣୀ ପଣ୍ଡା ନିଜର ୮ମ ବିବାହ ବାର୍ଷିକୀ ଅବସରରେ ପ୍ରତି ବର୍ଷ ପରି ଏବର୍ଷ ରକ୍ତଦାନ କରି ଏକ ନିଆରା ଢଙ୍ଗରେ ବିବାହ ବାର୍ଷିକ ପାଳନ କରିବା ସହିତ…

ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି : ପର୍ଯ୍ୟଟନର କେନ୍ଦ୍ରବିନ୍ଦୁ

ରାୟଗଡ଼: ଏକାତ୍ମମତା ସ୍ତୋତ୍ରରେ ଲିଖିତ- ମହେନ୍ଦ୍ର ମଳୟ ସହ୍ୟ ଦେବାତ୍ମତା ହିମାଳୟ”। ଅର୍ଥାତ୍ ଏହି ପର୍ବତମାଳା ହିମାଳୟ ସହିତ ତୁଳନୀୟ। କାହିଁକିନା ମହେନ୍ଦ୍ରଗିରି ମହାଭରତ ଓ ରାମାୟଣ ଯୁଗରୁ ହିଁ ଦେବାଦେବୀଙ୍କ ଆଳୟ ଭାବେ ସୁଖ୍ୟାତି ଅର୍ଜନ କରି ଆସିଛି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ…