ପିପିଲି ଟୋଲ ଗେଟ ସମ୍ମୁଖରେ ଗଣ ବିକ୍ଷୋଭ

ପିପିଲି : କୃଷକ ଓ ଖାଉଟି ବିରୋଧୀ କଳା ଆଇନ ଓ ବିଦ୍ୟୁତ ସଂଶୋଧନ ବିଲ ୨୦୨୦ ର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଡାକରାକୁ ସମର୍ଥନ କରିଛନ୍ତି। ଏଥିରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଓଡିଶା, ସମାଜବାଦୀ ପାର୍ଟି, ସିପିଆଇ, ସିପିଆଇଏମଏଲ,ଆଇଏନଟିସି,…

ରାଜ୍ୟରୁ ୩୩୫ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୪ ମୃତ

ଭୁବନେଶ୍ବର : ଆଜି ରାଜ୍ୟରୁ ୩୩୫ ନୂଆ​‌ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୯୩ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୪୨ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।…

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮ଶହ ଟପିଲା

ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୦୨ରେ ପହଞ୍ଚିଛି। ଏହି ୪ ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ତାଙ୍କ ଘର ସୁନ୍ଦରଗଡ଼ରେ। ତାଙ୍କୁ ୫୫…

ବ୍ରିଟେନ, କାଡ଼ାନା ପରେ ଫାଇଜରକୁ ଜରୁରିକାଳୀନ ବ୍ୟବହାର ଅନୁମତି ଦେଲା ଏହି ଦେଶ

ଫାଇଜର ବାୟୋଏନଟେକ୍‌ ଦ୍ବାରା ପ୍ରସ୍ତୁତ କରୋନା ଟିକା ଫାଇଜରକୁ ଆମେରିକା ଜରୁରିକାଳୀନ ଅନୁମତି ପ୍ରଦାନ କରିଛି। ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ଟିକାର ପ୍ରୟୋଗ ପାଇଁ ମଞ୍ଜୁରୀ ଦେଇଛି। ଏହି ଟିକାକୁ ଜରୁରିକାଳୀନ ଅନୁମତି ଦେବାରେ ଆମେରିକା ବିଶ୍ଵର ୩ୟ ଦେଶ। ପ୍ରଥମେ ବ୍ରିଟେନ ଏବଂ ପରେ…

ଡିସେମ୍ୱର ୨୧ରୁ ଖୋଲିପାରେ ଶ୍ରୀମନ୍ଦିର!

ପୁରୀ : କେବେ ଭକ୍ତଙ୍କ ପାଇଁ ଖୋଲିବ ଜଗନ୍ନାଥଙ୍କ ଦ୍ବାର ? କରୋନା ମହାମାରୀ ପାଇଁ ଦିର୍ଘ ଦିନ ହେଲାଣି ବନ୍ଦ ରହିଥିବା ଶ୍ରୀମନ୍ଦିର ଖୋଲିବା ପାଇଁ ପ୍ରକ୍ରିଆ ଆରମ୍ଭ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନାନୁସାରେ ଡିସେମ୍ୱର ୨୧ରୁ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର! ତେବେ ମନ୍ଦିର…

ବିଶ୍ୱ ସ୍ୱାସ୍ଥ୍ୟ ସେବାରେ ନୂଆ ମାଇଲଖୁଣ୍ଟ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଆନ୍ତର୍ଜାତୀୟ ଫେଡେରେସନ୍ ଅଫ୍ ରେଡକ୍ରସ୍ ଓ ରେଡ୍ କ୍ରିସେଣ୍ଟ୍ ସୋସାଇଟିଜ ମାନବିକ ସଙ୍କଟ ସମୟରେ ଜରୁରୀକାଳୀନ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଣକୁ ମଜବୁତ କରିବା ପାଇଁ ବୁଝାମଣା ପତ୍ର ସ୍ଵାକ୍ଷର କରିଛନ୍ତି। ‘ହୁ’ ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍…

୯୦ ବର୍ଷ ପୂର୍ବର ଚାକିରି ଖୋଜା !

ଏବେ ହାତରେ ଯଦି ସ୍ମାର୍ଟଫୋନ୍ ଅଛି, ଆପଣଙ୍କ ପାଇଁ କିଛି ଅସମ୍ଭବ ନୁହେଁ। ଚାକିରି ଖୋଜିବଠାରୁ ଆରମ୍ଭ କରି ଅନ୍-ଲାଇନ୍ ମିଟିଂ ସବୁକିଛି କରିପାରିବେ। କରୋନା କାରଣରୁ ସଂଖ୍ୟାଧିକ ଲୋକ ନିଜ ଚାକିରି ହରାଇଛନ୍ତି ସତ, କିନ୍ତୁ ଦିନ କେଇଟାରେ ସେମାନେ ଥଇଥାନ ହୋଇଯିବେ ବୋଲି ଆଶା କରାଯାଉଛି।…

ଜାତୀୟତା ଭାବ ଜାଗ୍ରତ କରିଥିଲା ସୁବ୍ରମଣ୍ୟ ଭାରତୀଙ୍କ କବିତା – ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଆନ୍ତର୍ଜାତିକ ଭାରତୀ ଉତ୍ସବ-୨୦୨୦ରେ ଉଦବୋଧନ ଦେଇଛନ୍ତି। ଚେନ୍ନାଇର ବାନ୍‍ବିଲ୍‍ ସାଂସ୍କୃତିକ କେନ୍ଦ୍ରଦ୍ୱାରା ଏହି ଉତ୍ସବର ଆୟୋଜନ କରାଯାଇଥିଲା। କୋଭିଡ-୧୯ ଯୋଗୁଁ କାର୍ଯ୍ୟକ୍ରମକୁ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ…

ଝିଅକୁ ନ୍ୟାୟ ଦେବାପାଇଁ ଶେଷ ପର୍ଯ୍ୟନ୍ତ ଲଢ଼ିବି

ନୟାଗଡ଼ : “୧୦ ଲକ୍ଷ ଟଙ୍କା ନୁହେଁ, ମୋ ଝିଅକୁ ନ୍ୟାୟ ମିଳୁ। ଝିଅକୁ ନ୍ୟାୟ ଦେବାପାଇଁ ଶେଷ ପର୍ଯ୍ୟନ୍ତ ଲଢ଼ିବି। ଟଙ୍କା ଦେଲେ ଭାବୁଛନ୍ତି ଆମେ ଚୁପ୍‌ ହୋଇ ବସି ରହିବୁ। କିନ୍ତୁ ଆମର ଟଙ୍କା ଦରକାର ନାହିଁ। ଆମ ଝିଅକୁ ନ୍ୟାୟ ଦରକାର। ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ସିବିଆଇ ଏହି ଘଟଣାର ତଦନ୍ତ…

ସିବିଆଇ ହେପାଜତରୁ ୧୦୩ କେଜି ସୁନା ଗାଏବ

ଚେନ୍ନାଇ: ସିବିଆଇ ହେପାଜତରେ ଥିବା ୧୦୩ କେଜି ସୁନା ଗାଏବ ହୋଇଯାଇଛି, ଯାହାର ମୂଲ୍ୟ ପ୍ରାୟ ୪୫ କୋଟି ଟଙ୍କା। ତାମିଲନାଡୁରେ ଏହି ଘଟଣା ଘଟିଛି। ଶୁକ୍ରବାର ମାଡ୍ରାସ ହାଇକୋର୍ଟ ତାମିଲନାଡୁ ସିବି-ସିଆଇଡିକୁ ଏହାର ତଦନ୍ତ ନିର୍ଦ୍ଦେଶ ଦେବା ପରେ ଘଟଣାଟି ଲୋକଲୋଚନକୁ ଆସିଛି। ୨୦୧୨ ମସିହାରେ…