ଇନ୍‌ଭେଷ୍ଟ ଇଣ୍ଡିଆକୁ ‘ଜାତିସଂଘ ନିବେଶ ପ୍ରୋତ୍ସାହନ ପୁରସ୍କାର’

ନୂଆଦିଲ୍ଲୀ: ମିଳିତ ଜାତିସଂଘର ବାଣିଜ୍ୟ ଏବଂ ବିକାଶ ସମ୍ମିଳନୀ (ୟୁଏନସିଟିଏଡି) ପକ୍ଷରୁ ‘ଇନ୍‌ଭେଷ୍ଟ ଇଣ୍ଡିଆ’କୁ ମିଳିତ ଜାତିସଂଘ ନିବେଶ ପ୍ରୋତ୍ସାହନ ପୁରସ୍କାର ୨୦୨୦ର ବିଜେତା ଘୋଷଣା କରାଯାଇଛି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଇନ୍‌ଭେଷ୍ଟ ଇଣ୍ଡିଆ’କୁ ଶୁଭେଚ୍ଛା…

ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ !

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଗୃହବନ୍ଦୀ କରାଯାଇଛି। ଦିଲ୍ଲୀ ପୁଲିସ କେଜ୍ରିୱାଲଙ୍କୁ ତାଙ୍କ ବାସଭବନରେ ଗୃହବନ୍ଦୀ କରିଥିବା ଆମ୍‌ ଆଦମୀ ପାର୍ଟି (ଆପ୍‌) ଟ୍ବିଟ୍‌ କରି ସୂଚନା ଦେଇଛି। ତେବେ ଆପ୍‌ର ଏହି ଅଭିଯୋଗକୁ ଖଣ୍ଡନ କରିଛି ଦିଲ୍ଲୀ ପୁଲିସ। ଗତ…

ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା ; ଚିହ୍ନଟ ଆକ୍ରାନ୍ତ ୩୪୯

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ୩୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୯୮ ଓ ସ୍ଥାନୀୟ ଅଞ୍ଚଳରୁ ୧୫୧। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୧,୯୧୩କୁ ବୃଦ୍ଧି ପାଇଛି। ୩,୧୬,୪୪୭ ସୁସ୍ଥ ହୋଇ ଘରକୁ ଫେରିଥିବା…

ପୁତୁରାର ଠେଙ୍ଗା ମାଡରେ କକା ଖୁଡି ଗୁରୁତର

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ପଞ୍ଚାୟତ ଭଅଁରପୁର ଗ୍ରାମରେ ଜମିଜମା ବିବାଦ କୁ ନେଇ ପୁତୁରାର ଢେଙ୍ଗା ମାଡରେ କକା ଖୁଡି ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ମେଡିକାଲ ରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଭଅଁରପୁର ଗ୍ରାମର…

ଆଜି ଭାରତ ବନ୍ଦ : ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବନ୍ଦ ପାଳନ

ନୂଆଦିଲ୍ଲୀ : କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ ୧୨ଦିନ ଧରି କୃଷକଙ୍କ ଆନ୍ଦୋଳନ ପରିପ୍ରେକ୍ଷୀରେ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଆସନ୍ତା କାଲି(ମଙ୍ଗଳବାର) ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ୪ ଘଣ୍ଟା କାଳ ଏହି ବନ୍ଦ ପାଳନ ହେବ। ବନ୍ଦ ବେଳେ ଯେମିତି କିଛି…

ଆଜି ପବିତ୍ର ପ୍ରଥମାଷ୍ଟମୀ

ପ୍ରଥମାଷ୍ଟମୀ (ଅଥବା ପଢୁଆଁଷ୍ଟମୀ, ପୋଢୁଆଁଷ୍ଟମୀ) ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ I ଏହା ଓଡ଼ିଶାର ଏକ ପାରମ୍ପାରିକ ପର୍ବ । ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ନାମିତ ।ଅତୀତରେ, ମାର୍ଗଶିର ମାସକୁ ବର୍ଷର…

ରାଜନୀତି ମଇଦାନକୁ ଆସିବେ ରଜନୀକାନ୍ତ!

ଦକ୍ଷିଣ ଭାରତ ଅଧିକାଂଶ ନେତା ସାଧାରଣତଃ ଚଳଚିତ୍ର ଜଗତରୁ ଆସି ପାଦ ଥାପିଥାନ୍ତି । ତାମିଲନାଡ୍ଡୁରେ ଏହା ଭୁରିଭୁରି ଉଦାହରଣ ଦେଖିବାକୁ ମିଳିଥାଏ । ଏମଜି ରାମଚନ୍ଦ୍ରନ ଏଠାରେ ଦଳ ଗଠନ କରିବା ସହ ରାଜ୍ୟର ସର୍ବଶକ୍ତିମାନ ନେତା ରୂପେ ବହୁ ବର୍ଷ ରହିଥିଲେ । କରୁଣାନିଧି ମଧ୍ୟ ଦୀର୍ଘବର୍ଷ ଧରି…

ବଢିଲା ବସ୍ ଭଡା

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲର କ୍ରମାଗତ ମୂଲ୍ୟ ବୃଦ୍ଧି ଯୋଗୁଁ ଆଜି ରାଜ୍ୟ ସରକାର ବସ୍ ଭଡା ବୃଦ୍ଧି କରିଛନ୍ତି । ସାଧାରଣ ଓ ଏକ୍ସପ୍ରେସ ବସ୍ଭଡା କିଲୋମିଟର ପିଛା ୧ ପଇସା ବଢିଥିଲା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସଭଡା କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇଛି । ପ୍ରାପ୍ତ ସୂଚନା…

ଦୁଇଥର କରୋନାକୁ ହରାଇଲେ ୧୦୨ ବର୍ଷୀୟା ବୃଦ୍ଧା

ୱାଶିଂଟନ: କରୋନା ନାଁ ଶୁଣିଲେ ମନରେ ଛନକା ପଶିଯିବା ସ୍ୱାଭାବିକ । କାରଣ ଏହି ମହାମାରୀ ନିଜ କୋପ ଦେଖାଇ ବହୁ ଜୀବନ ନେଇ ସାରିଛି । ଯୁକ୍ତରାଷ୍ଟ୍ର ଆମେରିକାରେ ମଧ୍ୟ କରୋନାର ସାଂଘାତିକ ରୂପ ଦେଖିବାକୁ ମିଳିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବେଶ୍ ଲମ୍ବା କରୋନା କବଳରେ ପଡ଼ି ବହୁ କମ୍…

ହୋମଗାର୍ଡଙ୍କ ୫୮ତମ ପ୍ରତିଷ୍ଠା ଦିବସ ପାଳିତ

ରାୟଗଡା - ଜେ.କେ.ପୁର ପୋଲିସ ରିଜର୍ଭ ପଡିଆ ଠାରେ ୫୮ତମ ହୋମଗାର୍ଡ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି । ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ.ଶ୍ରବଣା ବିବେକ ଏମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାୟଗଡା ଏସଡିପିଓ ତପନ ନାରାୟଣ ରଥ, ରାୟଗଡା…