ଭୁଶୁଡ଼ିଲା ଦୁନିଆର ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପ୍
ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପ୍ ଭୁଶୁଡ଼ି ପଡ଼ିଛି। ଯାହା ଫଳରେ ଏବେ ଏଲିଏନ୍ ଦୁନିଆ ଓ ଆଷ୍ଟରଏଡର ସମସ୍ତ ଟିକନିକ୍ ଖବର ଦେଉଥିବା ଅବଜରଭେଟୋରୀ ଭାଙ୍ଗିଯାଇଛି। ଏହି ପୂରା ଆଣ୍ଟିନା ୪୫୦ ଫୁଟ୍ ତଳକୁ ଖସି ପଡ଼ିଛି। ଗତମାସରେ ଏହାର ଏକ କେବଲ୍ ଭାଙ୍ଗିବା ଦ୍ୱାରା!-->…