ମାସକ ଆଗରୁ ସରିଲା ଶୀତ ଅଧିବେଶନ

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟର ୩୦ ଦିନ ଆଗରୁ ସରିଲା ବିଧାନସଭାର ଶୀତ ଅଧିବେଶନ । କୋଭିଡ୍ କଟକଣା ଭିତରେ ଚାଲିଥିବା ଏହି ଅଧିବେଶନ ମାତ୍ର ୧୦ ଦିନରେ ଶେଷ ହୋଇଛି । ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ରଖିବାକୁ ଆଜି ଓପରବେଳା…

ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ

ଭୁବନେଶ୍ୱର: ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳ ଆଜି ଏହାର ପ୍ରାଥମିକ ସଭ୍ୟପଦରୁ ବହିଷ୍କୃତ କରିବା ନେଇ ବିଜ୍ଞପ୍ତି ଜାରୀ କରିଛି । ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ଦ୍ୱାରା ଜାରୀ ହୋଇଥିବା ଏହି ବିଜ୍ଞପ୍ତି ପଛରେ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ପର୍ଯ୍ୟଟନ ନୁହେଁ, ହୋମ୍ ଷ୍ଟେ

ରାଜ୍ୟରେ କରୋନା ମହାମାରୀ ଯୋଗୁ ଦୀର୍ଘ ୧୦ ମାସଧରି ପର୍ଯ୍ୟଟନ ଶିଳ୍ପ ସମ୍ପୁର୍ଣ୍ଣ ଅଚଳ ହୋଇପଡିଛି କହିଲେ ଚଳେ । ଦୀର୍ଘ ମାସ ଧରି ପ୍ରମୁଖ ପର୍ଯ୍ୟଟନ ସ୍ଥଳି ବନ୍ଦ ରହିଥିବାରୁ କୌଣସି ପର୍ଯ୍ୟଟକ ଆସିନାହାନ୍ତି ଓ ପର୍ଯ୍ୟଟନ ବାବଦ ରାଜ୍ୟ ସରକାର ଏବଂ ସ୍ଥାନୀୟ ବ୍ୟକ୍ତିମାନେ ବିପୁଳ ଅର୍ଥନୈତିକ…

ଧର୍ମାନ୍ତୀକରଣ ରୋକିବାକୁ ୟୁପିରେ ଅଧ୍ୟାଦେଶ

ଲକ୍ଷେ୍ନ: ଜଣେ ବ୍ୟକ୍ତିଙ୍କ ଉଚ୍ଛା ବିରୋଧରେ ଚାଲିଥିବା ଧର୍ମ ପରିବର୍ତନ କାର୍ଯ୍ୟ ଉପାରେ ରୋକ୍ ଲାଗାଇବା ପାଇଁ ଉତର ପ୍ରଦେଶ ସରକାର ଅଧ୍ୟାଦେଶ ଆଣିଛନ୍ତି । ଏହି ଅଧ୍ୟାଦେଶ ପ୍ରସ୍ତାବକୁ ରାଜ୍ୟପାଳ ଆନନ୍ଦିବେନ ପଟେଲ ଅନୁମୋଦନ ଦେଇଥିବାରୁ ଏହା ରାଜ୍ୟରେ କାର୍ଯ୍ୟକାରୀ ହୋଇଛି ।…

ପରିମଳ ଓ ବର୍ଯ୍ୟ ବସ୍ତୁ ପରିଚାଳନା ପାଇଁ ପ୍ରଶିକ୍ଷଣ ଶିବିର

ଯାଜପୁର : ଆଜି ଅପରାହ୍ନ ୩ ଘଟିକା ସମୟରେ ଯାଜପୁର ଟାଉନ ସ୍ଥିତ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ପରିମଳ ଓ ବର୍ଯ୍ୟ ବସ୍ତୁ ପରିଚାଳନା ନିମନ୍ତେ ଏକ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ…

ରାୟଗଡ ଜିଲ୍ଲାରେ ଧାନମଣ୍ଡି ଆରମ୍ଭ

ରାୟଗଡ: ଆଜିଠାରୁ ବିଧିବଦ୍ଧ ଭାବେ ଜିଲ୍ଲାରେ ଖୋଲିଲା ଧାନ ମଣ୍ଡି । ଏହି ମଣ୍ଡିକୁ ରାୟଗଡ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଆନୁଷ୍ଠାନିକଭାବେ ଶୁଭ ଉଦଘାଟନ କରିଥିଲେ । ମଣ୍ଡି ଖୋଲିଲା ସତ ହେଲେ ସରକରୀ ନିୟମ ଅନୁସାରେ ଚାଷୀ ରେଜଷ୍ଟେ୍ରସନ କରି ଟୋକନ ପାଇବାର ବ୍ୟବସ୍ଥାକୁ ବାଧ୍ୟ ବାଧକ…

ଭାରତରେ ତିଆରି ହେବ ସ୍ପୁଟନିକ ଟିକା

ନୂଆଦିଲ୍ଲୀ: ଭାରତରେ ରୁଷର କୋଭିଡ୍ ଟିକା ସ୍ପୁଟନିକ ଭି’ର ୧୦ କୋଟି ମାତ୍ରା ତିଆରି ହେବ ବୋଲି ରୁଷ୍ କର୍ତୃପକ୍ଷ ଆଜି ଘୋଷଣା କରିଛନ୍ତି । ଭାରତର ଅଗ୍ରଣୀ ଫାର୍ମାସୁ୍ୟଟିକାଲ କମ୍ପାନି ‘ହେଟେରୋ’ ପ୍ରଥମ ପର୍ଯ୍ୟାୟରେ ଏହି ଟିକାର ୧୦ କୋଟି ମାତ୍ରା ପ୍ରସ୍ତୁତ କରିବ ବୋଲି ରୁଷ୍ ଡାଇରେକ୍ଟ…

‘ପରୀ’ ହତ୍ୟାର ତଦନ୍ତ ପାଇଁ ୫ଜଣିଆ ଏସଆଇଟି ଗଠିତ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ‘ପରୀ’ ଅପହରଣ ଓ ହତ୍ୟା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଆଜି ବରିଷ୍ଠ ଆଇପିଏସ ଅଫିସର ତଥା ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକ ୫ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି) ଗଠନ କରିଛନ୍ତି । ଏହି ଟିମର ଅନ୍ୟ ସଦସ୍ୟମାନେ ହେଲେ କ୍ରାଇମବ୍ରାଞ୍ଚର ଏସପି,…

କୃଷକ ଓ ଭକ୍ତ

ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର, ଯେଉଁଠାରେ ଶାସନ ବ୍ୟବସ୍ଥାର କେନ୍ଦ୍ରବିନ୍ଦୁ ହେଉଛନ୍ତି ନାଗରିକ ଓ ନିର୍ବାଚନ ମାଧ୍ୟମରେ ସେମାନେ ପରୋକ୍ଷରେ ଶାସନ ପରିଚାଳନା ଲାଗି ଜନପ୍ରତିନିଧିମାନଙ୍କୁ ନିର୍ବାଚିତ କରିଥାନ୍ତି । ପାର୍ଲିଆମେଣ୍ଟାରୀ ବ୍ୟବସ୍ଥା ମଧ୍ୟରେ ସଂଖ୍ୟାଧିକ ଦଳ ପକ୍ଷରୁ ସରକାର…

କଥା ରଖିଲେ ଜିଲ୍ଲାପାଳ, ଇଂଜିନିୟର ଅନନ୍ତ ଡାଟା ଏଣ୍ଟ୍ରି ଅପରେଟର୍‍ ନିଯୁକ୍ତ

ବଲାଙ୍ଗିର: ରାଜ୍ୟରେ ଚାକିରି ମିଳିଲାନି। ରାଜ୍ୟ ବାହାରକୁ ଯାଇ ଏକ ଠିକା ସଂସ୍ଥାରେ ଇଂଜିନିୟର୍‍ ଭାବେ କାମ କରୁଥିଲେ। କରୋନା ମହାମାରୀ ପାଇଁ ଠିକା ସଂସ୍ଥା କାମ ବନ୍ଦ କରିଦେଲା। ବିନା ଦରମାରେ କେତେ ଦିନ ପଡି ରହିବେ। ତେଣୁ ଘରକୁ ଫେରି ଆସିଲେ। ହାତରେ କାମ ଧନ୍ଦା କିଛି ନଥିଲା। ମେହେନତ…