ପାକିସ୍ତାନରେ ବଳାତ୍କାରୀଙ୍କୁ ନପୁଂସକ କରାଯିବ

ଇସଲାମାବାଦ : ପାକିସ୍ତାନରେ ଏଣିକି ବଳାତ୍କାରୀଙ୍କୁ ନପୁଂସକ କରାଯିବା ଭଳି କଠୋର ଦଣ୍ଡ ଦିଆଯିବ। ଏ ସଂକ୍ରାନ୍ତ ଦୁଇଟି ଅଧ୍ୟାଦେଶକୁ ଇମ୍ରାନ ଖାଁଙ୍କ ଫେଡେରାଲ କ୍ୟାବିନେଟ୍‌ ମଞ୍ଜୁର କରିଛି। ଏହି ଅଧ୍ୟାଦେଶରେ ଥିବା ବ୍ୟବସ୍ଥା ଅନୁଯାୟୀ, ପୀଡ଼ିତାଙ୍କ ଅନୁମତିକ୍ରମେ ରାସାୟନିକ ଉପାୟରେ…

ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ଏକାଠି କାର୍ଯ୍ୟ କରିବେ ଭାରତ ଓ ବ୍ରିଟେନ୍‍

ଭାରତ ଓ ବ୍ରିଟେନ୍‍ କରୋନା ପରବର୍ତ୍ତୀ ଓ ବ୍ରେକ୍ସିଟ୍‍ ପରବର୍ତ୍ତୀ ସମୟରେ ଭାଗିଦାରୀ ସମ୍ପର୍କ ବୃଦ୍ଧି କରିବା ବିଷୟ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବ୍ରିଟେନ୍‍ ପ୍ରଧାନମନ୍ତ୍ରୀ ବୋରିସ୍‍ ଜନ୍‍ସନ୍‍ଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି। ଏହି ସମୟରେ ଦୁଇ ନେତା…

ବାୟୁ ପ୍ରଦୂଷଣରୁ ରକ୍ଷା କରେ ଅଁଳା

ଶୀତଦିନେ ଅଁଳାକୁ ସୁପରଫୁଡ ବୋଲି କୁହାଯାଇଥାଏ । ଅଁଳା ଖାଇଲେ ହାର୍ଟ, ବ୍ଲଡ୍ ପ୍ରେସର, ଡାଇବେଟିସ୍ ଓ ଶ୍ୱାସ ସମ୍ବନ୍ଧୀୟ ରୋଗ ନିୟନ୍ତ୍ରଣ ହୋଇଥାଏ । ଏଥିରେ ଥିବା ଆଂଟ-ଇନଫ୍ଲାମେଂଟାରୀ ଓ ଆଂଟି -ଅକ୍ସିଡାଂଟ ଗୁଣ ଇମୁ୍ୟନିଟି ପାୱାରକୁ ବଢ଼ାଇବା ସହ ଆପଣଙ୍କ ଫୁସ୍ଫୁସ୍କୁ ସୁସ୍ଥ ରଖି ବାୟୁ…

ଶୀଘ୍ର ଆସିବ କରୋନା ଟୀକା – ଅହମ୍ମଦାବାଦ ଜାଈଡ଼ସ ବାୟୋଟେକ୍ ପାର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଅହମ୍ମଦାବାଦର ଜାଈଡ଼ସ ବାୟୋଟେକ୍ ପାର୍କ ପରିଦର୍ଶନ କରିଛନ୍ତି। ସେ ସେଠାରେ ପହଂଚିବା ପରେ କୋଭିଡ ଟିକା ବିକାଶର ସମୀକ୍ଷା କରିଛନ୍ତି। ଜାଈଡ଼ସ ବାୟୋଟେକ୍ ପାର୍କରେ ଅଗ୍ରଗତି ଯାଞ୍ଚ କରିବା ପରେ ପ୍ରଧାନମନ୍ତ୍ରୀ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍…

ଆତ୍ମାହୁତି ବନାମ ବହିଷ୍କାର: ମୁଲତବୀରେ ବିତୁଛି ଶୀତକାଳୀନ ଅଧିବେଶନ

କରୋନା ମହାମାରୀଙ୍କୁ ଦୃଷ୍ଟିରେ ରଖି ବିଧାନସଭାର ବାର୍ଷିକ କାର୍ଯ୍ୟ ନିର୍ଘଣ୍ଟ ପୂରଣ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଚଳିତ ଶୀତକାଳୀନ ଅଧିବେଶନ ପ୍ରଥମରୁ ଘୋର ବିରୋଧର ସମ୍ମୁଖୀନ ହୋଇଛି। ଏହି ଶୀତକାଳୀନ ଅଧିବେଶନରେ ଆଜି ସୁଦ୍ଧା ତିନୋଟି ମାମଲାରେ ନ୍ୟାୟ ଭିକ୍ଷା କରି ରାଜ୍ୟର…

ଅର୍ଣ୍ଣବଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଅବଧି ବୃଦ୍ଧି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଅବଧିକୁ ସୁପ୍ରିମକୋର୍ଟ ବୃଦ୍ଧି କରିଛନ୍ତି। ୨୦୧୮ରେ ଇଣ୍ଟେରିୟର ଡିଜାଇନର ଅନ୍ବୟ ନାଏକ ଓ ତାଙ୍କ ମାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ମୁମ୍ବଇ ପୁଲିସ ଅର୍ଣ୍ଣବ ଓ ଅନ୍ୟ…

ବର୍ଷିଲେ ବିରୋଧୀ, ମନ୍ତ୍ରୀଙ୍କ ଘୋଷଣା ସତ୍ୱେ ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ

ନୟାଗଡ଼ ପରୀ ହତ୍ୟାକାଣ୍ଡ ପ୍ରସଙ୍ଗ ଓ କୃଷିମନ୍ତ୍ରୀଙ୍କ ବହିଷ୍କାର ଦାବି ନେଇ ଆଜି ମଧ୍ୟ ବିଧାନସଭା ଚଳାଇବା ସମ୍ଭବ ନ ହେବାରୁ ବାଚସ୍ପତି ପ୍ରଥମାର୍ଦ୍ଧକୁ ବାତିଲ କରିବା ସହ ଅପରାହ୍ନ ୩ଟା ଯାଏଁ ଗୃହ କାର୍ଯ୍ୟ ମୁଲତବୀ ରଖିଛନ୍ତି। ଆଜି ଗୃହ କାର୍ଯ୍ୟ ଆରମ୍ଭ କରିବା ଉଦ୍ଦେଶ୍ୟରେ…

ନୋଏଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୪ ମୃତ , ଜଣେ ଆହତ

ନୋଏଡା : ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ୟମୁନା ଏକ୍ସପ୍ରେସ ୱେରେ ବିଟା -୨ ଅଞ୍ଚଳରେ ଶନିବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ରାସ୍ତାରେ ଯାଉଥିବା ଏକ ବସ କୁ ପଛପଟୁ ଏକ କାର ଧକ୍କା ଦେଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ଜଣେ ଗଭୀର ଆହତ…

ଆଇଆଇଏଫଏଲ ସୁନା ଲୁଟ ଘଟଣା ; ଆଉ ୨ ଗିରଫ

କଟକ : : କଟକ ନୟାସଡ଼କ ଆଇଆଇଏଫଏଲ ସୁନା ଲୁଟ ଘଟଣାରେ ଆଉ ୨ ଜଣ ଗିରଫ ହୋଇଥିବା ଶନିବାର ଜଣାପଡିଛି। ଗିରଫମାନଙ୍କ ମଧ୍ୟରେ ମଙ୍ଗଳାବାଗ ଥାନା ଅନ୍ତର୍ଗତ ଜଣେ ସୁନା ଦୋକାନୀ ଓ ଆଲାମଚାନ୍ଦ ବଜାରର ଆଉ ଜଣେ ସୁନା ଦୋକାନୀ ବୋଲି ଜଣାପଡ଼ଇଛି। ଉଭୟେ ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟର ସହଯୋଗୀ…

ରାଜ୍ୟରେ ଆଖି ବୁଜିଲେ ୧୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ  ୧୨ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୩୦ରେ ପହଞ୍ଚି ଯାଇଛି। ଏହି ୧୨ ଜଣଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର କେବଳ ୪ ଜଣ ଅଛନ୍ତି।…