ବିଧାୟକଙ୍କ ବାସଭବନରେ ତାଙ୍କ ମାଉସୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣା ; ୩ ଗିରଫ

ଗଜପତି : ପାରଳାଖେମୁଣ୍ଡି ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ବିଧାୟକ କେ.ନାରାୟଣ ରାଓଙ୍କ ବାସଭବନରେ ପଶି ତାଙ୍କ ମାଉସୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାର ୨ ଦିନ ମଧ୍ୟରେ ପୁଲିସ ଆଜି ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ମୋଟର ସାଇକେଲ, ୩ଟି ମୋବାଇଲ ଜବତ…

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ଆଜି

ସିଡ୍‌ନୀ : ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳ ଶୁକ୍ରବାରଠାରୁ ମ୍ୟାଚ୍‌ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇବ। ୩ ମ୍ୟାଚ୍‌ର ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ଏଠାରେ ଖେଳାଯିବ। କରୋନା ସଂକ୍ରମଣ ପରେ ପ୍ରଥମଥର ପାଇଁ ଭାରତୀୟ କ୍ରିକେଟ୍‌ ଦଳ ଦ୍ବିପାକ୍ଷିକ ସିରିଜ୍…

ବାଲେଶ୍ୱରରେ ବାହାରିଲା କରୋନା ସଚେତନତା ରଥ

ବାଲେଶ୍ବର :  କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କ୍ଷେତ୍ର ଜନସମ୍ପର୍କ କାର୍ୟ୍ୟଳୟ ବାଲେଶ୍ବର ପକ୍ଷରୁ “କରୋନା ସମୟରେ ଉପଯୁକ୍ତ ବ୍ୟବହାର” ଶୀର୍ଷକ ସଚେତନତା ରଥର ଶୁଭାରମ୍ଭ…

ରାଜ୍ୟରେ କରୋନା ନେଲା ୧୪ ଜୀବନ, ମୋଟ ମୃତକ ସଂଖ୍ୟା ୧୭୧୮କୁ ବୃଦ୍ଧି

ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଥିଲେ ମଧ୍ୟ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ହ୍ରାସ ପାଉନାହିଁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା…

ହାଇକୋର୍ଟରେ କଙ୍ଗନାଙ୍କ ବଡ଼ ବିଜୟ, କ୍ଷତିପୂରଣ ଦେବ ବିଏମସି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ବମ୍ବେ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ପାଲିହିଲ ସ୍ଥିତ ତାଙ୍କ ଅଫିସକୁ ବ୍ରିହାନମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ(ବିଏମସ) ଯେଉଁ ଭଳି ଢଙ୍ଗରେ ଭାଙ୍ଗିଛି, ତାହା ବେଆଇନ ବୋଲି କୋର୍ଟ କହିଛନ୍ତି। ଏଥିସହ କଙ୍ଗନାଙ୍କ ଅଫିସ…

ପାକିସ୍ତାନ ଗୁଳିରେ ପୁଣି ଦୁଇ ଯବାନ ସହିଦ

ନୂଆଦିଲ୍ଲୀ: ଯେତେ ଯାହା କଲେ ମଧ୍ୟ ପାକିସ୍ତାନ ତା’ ପ୍ରକୃତି ବଦଳାଉ ନାହିଁ। ଆଜି ପୁଣିଥରେ ପାକିସ୍ତାନ ସେନା ସୀମା ଉଲ୍ଲଙ୍ଘନ କରି ଭାରତୀୟ ଯବାନଙ୍କୁ ଟାର୍ଗେଟ କରିଛି। ପାକିସ୍ତାନ କରିଥିବା ଗୁଳିମାଡ଼ରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ସେହିପି ଭାରତ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ…

ମେହବୁବା ମୁଫତି ପୁଣି ଅଟକ! ଝିଅ ବି ଗୃହବନ୍ଦୀ

ଶ୍ରୀନଗର: ଦୀର୍ଘ ଗୋଟିଏ ବର୍ଷରୁ ଅଧିକ ଦିନ ଅଟକ ରହିବା ପରେ ପ୍ରଶାସନ ପଞ୍ଝାରୁ ମୁକୁଳି ଥିବା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ଆଜି ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କୁ ପ୍ରଶାସନ ପୁଣିଥରେ ବେଆଇନ ଭାବେ ଅଟକ ରଖିଥିବା ବେଳେ ତାଙ୍କ ଝିଅ…

ମୋର କିଛି ହେଲେ ଅରୁଣ ଦାୟୀ: ସୌମ୍ୟ

ନୟାଗଡ଼ : ପରୀ ହତ୍ୟା ମାମଲାକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ଜୋର ଧରିଥିବା ବେଳେ ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଂଜନ ପ୍ରଧାନ । ସେ କହିଛନ୍ତି, ପରୀ ହତ୍ୟା ଘଟଣାରେ ଚୂଳରୁ ମୂଳ ଯାଏ ସଂପୃକ୍ତ ଅଛନ୍ତି। ଏହାକୁ ନେଇ ମୁଁ ମୁହଁ…

ପରୀ ହତ୍ୟା ମାମଲାର ହେବ SIT ତଦନ୍ତ

ଭୁବନେଶ୍ୱର : ନୟାଗଡ ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ  ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି…

ଓଡ଼ିଶା ଗାଁରେ ଆନ୍ଧ୍ର ରାଜୁତି: ରାଜ୍ୟ ଯୋଜନା ଅପହଞ୍ଚ, ଆନ୍ଧ୍ର ବାଣ୍ଟିଲା ଜମିପଟ୍ଟା

ପାତ୍ରପୁର, ୨୬ା୧୧ : ଓଡ଼ିଶାର ଜଙ୍ଗଲ, ଜମି ଓ ଜଳକୁ ଅକ୍ତିଆର କରିବାକୁ ପଡୋଶୀ ଆନ୍ଧ୍ର ସରକାର ସୀମାନ୍ତ ଅଞ୍ଚଳରେ ଅହରହ ଉଦ୍ୟମ ଜାରି ରଖିଛି। ଗଞ୍ଜାମ ଜିଲାର ଆନ୍ଧ୍ର ସୀମାନ୍ତ ପାତ୍ରପୁର ବ୍ଲକର ଏକାଧିକ ଗ୍ରାମ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ପଡିଛି। ଉଭୟ ରାଜ୍ୟର ସୀମାନ୍ତବର୍ତ୍ତୀ ଗାଁ…