ମତ୍ସ୍ୟ ଚାଷ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରଶିକ୍ଷଣ

ଯାଜପୁର: ବୈଜ୍ଞାନିକ ପଦ୍ଧତିରେ ଗ୍ରାମ ପଂଚାୟତ ପୋଖରୀରେ ମାଛ ଚାଷ ନିମନ୍ତେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ଦିନ ଯାଜପୁର ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ ସମ୍ମିଳନୀ ଗୃହରେ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ ନିମନ୍ତେ ତାଲିିମ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ତାଲିମ

ଗୋଲ୍ଡେନ୍ ବଏ’ ଆଉନାହାନ୍ତି

ଫୁଟବଲ ଖେଳରେ ସାରା ବିଶ୍ୱର କିମ୍ବଦନ୍ତି ପୁରୁଷ ରୂପେ ସୁପରିଚିତ ଡିଏଗୋ ଅର୍ମାଣ୍ଡୋ ମାରାଡୋନାଙ୍କ ୬୦ ବର୍ଷ ବୟସରେ ୨୦୨୦ ନଭେମ୍ବର ୨୫ ବୁଧବାର ଦିନ ପରଲୋକ ଘଟିବା ସମଗ୍ର ବିଶ୍ୱବାସିଙ୍କ ପାଇଁ ଏକ ଦୁଃଖଦ୍ ଘଟଣା । ଅବିଶ୍ୱସନୀୟ କ୍ରୀଡ଼ କୌସଳ ପ୍ରଦର୍ଶନରେ ଶତପ୍ରତିଶତ ପାଖାପାଖି ସଫଳତା

ବିଜୁଳି ସଂସ୍ପର୍ଶରେ ଆସି ମହିଳା ମୃତ

ବୀରମିତ୍ରପୁର :  ବିଦ୍ୟୁତ୍‌ ଆଘାତରେ ଜଣକର ଜୀବନ ଚାଲିଯାଇଛି। କୁଆଁରମୁଣ୍ଡା ଫାଣ୍ଡି ତଥା ପଞ୍ଚାୟେତ ଅନ୍ତର୍ଗତ ଡନବସ୍କୋ ପାହାଡ ଟୋଲା ବସ୍ତିରେ ଏମିତି ଅଭାବନୀୟ ଘଟଣା ଘଟିଛି। ଉକ୍ତ ବସ୍ତିର ବାସିନ୍ଦା କାର୍ମିଲା ଜାତେ (୪୦) ନିଜ ଘରପାଖରେ ଥିବା ଗଛର ଡାଳକୁ କାଟୁଥିବା ସମୟରେ ଗଛକୁ ଲାଗି

ବାଘ ଛାଲରେ ଗୁଳି ଚିହ୍ନ, ଚାଲିଛି ଯାଞ୍ଚ

ବରଗଡ଼ : ବରଗଡ଼ରୁ ବାଘ ଛାଲ ଜବତ ଘଟଣାର ତଦନ୍ତ କରୁଛି ବନବିଭାଗ । ଜବତ ବାଘ ଛାଲଟି କେଉଁ ବାଘର ସେ ନେଇ ଯାଞ୍ଚ ଚାଲିଛ । କିଛି ମାସ ପୂର୍ବେ ବରଗଡରେ ୨ଜଣ ବନ ଅଧିକାରୀ କ୍ୟାମେରାରେ ଗୋଟିଏ ବାଘକୁ ଠାବ କରିଥିଲେ । ତେବେ କ୍ୟାମେରାରେ ଯେଉଁ ବାଘ ଠାବ ହୋଇଥିଲା ଜବତ ଛାଲଟି ତାହାର କି ନୁହେଁ

ଶ୍ରୀନଗରରେ ସୁରକ୍ଷା ବଳ ଉପରେ ଆତଙ୍କୀ ଆକ୍ରମଣ, ୨ ଯବାନ ଆହତ

ଶ୍ରୀନଗର :   କେନ୍ଦ୍ରୀୟ କାଶ୍ମୀରର ଶ୍ରୀନଗର ଜିଲ୍ଲାର ଏଚଏମଟି ଅଞ୍ଚଳରେ ଗୁରୁବାର ଅପରାହ୍ନରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଦୁଇଜଣ ସୈନିକ ଆହତ ହୋଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଉଭୟ ଆହତଙ୍କୁ ତୁରନ୍ତ ଆର୍ମି

କଟକ ପୁରୀ ବସ ଷ୍ଟାଣ୍ଡରେ ଜଳିଗଲା ବସ ; କାରଣ ଅସ୍ପଷ୍ଟ

କଟକ : କଟକ ବାଦାମବାଡିର ଅଞ୍ଚଳରେ ଥିବା ପୁରୀ ବସ ଷ୍ଟାଣ୍ଡରେ ଗୁରୁବାର ଅଗ୍ନିକାଣ୍ଡରେ ଏକ ବସ ଜଳିଯାଇଛି। ଉକ୍ତ ବସଟି ପାର୍କିଙ୍ଗରେ ଥିବା ସମୟରେ ହଠାତ ଏଥିରେ ନିଆଁ ଲାଗିଯାଇଥିଲା। ସଙ୍ଗେ ସଙ୍ଗେ ନିଆଁ ଅନ୍ୟ ଏକ ବସକୁ ବ୍ୟାପି ଥିଲା। ମାତ୍ର ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ

ପୁଲିସ ମୁଖ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

ଜାତୀୟ ସମ୍ବିଧାନ ଦିବସ ପାଳନ ଅବସରରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରେ କଟକ ସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଂଶ ଗ୍ରହଣ କରି ସଂବିଧାନ ଦିବସ ପାଳନର ତାତ୍ପର୍ଯ୍ୟ

ପୁଲିସ-ମାଓବାଦୀ ଗୁଳିବିନିମୟ – ଜଣେ ହାର୍ଡକୋର ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟରେ ଜଣେ ହାର୍ଡକୋର ମାଓବାଦୀର ମୃତ୍ୟୁ ଘଟିଛି। ମୃତ ମାଓବାଦୀର ନାମ କିଶୋର ବୋଲି ଜଣାପଡିଛି। ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ଗ୍ରାମ ନିକଟରେ ଏହି ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି। ଆଜି

ବଢ଼ୁଛି ପାଠକଙ୍କ ଅଡ଼ୁଆ; ପୁତୁରା ଘରୁ ମିଳିଲା ୫୦ ଲକ୍ଷ

ଭୁବନେଶ୍ୱର : ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ପାଇଁ ଅଡ଼ୁଆ ବଢ଼ି ଚାଲିଛି । ଅଭୟଙ୍କ ରାଜକୀୟ ଠାଣୀ ଓ ଚାଲିଚଳଣି ଭିଜିଲାନ୍ସ ନଜରକୁ ଆସିବା ପରେ ଗତକାଲି ଭୁବନେଶ୍ୱରରେ ୫ରୁ ଅଧିକ ସ୍ଥାନ ଏବଂ ସାରା ଦେଶରେ ୧୩ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍‌।  ମୁମ୍ବାଇରେ ରହୁଥିବା

ଶୁକ୍ରବାର ନାଗାର୍ଜୁନ ବେଶ

ପୁରୀ : ଶୁକ୍ରବାର ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରିଛି ଶ୍ରୀମନ୍ଦିର ପ୍ରଶାସନ। ତେ​ବେ କରୋନା କଟକଣା କାରଣରୁ ଏହି ଅପୂର୍ବ ବେଶକୁ ଦର୍ଶନ କରିବାରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ। ଏଥିପାଇଁ ଜିଲା ବାହାର ଲୋକଙ୍କୁ ପୁରୀ ନ ଆସିବା ଲାଗି ପୁରୀ