କାହ୍ନା ବ୍ୟାଘ୍ର ଅଭୟାରଣ୍ୟକୁ ଫେରିବ ‘ସୁନ୍ଦରୀ’
ଭୁବନେଶ୍ବର/ଅନୁଗୋଳ: ଓଡ଼ିଶାରେ ବାଘ ବଂଶ ବିସ୍ତାର ଲାଗି ଅଣାଯାଇଥିବା ବାଘୁଣୀ ‘ସୁନ୍ଦରୀ’ (ଟି-୨) ର ଭାଗ୍ୟ ଏବେ ଅନ୍ଧାର । ଓଡ଼ିଶା ସରକାର ସୁନ୍ଦରୀକୁ ରଖିବାକୁ ଚାହୁଁ ନାହାନ୍ତି, ମଧ୍ୟପ୍ରଦେଶ ସରକାର ଏହାକୁ ଫେରାଇ ନେବାକୁ ଅରାଜି । ଏହି ସ୍ଥିତିରେ ‘ସୁନ୍ଦରୀ’ ମାମଲା ଅଦାଲତରେ!-->…