ବଢିଲା ଶୀତର ପ୍ରକୋପ : ୮ ସହରର ତାପମାତ୍ରା ୧୫ଡିଗ୍ରୀ ତଳେ

ଭୁବନେଶ୍ବର : ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଦିନକୁ ଦିନ ପାରଦ ଖସିବା ସହ ଶୀତ ଲହରି ଜାରି ରହିଛି। ରାଜ୍ୟର ବିଭିନ୍ନ ସହରରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ସୁବର୍ଣ୍ଣପୁରର ତାପମାତ୍ରା ୧୧.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସୁବର୍ଣ୍ଣପୁର ରାଜ୍ୟର

କୋଭାକ୍ସିନ ୬୦% ପ୍ରଭାବଶାଳୀ ରହିବ

ନୂଆଦିଲ୍ଲୀ : ଭାରତରେ ପ୍ରସ୍ତୁତ ଚାଲିଥିବା ସ୍ବଦେଶୀ କରୋନା ଟିକା କୋଭାକ୍ସିନ୍‌ ଅତିକମ୍‌ରେ ୬୦% ପ୍ରଭାବଶାଳୀ ରହିବ ବୋଲି ଟିକା ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାୟୋଟେକ୍ କହିଛି। କୋଭାକ୍ସିନ୍‌ର ପ୍ରଥମ ଦୁଇ ପର୍ଯ୍ୟାୟ ମାନବ ପରୀକ୍ଷଣ ଶେଷ ହୋଇଥିବାବେଳେ ତୃତୀୟ ତଥା ଚୂଡାନ୍ତ ପର୍ଯ୍ୟାୟ

ଉତ୍କଳମଣିଙ୍କ ‘ଷ୍ଟାଚ୍ୟୁ ଅଫ ହ୍ୟୁମାନିଟି’ ସ୍ଥାପନ

କଟକ : ‘ସମାଜ’ର ୧୦୦ବର୍ଷ ପୂର୍ତ୍ତି ପାଳନ ଅବସରରେ ଐତିହାସିକ ବାରବାଟୀ ଷ୍ଟାଡିୟମ ଛକରେ ରବିବାର ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ ହ୍ୟୁମାନିଟି’ (ମାନବିକତାର ପ୍ରତୀକ) ସ୍ଥାପନ ହୋଇଛି। ଜିଲା ପ୍ରଶାସନ, ପୂର୍ତ୍ତ ଡିଭିଜନ-୧

ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ, ଗୃହ ୩ଟା ଯାଏ ମୁଲତବୀ

ଭୁବନେଶ୍ବର : ରାଜ୍ୟ ବିଧାନସଭାରେ ସୋମବାର ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ପରେ ଗୃହକୁ ୩ଟା ଯାଏ ମୁଲତବୀ ରଖାଯାଇଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଶୀଳା ଦେବୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହି ପ୍ରସ୍ତାବକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ

ରାଜ୍ୟପାଳ‌ଙ୍କ ଧର୍ମପତ୍ନୀଙ୍କର ପରଲୋକ

ଭୁବନେଶ୍ବର : ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କର ପରଲୋକ ଘଟିଛି । ତାଙ୍କ ବିୟୋଗରେ ବିଭିନ୍ନ ମହଳରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ସୁଶୀଳା ଦେବୀଙ୍କର ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ଙ୍କ

ଆଜି ପବିତ୍ର ଅଁଳା ନବମୀ ; କୋଭିଡ ନିୟମ ପାଇଁ ରାଧାପାଦ ଦର୍ଶନ ବନ୍ଦ

ପୁରୀ : ଆଜି ହେଉଛି ପବିତ୍ର ଅଁଳା ନବମୀ। ଏଥିପାଇଁ ପ୍ରତିବର୍ଷ ଭଳି  ସାକ୍ଷୀଗୋପାଳ ମନ୍ଦିରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମାତ୍ର ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ରାଧା ପାଦ ଦର୍ଶନ ବନ୍ଦ ପାଇଁ କଟକଣା ଜାରି କରାଯାଇଛି। ମନ୍ଦିରରେ ପ୍ରବେଶ ମଧ୍ୟ ବନ୍ଦ ରହିଛି। କୋଭିଡ

ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଆଉ ୪୪,୦୫୯ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଆଉ ୪୪,୦୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ   ଦେଶରେ  ମୋଟ କରୋନା ଆକ୍ରା‌ନ୍ତଙ୍କ ​ସଂଖ୍ୟା ୯୧ ଲକ୍ଷ ୩୯ ହଜାର ୮୬୫କୁ ବୃଦ୍ଧି ପାଇଛି। ଦେଶରେ ଚିକିତ୍ସାଧୀନ ଥିବା ସକ୍ରିୟ କରୋନା

ବୁଡ଼ିଗଲା ଗୋଡ଼ ତଳକୁ ତଳକୁ

୨୦୧୪ ସାଧାରଣ ନିର୍ବାଚନରେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସର ଶୋଚନୀୟ ବିପର୍ଯ୍ୟୟ ପରେ ଦଳର ସ୍ଥିତ ଏବେ ବୁଡ଼ିଗଲା ଗୋଡ଼ ତଳକୁ ତଳକୁ ସଦୃଶ ହୋଇଛି । ଇତିମଧ୍ୟରେ ଦୀର୍ଘ ୬ ବର୍ଷ ଅତିକ୍ରମ କରିଥିବା ବେଳେ ଦଳ ନିଜର ସ୍ଥିତିକୁ ସୁଧାରିବା ପାଇଁ ସମର୍ଥ ହେଇନାହିଁ, ବଂର ସ୍ଥିତି

ରାଜ୍ୟରେ ବଢୁଛି ବେକାରୀ

ଭୁବନେଶ୍ୱର: ଆଜି ବିଧାନସଭାରେ ଉଠିଛି ବେକାରୀ ପ୍ରସଙ୍ଗ । ରାଜ୍ୟରେ ବଢୁଛି ବୋକାରୀ ସଂଖ୍ୟା । ଅକ୍ଟୋବର ମାସ ସୁଦ୍ଧା ରାଜ୍ୟରେ ୮ଲକ୍ଷ ୯୬ହଜାର ୮୩୮ ଜଣ ପଂଜିକୃତ ବେକାର ଥିବା ଜଣାପଡିଛି । ଏନେଇ ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ

କରୋନା ଚିକିତ୍ସାରେ ‘ରିଜେନରନ୍ ଆଂଟିବଡି’କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ପ୍ରାରମ୍ବିକ କୋଭିଡ-୧୯ ଲକ୍ଷଣ ଚିକିତ୍ସାରେ ‘ରିଜେନ୍ରନ୍ ଫାର୍ମାସୁ୍ୟଟିକାଲ୍’ର ଆଂଟିବଡି କକ୍ଟେଲ୍’ ପ୍ରୟୋଗ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକାର ଡ୍ରଗ୍ ରେଗୁଲେଟର’ ଅନୁମତି ପ୍ରଦାନ କରିଛନ୍ତି । ଫଳରେ କୋଭିଡ-୧୯ ଉପଚାର ନିମନ୍ତେ ଚିକିତ୍ସାମାନଙ୍କ ସମ୍ବଳ ଆହୁରି ପ୍ରସାରିତ