ବିନ୍ଦୁସାଗର ମିଉଜିକାଲ ଫାଉଂଟେନ୍ ମନ ମୋହୁଛି

ଭୁବନେଶ୍ୱର: କରୋନା ଯୋଗୁଁ ଏକାମ୍ର ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି । ତେବେ ଶୀତୁଆ ସଂଦ୍ଧାରେ ବିନ୍ଦୁସାଗର କୂଳରେ ଜମୁଛି ଭିଡ଼ । ଏଠାରେ ମିଉଜିକାଲ ଫାଉଂଟେନ୍ କାର୍ଯ୍ୟକ୍ଷମ ହୋଇଥିବାରୁ ବହୁ ଲୋକଙ୍କ ସମାଗମ ହେଉଛି । ସେଠାରେ ବସି ଶୀତୁଆ ପବନର ମଜା ନେବା ସହ ମିଉଜିକାଲ ଫାଉଂଟେନ…

ଓୟୁଏଟି ଫି’କୁ ନେଇ ଛାତ୍ର ଅସନ୍ତୋଷ ବୃଦ୍ଧି

ଭୁବନେଶ୍ୱର: ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଅଧୀନ କଲେଜର ଫି’ ଆଦାୟକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କରୋନା ମହାମାରୀ ସମୟରେ କେତେକ କଲେଜ କର୍ତୃପକ୍ଷ ଫି’ ବୃଦ୍ଧି କରିଛନ୍ତି । ହଷ୍ଟେଲରେ ରହୁ ନ ଥିଲେ ମଧ୍ୟ ଫି’ ଆଦାୟ ହେଉଛି । ଏମିତିକି ଦେଶର…

ଶୀତଦିନେ ଖାଆନ୍ତୁ ବାଦାମ

-ଲୌହ ତତ୍ତ୍ବ ଥିବା ବାଦାମ ଖାଇଲେ ଶରୀରରେ ଲାଲ ରକ୍ତକୋଷିକା ବୃଦ୍ଧି ପାଏ। ବିଶେଷଜ୍ଞଙ୍କ ମତରେ ଲାଲ କୋଷିବା ବଢ଼ିବା ଦ୍ବାରା ଶରୀରର ହାଡ଼ ଶକ୍ତ ହୁଏ। ବୟସ୍କ ପିଢ଼ି ଅଳ୍ପ ପରିମାଣର ଭଜା ବାଦାମ ନଚେତ୍ ବାଦାମ ଚଟଣି ଦ୍ବିପହର ଭୋଜନରେ ଖାଇବାର ଅଭ୍ୟାସ କରିବା ସ୍ବାସ୍ଥ୍ୟ ପାଇଁ…

ଆୟୁର୍ବେଦିକ୍‌ ଡାକ୍ତରଙ୍କୁ ଅ‌େ‌ସ୍ତ୍ରାପଚାର ପାଇଁ ଅନୁମତି

ନୂଆଦିଲ୍ଲୀ : ଦେଶର ଆୟୁର୍ବେଦିକ୍‌ ଡାକ୍ତରମାନେ ଏଣିକି ଅର୍ଥୋପେଡିକ୍‌, ଇଏନ୍‌ଟି, ଚକ୍ଷୁ ଓ ଦାନ୍ତ ଅସ୍ତ୍ରୋପଚାର ଓ ଚିକିତ୍ସା ସହିତ ଶଲ୍ୟ (ଜେନେରାଲ ସର୍ଜରୀ) ଚିକିତ୍ସା କରିପାରିବେ। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆୟୁର୍ବେଦିକ ସ୍ନାତକୋତ୍ତର…

ଭାରତରେ ହାଜତ ଅସୁରକ୍ଷାର କାହାଣୀ

ଚଳିତ ବର୍ଷ ଜୁନ୍‍ ୧୯ ତାରିଖ ଘଟଣା। କରୋନା ଭୂତାଣୁ ସଂକ୍ରମଣର ତୀବ୍ରତା ରୋକିବା ପାଇଁ ସାରା ଦେଶରେ ସରକାର ଲକ୍‍ଡାଉନ୍‍ ଜାରି କରିଥିଲେ। ତାମିଲନାଡ଼ୁ ରାଜ୍ୟର ଥୁଥୁକୁଡ଼ି ଜିଲାର ସାନ୍ଥାକୁଲମ୍‍ ସହରରେ ଏକ ଛୋଟ ମୋବାଇଲ ଦୋକାନ ଖୋଲା ଯାଇଥିବାର ଅଭିଯୋଗ ସ୍ଥାନୀୟ ଥାନାକୁ ଯାଇଥିଲା। ପୁଲିସ…

ଗଣିତ ଅଧ୍ୟାପକ ଓ ଜୁନିଅର ଆକାଉଣ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ

ଭୁବନେଶ୍ୱର/ବରଗଡ଼ : ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି ଗଣିତ ଅଧ୍ୟାପକ ଓ ଯୋଗାଣ ବିଭାଗର ଜୁନିଅର ଆକାଉଣ୍ଟାଣ୍ଟ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ  ଉଭୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ  ହୋଇଥିବା ସୂଚନା ମିଳିଛି। ସିଟ୍‌ ଇଞ୍ଜିନିୟରିଂ କଲେଜ ଗଣିତ ଅଧ୍ୟାପକ ଡ.  ପ୍ରସନ୍ନ…

ଇତିହାସ ସୃଷ୍ଟି କଲା ଆରବିଆଇ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ଏବେ ଗୋଟିଏ ବିରଳ ରେକର୍ଡର ଅଧିକାରୀ ହୋଇଛି। ବିଶ୍ୱର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ ଭାବେ ଆରବିଆଇର ଟ୍ୱିଟର ଅନୁଗାମୀଙ୍କ ସଂଖ୍ୟା ୧ ମିଲିୟନ ବା ୧୦ ଲକ୍ଷ ପାର କରିଛି। ଆଜି ଯାଏ ବିଶ୍ୱର କୌଣସି କେନ୍ଦ୍ରୀୟ ବ୍ୟାଙ୍କର ଟ୍ୱିଟର…

ବଢିଲା ଶୀତର ପ୍ରକୋପ : ୮ ସହରର ତାପମାତ୍ରା ୧୫ଡିଗ୍ରୀ ତଳେ

ଭୁବନେଶ୍ବର : ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଦିନକୁ ଦିନ ପାରଦ ଖସିବା ସହ ଶୀତ ଲହରି ଜାରି ରହିଛି। ରାଜ୍ୟର ବିଭିନ୍ନ ସହରରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ସୁବର୍ଣ୍ଣପୁରର ତାପମାତ୍ରା ୧୧.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସୁବର୍ଣ୍ଣପୁର ରାଜ୍ୟର…

କୋଭାକ୍ସିନ ୬୦% ପ୍ରଭାବଶାଳୀ ରହିବ

ନୂଆଦିଲ୍ଲୀ : ଭାରତରେ ପ୍ରସ୍ତୁତ ଚାଲିଥିବା ସ୍ବଦେଶୀ କରୋନା ଟିକା କୋଭାକ୍ସିନ୍‌ ଅତିକମ୍‌ରେ ୬୦% ପ୍ରଭାବଶାଳୀ ରହିବ ବୋଲି ଟିକା ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାୟୋଟେକ୍ କହିଛି। କୋଭାକ୍ସିନ୍‌ର ପ୍ରଥମ ଦୁଇ ପର୍ଯ୍ୟାୟ ମାନବ ପରୀକ୍ଷଣ ଶେଷ ହୋଇଥିବାବେଳେ ତୃତୀୟ ତଥା ଚୂଡାନ୍ତ ପର୍ଯ୍ୟାୟ…

ଉତ୍କଳମଣିଙ୍କ ‘ଷ୍ଟାଚ୍ୟୁ ଅଫ ହ୍ୟୁମାନିଟି’ ସ୍ଥାପନ

କଟକ : ‘ସମାଜ’ର ୧୦୦ବର୍ଷ ପୂର୍ତ୍ତି ପାଳନ ଅବସରରେ ଐତିହାସିକ ବାରବାଟୀ ଷ୍ଟାଡିୟମ ଛକରେ ରବିବାର ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ ହ୍ୟୁମାନିଟି’ (ମାନବିକତାର ପ୍ରତୀକ) ସ୍ଥାପନ ହୋଇଛି। ଜିଲା ପ୍ରଶାସନ, ପୂର୍ତ୍ତ ଡିଭିଜନ-୧…