୨ ମାସ ବଢ଼ିଲା ଜୀବନ ପ୍ରମାଣପତ୍ର ଦାଖଲ ଅବଧି
କେନ୍ଦ୍ର ସରକାରୀ ପେନ୍ସନଭୋଗୀମାନଙ୍କ ପାଇଁ ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିବାର ସମୟସୀମାକୁ ସରକାର ଆସନ୍ତା ବର୍ଷ ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି। ପୂର୍ବରୁ ଏହାକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଥିଲା। କର୍ମଚାରୀ, ସର୍ବସାଧାରଣ!-->…