ଭୂଦାନ ନେତା କୃଷ୍ଣ ସିଂହ ପାଇବେ ‘ନବକୃଷ୍ଣ ଚୌଧୁରୀ ଜନସେବା ସମ୍ମାନ’

ଭୁବନେଶ୍ୱର :ଓଡ଼ିଶାର ବର୍ଷୀୟାନ୍ ଭୂଦାନ ନେତା, ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ, ବରିଷ୍ଠ କବି ଓ ଲେଖକ ଶ୍ରୀଯୁକ୍ତ କୃଷ୍ଣ ସିଂହଙ୍କୁ ଚଳିତ ବର୍ଷ ପାଇଁ ‘ନବକୃଷ୍ଣ ଚୌଧୁରୀ ଜନସେବା ସମ୍ମାନ’ ପ୍ରଦାନ କରିବାକୁ ମନୋନୀତ କରାଯାଇଛି । ଆସନ୍ତା ସୋମବାର ଅନଗୁଳସ୍ଥ ବାଜି ରାଉତ ଛାତ୍ରାବାସ…

ହକି ଗୌରବର ପ୍ରକଳ୍ପ ‘ହକି ହଲ ଅଫ ଫେମ୍‍’

ରାଉରକେଲା : ହକିର ଗଡ଼ ସୁନ୍ଦରଗଡ଼। ସୁନ୍ଦରଗଡ଼ ଜିଲାରେ ହକି ଖେଳ ସାଧାରଣ ଜନଜୀବନର ଭାବପ୍ରବଣତା ସହିତ ଜଡ଼ିତ। ଏହି ଜିଲାର ଖେଳାଳି ବିଶ୍ୱସ୍ତରରେ ଜିଲା ଓ ରାଜ୍ୟ ପାଇଁ କେବଳ ନୁହେଁ ବରଂ ଦେଶ ପାଇଁ ଗର୍ବ, ଗୌରବ ଆଣିଛନ୍ତି। ଏହି ଗୌରବକୁ ନେଇ ରାଉରକେଲା ସ୍ମାର୍ଟସିଟି ଲିମିଟେଡ଼ ପକ୍ଷରୁ…

ସାଥୀ ବାଛିବାର ନିଆରା ଯାତ୍ରା…ଲକ୍ଷ୍ମୀପୁରର ଫୁଲ ଯାତ୍ରା

ଲକ୍ଷ୍ମୀପୁର: ସାଥୀ ବାଛିବାର ଏକ ନିଆରା ପାରମ୍ପରିକ ଯାତ୍ରା କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ଆଦିମ ଜନଜାତି କୁଇ ସମ୍ପ୍ରଦାୟର ଫୁଲ ଯାତ୍ରା। ଏହି ଯାତ୍ରା ଦୀପାବଳି ଯିବାର ସପ୍ତାହକ ପରେ ପଡୁଥିବା ଶନିବାର ଅନୁଷ୍ଠିତ ହୁଏ। ବ୍ଲକର ଓଡ଼ିଆପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ବିରିଗୁଡା…

ସମୁଦ୍ରର ଗଭୀରତମ ପ୍ରଦେଶକୁ ଗଲା ଚୀନ ନୌବହର

ବେଜିଂ: ଗଭୀର ସମୁଦ୍ର ବକ୍ଷରେ କ’ଣ ରହିଛି ତାହାର ଅନୁସନ୍ଧାନ ପାଇଁ ଚୀନ ଏକ ନୌବହର ‘ଫେଣ୍ଡୋଉଝେ’ ବା ‘ଷ୍ଟାଇଭର’କୁ ପ୍ରେରଣ କରିଛି। ଏହା ସମ୍ପୂର୍ଣ୍ଣ ଭାବେ ସ୍ବୟଂଚାଳିତ ହୋଇଥିଲେ ମଧ୍ୟ ତିନିଜଣ ଗବେଷକ ଏଥିରେ ସମୁଦ୍ରର ଗଭୀରତମ ପ୍ରଦେଶକୁ ଯାତ୍ରା କରିଛନ୍ତି। ଏହି ନୌବହରରେ ରୋବୋଟିକ୍‌…

ବାଇଡେନ୍‌ ହେବେ ଆମେରିକାର ସବୁଠୁ ବୟସ୍କ ରାଷ୍ଟ୍ରପତି

ୱାଶିଂଟନ୍: ଯୁକ୍ତରାଷ୍ଟ୍ର ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଦେଶର ସବୁଠୁ ବୟସ୍କ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଶନିବାର ସେ ୭୮ ବର୍ଷରେ ପଦାର୍ପଣ କରିଛନ୍ତି। ୨୦୨୧ ଜାନୁଆରୀରେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବା ପରେ ସେ ଏହି ରେକର୍ଡର ଅଧିକାରୀ…

୨୦୨୦ରେ ୧୯୧ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ: ଜାମ୍ମୁ-କଶ୍ମୀରରେ ଚଳିତ ବର୍ଷ ରେକର୍ଡ ସଂଖ୍ୟାରେ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ସୁରକ୍ଷାକର୍ମୀଙ୍କ ଦ୍ବାରା ୨୦୨୦ ଜାନୁଆରୀରୁ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଜାମ୍ମୁ-କଶ୍ମୀରରେ ୧୯୧ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୨୦ ବିଦେଶୀ; ଅଥାତ୍‌…

ଅନୁଭବ-ବର୍ଷା ବିବାଦ, ନଭେମ୍ବର ୨୩ରେ ତୃତୀୟ ଆଲୋଚନା

ନୂଆଦିଲ୍ଲୀ: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶମତେ ଅନୁଷ୍ଠିତ ଆପୋଷ ଆଲୋଚନା ଆଜି ମଧ୍ୟ ଅସମ୍ପୂର୍ଣ୍ଣ ରହିଛି। ବିବାଦର ସାମାଧାନ ବାଟ ବାହାର କରିବାକୁ ନଭେମ୍ବର ୨୩ ଅପରାହ୍ଣ ୪ଟା…

ଶହେ ଦିନିଆ ଭାରତ ଭ୍ରମଣ କରିବେ ନଡ୍ଡା

ନୂଆଦିଲ୍ଲୀ: ବିଜେପିକୁ ଅଧିକ ପରିବ୍ୟାପ୍ତ କରିବା ପାଇଁ ଏହାର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ୧୦୦ଦିନିଆ ଭାରତ ଭ୍ରମଣ କରିବେ। ଆସନ୍ତା ୨୬ରୁ ସେ ଆସାମରୁ ଏହି ଅଭିଯାନ ଆରମ୍ଭ କରିବେ। ଏହି ଅଭିଯାନ ଅବସରରେ ସେ ବିଭିନ୍ନ ରାଜ୍ୟର ଦଳୀୟ ବିଧାୟକ, ସାଂସଦ ଓ ଦଳୀୟ କର୍ମକର୍ତ୍ତାଙ୍କ ସହ ଅଲଗା…

ରାଜ୍ୟରେ ନୂଆ ୬୩୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ଦେଖାଯାଉଛି। ବିଶେଷ କରି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। ୨୪ ଘଣ୍ଟାରେ ୬୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ଆକ୍ରାନ୍ତ ୨୬୫ ଓ ସଙ୍ଗରୋଧ କେନ୍ଦ୍ରରୁ ୩୭୩ ଚିହ୍ନଟ…

ପ୍ୟାରିସ୍‍ ଜଳବାୟୁ ଚୁକ୍ତିନାମା ଲକ୍ଷ୍ୟ ଅତିକ୍ରମ କରିଛି ଭାରତ

କେନ୍ଦ୍ର ଶକ୍ତି, ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ରାଷ୍ଟ୍ର ମନ୍ତ୍ରୀ ଆର୍‍.କେ. ସିଂହ କହିଛନ୍ତି, ଦେଶରେ ଅକ୍ଷୟ ଶକ୍ତି କ୍ଷମତାର ଅଭିବୃଦ୍ଧିହାର ବିଶ୍ୱରେ ସର୍ବାଧିକ। ତାପମାତ୍ରାକୁ ସୀମିତ ରଖିବାରେ ଭାରତର ଏହି ଉଦ୍ୟମକୁ ମଧ୍ୟ ସମଗ୍ର ବିଶ୍ୱ ସ୍ୱୀକୃତି ପ୍ରଦାନ କରିଛି।…