ହାଜତ୍ ମୃତ୍ୟୁ
ସମ୍ପ୍ରତି ସାରା ରାଜ୍ୟ ହାଜତ୍ ମୃତ୍ୟୁ ଘଟଣାକୁ ନେଇ କମ୍ପୁଛି । ପୁରୀ ସହର ଓ ସୁନ୍ଦରଗଡ଼ର ଜିଲ୍ଲାର ବିରମିତ୍ରପୁର ଥାନାରେ ଏପରି ଘଟଣା ଘଟିବା ପରେ ଏହାକୁ ନେଇ ବିଧାନସଭାର ଶୀତକାଳିନ ଅଧିବେଶନରେ କମ୍ପନ ସୃଷ୍ଟି ହୋଇଥିବା ଅନୁଭୁତ ହୋଇଛି । ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ହାଜତରେ ଥିବା!-->…