ବାରଣାସୀରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜ ସଂସଦୀୟ କ୍ଷେତ୍ର  ଉତ୍ତର ପ୍ରଦେଶର ବାରଣସୀରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଏହିସବୁ ପ୍ରକଳ୍ପର ମୋଟ ବ୍ୟୟ ଅଟକଳ ୬୧୪ କୋଟି ଟଙ୍କା।  ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏସବୁ ପ୍ରକଳ୍ପର

ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା : ୩ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ଯମୁନା ଏକ୍ସପ୍ରେସ ୱେରେ ସୋମବାର ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ମଥୁରା ସୀମାର ସାଦାବାଦ ଅଞ୍ଚଳରେ ଥିବା ଯମୁନା ଏକ୍ସପ୍ରେସ ୱେରେ ଅଧା ଡଜନ ଗାଡି ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ

ପହଞ୍ଚିଲେ ଚେଲ୍ଲା କୁମାର : ଆଜି କଂଗ୍ରେସର କ୍ଷେତି ବଞ୍ଚାଓ ଯାତ୍ରା

ଭୁବନେଶ୍ୱର : ପିସିସି ପକ୍ଷରୁ ଆଜି କ୍ଷେତି ବଞ୍ଚାଓ ଯାତ୍ରା ଅବସରରେ ଏକ ଟ୍ରାକ୍ଟର ରାଲି ଅନୁଷ୍ଠିତ ହେବ। କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରୁ ଏକ ଟ୍ରାକ୍ଟର ରାଲି ବାହାରି କଟକ ଜିଲ୍ଲା ଅନ୍ତର୍ଗତ ପ୍ରତାପନଗରୀ ନିକଟସ୍ଥ ଧାକୁଲେଇ ମନ୍ଦିର, ୪୨ ମୌଜା ଓ ପ୍ରେସଛକ ଦେଇ ଶକ୍ତିନଗରସ୍ଥ କଟକ

ସଙ୍କଟରେ ଓଡ଼ିଶା ଅର୍ଥନୀତି

ଭୁବନେଶ୍ବର : କୋଭିଡ଼ ଅର୍ଥନୀତିକୁ ସଙ୍କଟ ମଧ୍ୟକୁ ଠେଲିଦେଇଛି। ଓଡ଼ିଶାର ଅର୍ଥନୀତି ଯେଉଁ ଗତିରେ ଆଗକୁ ବଢ଼ୁଥିଲା ସେଥିରେ ଅଙ୍କୁଶ ଲାଗିଛି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ବିକାଶର ଯେଉଁ ଯୋଜନା ତିଆରି କରିଥିଲେ ତାହା ନିଷ୍ଫଳ ହୋଇଛି। ଏପରିକି ୨୦୧୯-୨୦ ଆର୍ଥିକ ବର୍ଷରେ

ପୁଣି ବଢିଲା ସଂକ୍ରମଣ : ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୫,୫୩,୬୫୭କୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସୁଦ୍ଧା ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫,୫୩,୬୫୭କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟ​ରେ ଆଉ ୪୫,୯୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଉ ୪୯୦ଜଣଙ୍କ

ରାଜ୍ୟରେ କରୋନାରେ ଗଲା ୧୬ ଜୀବନ

ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୪୧ରେ ପହଞ୍ଚି ଯାଇଛି।

ଆଉ ୧୨୧୯ ନୂଆ ଆକ୍ରାନ୍ତ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୨,୭୯୩

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳୁଛି। ୨୪ ଘଣ୍ଟାରେ ୧ ହଜାର ୨୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୦୮ ଓ ସ୍ଥାନୀୟ ଅଞ୍ଚଳରୁ ୫୧୧ ଆକ୍ରାନ୍ତ ଚିହ୍ନଟ

ଏସସି-ଏସଟି ପିଲାଙ୍କ ପୋଷ୍ଟ ମାଟ୍ରିକ ସ୍କଲାରସିପରେ ପରିବର୍ତନ ଏବେ ନୁହେଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏସସି/ଏସଟି ପିଲାଙ୍କ ପୋଷ୍ଟ ମାଟ୍ରିକ ସ୍କଲାରସିପରେ ହେବନି ପରିବର୍ତନ । ପିଲାମାନେ ପ୍ରଚଳିତ ହାରରେ ସ୍କଲାରସିପ ପାଇବେ । ଏସସି/ଏସଟି ଉନ୍ନୟନ ବିଭାଗ ଦ୍ୱାରା ପ୍ରକାଶିତ ସଂକଳ୍ପରେ ସ୍ଥଗିତ ନିର୍ଦ୍ଦେଶ ଦିଆଯାଇଛି । ରିଜୋଲୁ୍ୟସନ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ

ବିହାରରେ କିଏ

ବିହାର ବିଧାନସଭା ନିର୍ବାଚନ ଶେଷ ହୋଇଛି । ମୋଟ୍ ୨୪୩ଟି ଆସନ ଲାଗି ଭୋଟ ଦାନ ସମାପ୍ତ ହୋଇଥିଲା ବେଳେ ପ୍ରାର୍ଥୀ ଓ ଦଳ ତଥା ମେଂଟର ରାଜନୈତିକର ଭବିଷ୍ୟତ ଇଭିଏମ୍ ଭିତରେ ବନ୍ଦ ହୋଇଛି । ଚୂଡାନ୍ତ ଫଳାଫଳ ୧୦ ତାରିଖରେ ମତଗଣନା ସହ ପ୍ରକାଶ ପାଇବ ତେବେ ମତଦାନ ସମାପ୍ତ ହେବା ସହିତ ଶନିବାର

ଭର୍ଚୁଆଲ୍ ଶୁଣାଣିର ଅନଧିକୃତ ଭାବେ ଭିଡିଓ ଲିଙ୍କ ବାହାରକୁ ଦେବା ନେଇ ତାଗିଦ କଲେ ସୁପ୍ରିମକୋର୍ଟ

ଅନଧିକୃତ ଭାବେ ବା ବିନା ଅନୁମତିରେ ଭର୍ଚୁଆଲ୍ କୋର୍ଟ ଶୁଣାଣିର ଭିଡିଓ କନଫରେନ୍ସ ଲିଙ୍କ ଅନ୍ୟକୁ ଦେବା ନେଇ ସର୍ବୋଚ୍ଚ ନ୍ୟାୟାଳୟ ତାଲିକାଭୁକ୍ତ ଆଇନଜୀବୀମାନଙ୍କୁ ତାଗିଦ କରିଛନ୍ତି। ଏହାର ପ୍ରତିକୂଳ ପରିଣାମ ସମ୍ପର୍କରେ ତାଲିକାଭୁକ୍ତ ଆଇନଜୀବୀ ଏବଂ ବ୍ୟକ୍ତିଗତ ଆବେଦନକାରୀଙ୍କୁ