୧୯ରୁ ୟୁଜିସି ନେଟ୍ ପରୀକ୍ଷା
ଭୁବନେଶ୍ବର : ଏନ୍ଟିଏ ଦ୍ବାରା ପରିଚାଳିତ ୟୁଜିସି ନେଟ୍ ଜୁନ୍ ସେକ୍ସନ ପରୀକ୍ଷା ନଭେମ୍ବର ୧୯, ୨୧ ଏବଂ ୨୬ରେ ଅନୁଷ୍ଠିତ ହେବ। ଏନେଇ ଏନ୍ଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନକାରୀ ୱେବସାଇଟ୍ (www.csirnet.nta.nic.in)କୁ ଆଡମିଟ୍ କାର୍ଡ ଡାଉନ୍ଲୋଡ଼ କରିପାରିବେ। ଚଳିତ!-->…