ବନ ବିଭାଗର ଚଢଉ: ଲକ୍ଷାଧିକ ଟଙ୍କାର କାଠ ଜବତ
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପୂର୍ବାଞ୍ଚଳ ରେଞ୍ଜର ବନବିଭାଗର ପେଟ୍ରୋଲିଙ୍ଗ ବେଳେ ଶାଳଗଣ୍ଡି ବୋଝେଇ ଏକ ମିନିଟ୍ରକକୁ ଜବତ କରିଛି। ବନବିଭାଗ ଏକ ମିନିଟ୍ରକ୍ (ଓଆର ୦୪ ୦୬୭୫)କୁ ଜବତ କରିଛି। ଜବତ କାଠର ଆନୁମାନିକ ମୁଲ୍ୟ ଲକ୍ଷାଧିକ ଟଙ୍କା ହେବ। ଆଜି ବିଳମ୍ବତ ରାତିରେ ବନ ବିଭାଗର!-->…