୬୧କିଲୋ ଗଞ୍ଜେଇ ଜବତ, ୩ ଅଟକ

ରସଗୋବିନ୍ଦପୁର: ମୟୁରଭଞ୍ଜ ଜିଲା ରସଗୋବିନ୍ଦପୁର ଥାନା ପୁଲିସ ଦ୍ୱାରା ୬୧ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି। ଏଥିରେ ଜଡିତ ଥିବା ୩ ଜଣ ଅଭିଯୁକ୍ତକୁ ଥାନାରେ ଅଟକ ରଖି ଯାଇ ତଦନ୍ତ ଚଳାଇଛି ପୁଲିସ। ଅଟକ ଥିବା ୩ଜଣଙ୍କ ମଧ୍ୟରୁ ଜଣେ ହେଲେ ରୁପ୍ସା ଥାନା ଜାମୁନିଆ ଗାଁର ଚତୃଭୂଜ ବିଶ୍ୱାଳଙ୍କ…

ଜୋ ବାଇଡେନ, କମଲା ହାରିସଙ୍କୁ ଶଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଡେମୋକ୍ରାଟ୍ ରାଷ୍ଟ୍ରପତି ପ୍ରାର୍ଥୀ ୭୭ ବର୍ଷ ବୟସ୍କ ଜୋ ବାଇଡେନ୍ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କର ଆହୁରି…

ରାଜ୍ୟରେ ଖସୁଛି ତପମାତ୍ରା, ୧୫ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ବର: ରାଜ୍ୟରେ ଶୀତର ପ୍ରକୋପ ବଢିବାରେ ଲାଗିଛି। ଶୀତର ପ୍ରକୋପ ଯୋଗୁ ରାଜ୍ୟରେ ୧୦ ଡିଗ୍ରୀ ତଳକୁ ଖସିଛି ପାରଦ। ରାଜ୍ୟରେ ୧୧ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ତେବେ ସୋନପୁର ସହରରେ ସର୍ବନିମ୍ନ ତାପମାତ୍ର ୯.୬ ଡିଗ୍ରୀ ରେକର୍ଡ କରାଯାଇଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ…

ରାଜ୍ୟରେ କରୋନା ନେଲା ଆଉ ୧୫ ଜୀବନ

ଭୁବନେଶ୍ବର: ରାଜ୍ୟରେ ରବିବାର କରୋନା ଆଉ ୧୫ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୪୨୫କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୧୫ଜଣ ମୃତକଙ୍କ ମଧ୍ୟରୁ ସର୍ବାଧିକ…

୩୦ କୋଟି ଲୋକଙ୍କୁ ମାଗଣା କରୋନା ଟିକା

ନୂଆଦିଲ୍ଲୀ: ଦେଶରେ ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ କରୋନା ଟିକା ଦେବାଲାଗି କେନ୍ଦ୍ର ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ଏନେଇ ଯୋଗ୍ୟ ହିତାଧିକାରୀମାନଙ୍କୁ ଅଗ୍ରାଧିକାର ଭିତରେ ଚିହ୍ନଟ କରିବାପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ୩୦…

ଗାନ୍ଧୀଚ୍ଥକ ଠାରେ କୋଭିଡ କିଓସ୍କ ଉଦ୍ଘାଟିତ

ଯାଜପୁର: ଯାଜପୁର ଜିଲ୍ଲା ସଦର ମହକୁମା ଗାନ୍ଧୀ ଚ୍ଥକ ଠାରେ ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକଙ୍କ ଦ୍ୱାରା ଏକ କୋଭିଡ କିଓସ୍କ ଉଦ୍ଘାଟିତ ହୋଇଯାଇଚ୍ଥି । କରୋନାକୁ ସପଂଳତାର ସହିତ ମୁକାବିଲା ପାଇଁ ଏଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ସୁଲଭ ମୂଲ୍ୟରେ ମାସ୍କ, ହ୍ୟାଣ୍ଡ ୱାସ୍,…

୯ ମାସପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଫୁର୍ଲିଝରଣ ଜଳପ୍ରପାତ

ଭବାନୀପାଟଣା: କୋଭିଡ କଟକଣା ସମୟରେ ପର୍ଯ୍ୟଟକମାନଙ୍କୁ ଫୁର୍ଲିଝରଣ ଜଳପ୍ରପାତକୁ ବୁଲି ଆସିବା ପାଇଁ ସରକାର ବାରଣ କରାଯାଇଥିଲା । କଟକଣା କୋହଳ ପରେ ରବିବାରଠାରୁ ପାର୍ଯ୍ୟଟକମାନଙ୍କ ପାଇଁ ଖୋଲାଯାଇଛି । ସେହିଭଳି କର୍ଲାପାଟ ରେଞ୍ଜ ପକ୍ଷରୁ ଫୁର୍ଲିଝରଣ ନିକଟରେ ଏକ ଡିଅର ପାର୍କ ସ୍ଥାପନ ଓ…

ବିମାନରେ ଏଟିଏମ୍ ଲୁଟେରା

ଆମ ରାଜ୍ୟରେ ଏବେ ବିଭିନ୍ନ ବ୍ୟାଙ୍କରେ ଏଟିଏମ୍ ଲୁଟ୍ ହେଉଛି । କିଏ ଲୁଟ୍ କରୁଛି; ଏବଂ କାହିଁକି ଲୁଟେରାମାନଙ୍କୁ ଧରାଯାଉନାହିଁ ବୋଲି ପଚାରିଲେ ଏହାର ଉତର ପୋଲିସ କମିସନୋରେଟ୍ ନିକଟରେ ନାହିଁ, ଯଦିଓ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଏବେ କହିଛନ୍ତି, ଆନ୍ଧ୍ର ପୋଲିସ ଏହି ଲୁଟେରାମାନଙ୍କୁ…

ଇସ୍ରୋ ସଫଳତାରେ ଯୋଡି ହେଲା ନୂଆ ଫର୍ଦ୍ଦ, ଉତକ୍ଷେପଣ ହେଲା ଇଓଏସ-୧ ଉପଗ୍ରହ

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ – ଇସ୍ରୋ ଆଜି ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହ ଇଓଏସ-୧କୁ ସଫଳତାର ସହ ଉତକ୍ଷେପଣ କରିଛି। ଏଥିରେ ୯ଟି ବିଦେଶୀ ଉପଗ୍ରହ ମଧ୍ୟ ଉତକ୍ଷେପଣ କରାଯାଇଛି। ଏହି ଉପଗ୍ରହ ଆଜି ଅପରାହ୍ନ ୩ଟା ୨ ମିନିଟରେ ଉତକ୍ଷେପଣ ହେବାର ଥିଲା କିନ୍ତୁ ୧୦ ମିନିଟ୍ ବିଳମ୍ବରେ…

ପିଜୁଳି ପତ୍ର ଓ କେଶ ଚର୍ଚ୍ଚା

ଫଳମୂଳ ପ୍ରତିଦିନ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ। ଆମ ଦେଶରେ ପିଜୁଳି ଫଳର ଆଦର ଅଧିକ ଥିବାବେଳେ ଏହାର ପତ୍ରରେ ମଧ୍ୟ ଔଷଧୀୟ ଗୁଣ ଭରପୂର। କେଶ ଝଡ଼ାରୁ ରକ୍ଷା ପାଇବାକୁ ଚାହୁଁଥିଲେ, ପିଜୁଳି ପତ୍ରରେ ଉପଚାର କଲେ ଲାଭ ମିଳିଥାଏ। ୧୫-୨୦ ଟି ପଜୁଳି ପତ୍ର ଆଣି ଭଲରେ ଧୋଇ ତାହାକୁ ୧ଲିଟର…