ବିଲକୁ ଯାଇଥିବା ବେଳେ ବଜ୍ରାପାତ; ୨ ମୃତ, ୧ ଗୁରୁତର
ବାଙ୍କୀ: ମଙ୍ଗଳବାର ସକାଳେ ପ୍ରବଳ ବର୍ଷା ସହ ବଜ୍ରାପାତ ପ୍ରଭାବରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଆବସ୍ଥା ଗୁରୁତର ରହିଛି ଓ ୩ ଜଣ ଆହତ ହୋଇଛନ୍ତି ।
ସୂଚନା ଯୋଗ୍ୟ ଯେ, ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମର ଗତିକୃଷ୍ଣ ପରିଡା, ରମେଶ ସାହୁ, ନୂତନ ମହାପାତ୍ର,!-->!-->!-->…