ଡକ୍ଟର କଲାମଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଭାରତର ପୂର୍ବତନ ରାଷ୍ଟ୍ରପତି ବହୁ ପ୍ରତିଷ୍ଠିତ ବୈଜ୍ଞାନିକ, ଯାହାକୁ ଦୁନିଆ ମିଶାଇଲ ମ୍ୟାନ ଭାବେ ଜାଣନ୍ତି, ଆଜି ସେହି ମହାନ ବ୍ୟକ୍ତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜନ୍ମ ଜୟନ୍ତୀ। ତାଙ୍କର ଜନ୍ମ ୧୫ ଅକ୍ଟୋବର ୧୯୩୧ରେ ରାମେଶ୍ୱରମ ତାମିଲନାଡ଼ୁରେ ହୋଇଥିଲା।ଏହି ଅବସରରେ…

ଦେଶୀ ମହୁଲି ମଦ ଜବତ ,ଜଣେ ଗିରଫ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ତାରୁସିଂ ଗ୍ରାମରେ ଗୁରୁବାର ଅବକାରୀ ବିଭାଗ ଚଢଉ କରି ସୁନିଲ ଦେହୁରୀ(୩୧)ଙ୍କ ଠାରୁ ୪ଲିଟର ଦେଶୀ ମହୁଲି ମଦ ଜବତ କରିଛି। ଏହି ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଏ ନେଇ ହରଭଙ୍ଗା ଅବକାରୀ ବିଭାଗ…

୬୫ ବିଲିଅନ ଡଲାର ଶିଳ୍ପରେ ପରିଣତ ହେବ ଦେଶୀୟ ଔଷଧ ଉତ୍ପାଦନ କ୍ଷେତ୍ର

ଭାରତୀୟ ଔଷଧ ଉତ୍ପାଦନ କ୍ଷେତ୍ର ୨୦୨୪ ସୁଦ୍ଧା ୬୫ ବିଲିଅନ ଡଲାର ଶିଳ୍ପରେ ପରିଣତ ହୋଇପାରିବ ବୋଲି ରସାୟନ ଓ ସାର ମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡ଼ା କହିଛନ୍ତି। ସେ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ‘Reimagining Distances’ ସଂକ୍ରାନ୍ତ ଲାଟିନ ଆମେରିକୀୟ ଓ କାରୀବିୟାନ୍‍ ଅଧିବେଶନରେ…

ଭୂମିହୀନଙ୍କୁ ଜମି ପ୍ରମାଣ ପତ୍ର ଦେଲେ ବିଧାୟକ

କଂଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ଏନଏସି କାର୍ଯ୍ୟାଳୟରେ ୧୬ ଟି ୱାର୍ଡରେ ବସବାସ କରୁଥିବା ଭୂମିହୀନ ବସ୍ତି ବାସିନ୍ଦାଙ୍କୁ କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଜମି ପ୍ରମାଣ ପତ୍ର ବଂଟନ କରିଛନ୍ତି । କଂଟାବାଞ୍ଜି ସହରରେ ବସବାସ କରୁଥିବା ଲୋକମମାନେ ଦୀର୍ଘଦିନ ଧରି…

ବନ୍ଧା ହେଲେ କୋଟିପତି ହିନ୍ଦୀ ଶିକ୍ଷକ

ବ୍ରହ୍ମପୁର  : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଝଣ୍ଡାଙ୍କୁଲି ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କକୁ ଗୁରୁବାର  ଭିଜିଲାନ୍ସ ଗିରଫ କରିଛି। ଏତେ ପରିମାଣର ସମ୍ପତ୍ତି କେଉଁଠୁ ଆଣିଲେ ହିସାବ ଦେଇ ନ ପାରିବାରୁ ତାଙ୍କୁ ଗିରଫ…

ଗତ ବର୍ଷ ତୁଳନାରେ ମୋଦିଙ୍କ ଆୟ ୨୬ ପ୍ରତିଶତ ବଢ଼ିଛି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ଷିକ ଆୟ କ’ଣ ଏବଂ ସେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ଜମା କରିଛନ୍ତି। ସମସ୍ତେ ଏହି ସୂଚନା ପାଇଁ ବେଶ ଆଗ୍ରହୀ ଥାଆନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସମ୍ପତ୍ତି ଓ ବ୍ୟାଙ୍କରେ କେତେ…

ଏ ବର୍ଷ ବଢ଼ିବ ଶୀତ

ନୂଆଦିଲ୍ଲୀ : ଚଳିତ ବର୍ଷ ଭାରି ଶୀତ ଅନୁଭୂତ ହେବ। ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଲା’ ନିନା ପ୍ରଭାବ ଦୁର୍ବଳ ହେବା ଯୋଗୁଁ ଶୀତର ପ୍ରକୋପ ପ୍ରବଳ ହେବ ବୋଲି ବୁଧବାର ବିଭାଗ ପକ୍ଷରୁ କୁହାଯାଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ) ଦ୍ୱାରା…

ଗୋରୁ ବୋଝେଇ ଭ୍ୟାନ ଜବତ ; ୨ ଅଟକ

ସାକ୍ଷୀଗୋପାଳ : ରାଜଧାନୀ ଭୁବନେଶ୍ୱର ସ୍ଥିତ ପଳାଶୁଣି ଛକରେ ୧୮ଟି ଗୋରୁ ବୋଝେଇ ଗାଡ଼ି ଜବତ ହୋଇଥିବା ଗୁରୁବାର ଜଣାପଡ଼ିଛି। ଏହି ଗାଡ଼ିକୁ ବଜରଙ୍ଗ ଦଳ ମଞ୍ଚେଶ୍ବର ଥାନା ପୁଲିସ ସହାୟତାରେ ପଳାଶୁଣି ଛକ ନିକଟରେ ଅଟକାଇଥିଲେ। ଅତି ଅମାନବୀୟ ଭାବେ ଗୋରୁଙ୍କ ଗୋଡ ହାତ ବାନ୍ଧି ଛୋଟ ଭ୍ୟାନରେ…

ନୂତନ ସ୍ୱପ୍ନ, ନୂତନ ପଥ ସବୁବେଳେ ତୁମକୁ ଅପେକ୍ଷା କରିଥାଏ; ଡକ୍ଟର ଏପିଜେ ଅବଦୁଲ କଲାମ

ଆଜି ପୂର୍ବତନ ରାଷ୍ଟ୍ରପତି ତଥା ମହାନ ବୈଜ୍ଞାନିକ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜନ୍ମ ବାର୍ଷିକୀ। ସେ ଅକ୍ଟୋବର ୧୫ ତାରିଖ ୧୯୩୧ରେ ଜନ୍ମଗ୍ରହଣ କରିଥିଲେ। କଲାମଙ୍କ ବିଷୟରେ କିଛି ରୋଚକ ପୂର୍ଣ୍ଣ କଥା ଜାହା ଖୁବ କମ ଲୋକ ଜାଣିଥିବେ। ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମ…

ଜଳ ଘେରରେ ୧୮ ପାହାଡ଼ୀ ଗାଁ

ପାତ୍ରପୁର : ଲଗାଣ ବର୍ଷାରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକର ପାହାଡିଆ ଅଞ୍ଚଳବାସୀଙ୍କ ଅବସ୍ଥା ଦୁର୍ବିସହ ହୋଇପଡିଛି। ଆଜି ଅପରାହ୍ନରୁ ପୁଣି ତୁହାକୁତୁହା ବର୍ଷା ଲାଗି ରହିବାରୁ ଏହି ବ୍ଲକର ଆଦିବାସୀ ଗ୍ରାମଗୁଡିକର ଲୋକଙ୍କ ଦୁର୍ଦଶା ବଢିବାରେ ଲାଗିଛି। ପାହାଡ଼ ଉପରେ ରହିଥିବା ବହୁ…