ଫୁଡ୍ ଡେଲିଭରି ଆପ୍‌ର ଲୋକପ୍ରିୟତା

ଆନ୍ଧ୍ରପ୍ରଦେଶର : ମହାମାରୀ ଅଧିକାଂଶଙ୍କ ଜୀବନଶୈଳୀକୁ ଏପାଖସେପାଖ କରିଦେଇଛି କହିଲେ ଚଳେ। ସେଣ୍ଟର ଫର୍ ମନିଟରିଙ୍ଗ ଇକୋନୋମି ଅନୁସାରେ, ଲକ୍-ଡାଉନ୍ ଘୋଷଣା ହେବାର ଠିକ୍ ପରେ ଏପ୍ରିଲ୍ ଶେଷ ସପ୍ତାହବେଳକୁ ୧.୨କୋଟି ଲୋକ ଚାକିରି ହରାଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଅନେକଙ୍କୁ ଚାକିରି…

ଦୁର୍ଗାପୂଜା ପାଇଁ ମୂର୍ତ୍ତିର ଉଚ୍ଚତା ବିବାଦ ମାମଲା : ଏଜିଙ୍କୁ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦେଶ

କଟକ : କଟକ ସହରରେ ଦୁର୍ଗାପୂଜା ପାଇଁ ମୂର୍ତ୍ତିର ଉଚ୍ଚତା ବିବାଦକୁ ନେଇ ଦାୟାଲ ମାମଲାର ଶୁକ୍ରବାର ହାଇକୋର୍ଟରେ ଶୁଣାଣି କରାଯାଇଛି। ମୂର୍ତ୍ତିର ଉଚ୍ଚତା ସଂପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ହାଇକୋର୍ଟ ଆଡଭୋକେଟ ଜେନେରାଲଙ୍କୁ ନିର୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସମସ୍ତ ମୂର୍ତ୍ତିର…

କିଷାନ ରେଳରେ କାର୍ଯ୍ୟକାରୀ ହେଲା ୫୦% ରିହାତି

କିଷାନ ରେଳ ବ୍ୟବହାର କରୁଥିବା ଚାଷୀମାନଙ୍କୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ରେଳ ମନ୍ତ୍ରଣାଳୟ ଓ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ ନିର୍ଦ୍ଦିଷ୍ଟ ଫଳ ଓ ପନିପରିବା ଉପରେ ୫୦ ଶତାଂଶ ରିହାତି ଦେବାକୁ ନେଇଥିବା ନିଷ୍ପତ୍ତି କାର୍ୟ୍ୟକାରୀ କରିଛି। ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟର…

ରାଜ୍ୟରୁ୨୧୩୮ ନୂଆ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ଶୁକ୍ରବାର ରାଜ୍ୟରୁ ଆଉ ୨ ହଜାର ୧୩୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧ ହଜାର ୨୫୧ ସଙ୍ଗରୋଧ କେନ୍ଦ୍ରରୁ ଓ ୮୮୭ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୪,୧୪୯ରେ ପହଞ୍ଚିଛି। ୨,୩୮,୫୩୫ ସୁସ୍ଥ ହୋଇ…

ଚୁଲାରୁ ନିଆଁ ଲାଗି ଦମ୍ପତି ଜୀବନ୍ତ ଦଗ୍ଧ

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲାର ବ୍ରଜରାଜନଗର ସ୍ଥିତ ରାମପୁରରେ ଆଜି ଏକ ଅଘଟଣ ଘଟିଛି। ରାମପୁର ଅଞ୍ଚଳରେ କୋଇଲା ଚୁଲାରୁ ନିଆଁ ଲାଗି ଦମ୍ପତି ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକ ହେଲେ ଗିରିବର ଦାଶ(୪୭) , ତାଙ୍କ ପତ୍ନୀ ଗୀତା ଦାଶ ।ଆଜି ସକାଲେ ଗୀତା କୋଇଲା ଚୁଲାକୁ ଘର ଭିତରକୁ ନେବା…

୭୫ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଖାଦ୍ୟ ଓ କୃଷି ସଂଗଠନର ୭୫ତମ ବାର୍ଷିକୀ ପାଳନ ଅବସରରେ ଏକ ୭୫ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ। ଖାଦ୍ୟ ଓ କୃଷି ସଂଗଠନ ଦେଶର ଗରିବ ଶ୍ରେଣୀର ଲୋକମାନଙ୍କୁ ଅର୍ଥନୈତିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରାଇବା ସହ ସେମାନଙ୍କୁ ଉତ୍ତମ ପୁଷ୍ଟି ଯୋଗାଇ…

୨୪ ଘଣ୍ଟାରେ ୬୩ , ୩୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ୮୯୫ ମୃତ

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ୬୩ , ୩୭୧ ନୂଆ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହାସହ ୮୯୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୨ ହଜାର ୧୬୧ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩ ଲକ୍ଷ ୭୦ ହଜାର ୪୬୯କୁ ବୃଦ୍ଧି ପାଇଛି। ମୋଟ ୮,୦୪,୫୨୮…

ଆଜି ଯୁକ୍ତ ଦୁଇ ସ୍ପଟ୍‌ ନାମଲେଖା

ଭୁବନେଶ୍ବର : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା କନିଷ୍ଠ ମହାବିଦ୍ୟାଳୟ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ଯୁକ୍ତ ଦୁଇ ସ୍ପଟ୍‌ ନାମଲେଖା  ଶୁକ୍ରବାର ଅନୁଷ୍ଠିତ ହେଉଛି। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟ୍‌ରେ ନାମଲେଖା ଅନୁଷ୍ଠିତ ହେଉଛି। ଏନେଇ…

୧୯ରେ ପୁଣି ଲଘୁଚାପ

ଭୁବନେଶ୍ବର : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରୁ ପୂର୍ବ କେନ୍ଦ୍ରୀୟ ଆରବ ସାଗର ପର୍ଯ୍ୟନ୍ତ ଥିବା ମୌସୁମି ଟ୍ରଫଲାଇନ ଉତ୍ତର ଆନ୍ଧ୍ର ଉପକୂଳ, ତେଲଙ୍ଗାନା ଏବଂ ମଧ୍ୟ ମହରାଷ୍ଟ୍ର ଓ ଦକ୍ଷିଣ କୋଙ୍କଣ ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ପର୍ଯ୍ୟନ୍ତ ସକ୍ରିୟ ରହିଛି। ମୌସୁମି ସକ୍ରିୟ…

ଆଜି ପ୍ରକାଶ ପାଇବ ନିଟ୍ ଫଳ

ଭୁବନେଶ୍ୱର : ନାସନାଲ୍ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇବ। ଛାତ୍ରଛାତ୍ରୀ ୱେବସାଇଟ୍ www.ntaneet.nic.in/nta.ac.inକୁ ଯାଇ ଫଳ ଦେଖିପାରିବେ ବୋଲି ଏନ୍‌ଟିଏ ପକ୍ଷରୁ…