ବ୍ଲୁଇସ୍ ଏବେ ଧରିବ ଜମି ମାଫିଆଙ୍କୁ
ଭୁବନେଶ୍ୱର: ରାଜଧାନୀରେ ଶହ ଶହ ଏକର ସରକାରୀ ଜମି ଏବେ ଜମି ମାପିଆଙ୍କ କବ୍ଜାରେ । ଛୋଟ, ବଡ଼ ସରକାରୀ ପ୍ରକଳ୍ପ କଲା ବେଳକୁ ଜମି ମିଳୁନି । ଜମି ମିଳିଲେ, ସେଠାରୁ ଜବରଦଖଲ ହଟାଇବାକୁ ଗଲା ବେଳକୁ କୋର୍ଟରୁ ସ୍ଥଗିତାଦେଶ ଆସିଯାଉଛି । ତେଣୁ ଜମି ଜବରଦଖଲକାରୀଙ୍କୁ ଅଧିକ ସମୟ ନଦେଇ ତୁରନ୍ତ!-->…