ଯାଜପୁରରେ ୧୫ ହଜାର ମୋ ଉପକାରୀ ବଗିଚା ଲକ୍ଷ୍ୟ ଧାର୍ଯ୍ୟ

ଯାଜପୁର: ଚଳିତ ବର୍ଷ ଯାଜପୁର ଜିଲ୍ଲାରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଜିଲ୍ଲାକୁ ଚଳିତ ବର୍ଷ ୧୫ ହଜାରଟି ମୋ ଉପକାରୀ ବଗିଚାର ଧାର୍ଯ୍ୟଲକ୍ଷ୍ୟ ହୋଇଛି । ଧାର୍ଯ୍ୟଲକ୍ଷ୍ୟ ୧୫ ହଜାର ମଧ୍ୟରୁ ୧୫୩୫୧ ହିତାଧିକାରୀଙ୍କୁ ଚୟନ କରାଯାଇ ୧୪୬୨୭ ଟିକୁ ମଂଜୁରୀ…

ବର୍ଷା ବିତ୍ପାତ ନେଲା ୩୫ ଜୀବନ

ହାଇଦ୍ରାବାଦ୍: ପ୍ରବଳ ବର୍ଷାରେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ଏହି ବର୍ଷା ହେତୁ ୩୫ ଜଣଙ୍କର ଜୀବନ ଯାଇଛି । ଏହି ସବୁ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ବିଭିନ୍ନ ଅଂଚଳ ଜଳମଗ୍ନ ହୋଇଯିବାରୁ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ଲଗାଣ ବର୍ଷା…

ଜନ୍ମ ଦିନ ପାଳିବେନି ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା କାଲି ୧୬ ଶୁକ୍ରବାର ଦିନ ୭୫ ବର୍ଷ ବୟସରେ ପଦାର୍ପଣ କରିବେ । ମାତ୍ର କୋଭିଡ ସକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚଳିତ ବର୍ଷ ତାଙ୍କର ଜନ୍ମ ଦିନ ପାଳନ କରିବେ ନାହିଁ ।…

କଳା ଦିବସ

ମାତ୍ର ୪୮ ଘଂଟା ପୂର୍ବରୁ ଗତ ମଙ୍ଗଳବାର ଜାତିସଂଘର ମାନବଅଧିକାର ପରିସରର ୧୫ ସଦସ୍ୟ-ରାଷ୍ଟ୍ର ନିର୍ବାଚନରେ ଚୀନ୍ ଜିତିବା ଅତ୍ୟନ୍ତ କ୍ଷୋବଦାୟକ ଘଟଣା ଏଇ ପରିଷଦରେ ୪୭ ଜଣ ସଦସ୍ୟ ରହିଥାନ୍ତି । ପୂର୍ବରୁ ଚୀନ୍ ଏହି ପରିଷଦରେ ୪ ଥର ୨୦୦୬, ୨୦୦୯, ୨୦୧୩ ଓ ୨୦୧୬ରେ ସଦସ୍ୟ ରହିଥିଲା । ଜାତିସଂଘର…

ଟିଆରପି ସ୍କାମ: ରିପବ୍ଲିକ ଟିଭିର ନିବେଦନକୁ ସୁପ୍ରିମକୋର୍ଟଙ୍କ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ଟିଆରପି ସ୍କାମ ଅଭିଯୋଗରେ ଛନ୍ଦି ହୋଇଥିବା ରିପବ୍ଲିକ ଟିଭିକୁ ବଡ଼ ଝଟକା ଲାଗିଛି। ମୁମ୍ବାଇ ପୁଲିସ୍‌ ଟିଆରପି ସ୍କାମ ଅଭିଯୋଗର ତଦନ୍ତ କରୁଥିବା ବେଳେ ଏହା ବିରୋଧରେ ରିପବ୍ଲିକ ଟିଭି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ ସୁପ୍ରିମକୋର୍ଟ ଆଜି ଏହି ଆବେଦର ଶୁଣାଣି…

ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଜନ୍‌ ରିଡ୍‌ଙ୍କ ପରଲୋକ

ଅକଲାଣ୍ଡ୍‌ : ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଜନ୍‌ ରିଡ୍‌ଙ୍କ ୯୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ୫୦ ଦଶକରେ ନ୍ୟୁଜିଲାଣ୍ଡର ଜଣେ ଖ୍ୟାତନାମା ଅଲରାଉଣ୍ଡର ଭାବେ ପରିଚିତ ରିଡ୍‌ ୩୪ଟି ଟେଷ୍ଟରେ ନ୍ୟୁଜିଲାଣ୍ଡ ଦଳର ନେତୃତ୍ବ ନେଇଥିଲେ। ଜନ୍‌ ରିଡ୍‌ଙ୍କ ପରଲୋକରେ…

ସୁଶାନ୍ତ ସିଂ ରାଜପୁତ ମାମଲା: ଦିନେଶ ବିଜନ୍‍ଙ୍କ ବାସଭବନ ଉପରେ ଚଢ଼ାଉ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୁଶାନ୍ତ ସିଂ ରାଜପୁତ ମାମଲାରେ ଜଣେ ଚଳଚ୍ଚିତ୍ର ନିର୍ମାତା ଦିନେଶ ବିଜନ୍‍ଙ୍କ ବାସଭବନ ଓ କାର୍ଯ୍ୟାଳୟ ପରିସରରେ ଖାନତଲାସି କରିଛି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ସହ ଜଡ଼ିତ କଳାଧନ ମାମଲାରେ ଏହି ଖାନତଲାସି କରାଯାଇଛି। କଳାଧନ ନିବାରଣ ଆଇନ ଅଧୀନରେ…

କୋଇଲା ଖଣି ଠିକା ସଂସ୍ଥାରେ ନିଯୁକ୍ତି

ବ୍ରଜରାଜନଗର: କୋଇଲା ଖଣିରେ ନିୟୋଜିତ ଠିକା ସଂସ୍ଥା ବର୍ଷ ବର୍ଷ ଧରି ମାଫିଆ ଓ ରାଜନେତାଙ୍କ ଦ୍ୱାରା ପରିଚାଳିତ ହୋଇ ଆସୁଥିଲା। ସାଧାରଣ ଜମିହରା ବିସ୍ଥାପିତ ପରିବାର ନିଜ ହକ ପାଇଁ ଲଢେଇ ଲଡ଼ୁ ଥିଲେ ହେଁ ଚାକିରି ଟିଏ ମିଳିବା ତାଙ୍କ ପାଇଁ ସାତ ସପନ ପାଲଟିଥିଲା। ପରିବାରର ଭରଷ ପୋଷଣ ପାଇଁ…

ସୀତାରମଣ: ସ୍ୱାସ୍ଥ୍ୟ ଓ ଅର୍ଥନୈତିକ ମଧ୍ୟରେ ସନ୍ତୁଳନ ଆଣିବା ଆବଶ୍ୟକ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜି-୨୦ ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ବୈଠକରେ ଅଂଶଗ୍ରହଣ କରି ସ୍ୱାସ୍ଥ୍ୟ ଓ ଅର୍ଥନୈତିକ ଲକ୍ଷ୍ୟଗୁଡ଼ିକ ମଧ୍ୟରେ ସନ୍ତୁଳନତା ଆଣିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ…

କୋଭିଡ ଆରୋଗ୍ୟ ହାର ୮୭.୩୬ ପ୍ରତିଶତ

ନୂଆଦିଲ୍ଲୀ : ଦେଶରେ କୋଭିଡ ଆରୋଗ୍ୟ ହାର ୮୭.୩୬ ପ୍ରତିଶତକୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ୮୧ ହଜାରରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୬୩ ଲକ୍ଷ ୮୩ ହଜାରକୁ ଅତିକ୍ରମ କରିଛି। ଆରୋଗ୍ୟ ହାର ବୃଦ୍ଧି…