ପାଣିପାଗ ବଦଳୁଛି!

ରାଜ୍ୟ ପାଣିପାଗରେ କେତେକ ପରିବର୍ତନ ଘଟିଥିବା ଲକ୍ଷ୍ୟ କରାଗଲା ପରେ ଏହା ବଦଳୁଥିବା ଅନୁମାନ କରାଯାଉଛି ।ଜୁନ-ସେପ୍ଟେମ୍ବର ମଧ୍ୟରେ ୯ଟି ଲଘୁଚାପ ସୃଷ୍ଟି ହୋଇଥିଲା ବେଳେ ଅକ୍ଟୋବର ପହିଲାରୁ ଅଦ୍ୟାବଧି ବିଗତ ୧୫ ଦିନ ମଧ୍ୟରେ ୩ଟି ଲଘୁଚାପ ସୃଷ୍ଟି ହୋଇଥିବାରୁ ଏହା ଜଳବାୟୁ ପରିବର୍ତନ ସହ…

ଫି’ ଛାଡ଼ ମାମଲାରେ ପକ୍ଷପାତିତା :ନ୍ୟାୟ ପାଇଁ ଅଭିଭାବକ ସଂଘର ଆନ୍ଦୋଳନ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଦୀର୍ଘଦିନ ହେବ ସ୍କୁଲ ବନ୍ଦ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ୍‌ ଶିକ୍ଷାଦାନ ବ୍ୟବସ୍ଥା କରାଯାଇଛି। ତେବେ ଘରୋଇ ସ୍କୁଲଗୁଡ଼ିକ ନେଉଥିବା ଫି’ରେ ରିହାତି ପ୍ରଦାନ ପାଇଁ ହୋଇଥିବା ମାମଲାରେ ପକ୍ଷପାତିତା ଅବଲମ୍ବନ କରାଯାଇଛି। ତେଣୁ ଘରୋଇ…

ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ଓ ସ୍ତ୍ରୀଙ୍କ ନାମରେ ମାମଲା ରୁଜୁ

ମୁମ୍ୱାଇ: ବଲିଉଡ କଳାକାର ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାକ୍ଷୟ ଓରଫ ମିମୋହ ଏବଂ ତାଙ୍କ ସ୍ତ୍ରୀ ଯୋଗୀତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି ମୁମ୍ୱାଇ ପୁଲିସ। ଜଣେ ଯୁବତୀଙ୍କୁ ଦୁଷ୍କର୍ମ ସହିତ ଗର୍ଭପାତ କରାଇଥିବା ଅଭିଯୋଗ ରହିଛି ଏହି ମା ଓ ପୁଅଙ୍କ ନାମରେ। ମିଥୁନ ଚକ୍ରବର୍ତ୍ତୀଙ୍କ ଘର…

ହାପି ବର୍ଥ ଡେ’ ସ୍ମିତା ପାଟିଲ୍

ଉଭୟ ରିଲ୍ ଓ ରିୟଲ୍ ଲାଇଫରେ, ମେକଅପ୍ ଲଗାଇ କ୍ଯାମେରା ସାମ୍ନାରେ ହେଉ ବା ମେକଅପ୍ ପୋଛି ବ୍ୟକ୍ତିଗତ ଜୀବନରେ, ଖୁବ୍ କମ୍ ବ୍ୟକ୍ତିତ୍ୱ ଏଭଳି ଥା’ନ୍ତି ଯେଉଁମାନେ ପ୍ରକୃତରେ ନାୟକ ବା ନାୟିକା। ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସ୍ମିତା ପାଟିଲ ହେଉଛନ୍ତି ସେଭଳି ବ୍ୟକ୍ତିତ୍ୱଙ୍କ ମଧ୍ୟରୁ…

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ୱାଇ: ଅଡ଼ୁଆରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ। ସାମ୍ପ୍ରଦାୟିକ ଘୃଣାଭାବ ପ୍ରଚାର କରୁଥିବା ଅଭିଯୋଗରେ ବାନ୍ଦ୍ରା କୋର୍ଟ ଏଫଆଇଆର ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟରେ ମାମଲା ରୁଜୁ ହେବା ପାଇଁ ପ୍ରଥମେ ଏକ ଆବେଦନ ଦାୟର ହୋଇଥିଲା। ଯେଉଁଥିରେ କୁହାଯାଇଥିଲା କଙ୍ଗନା…

ଡିଜିଟାଲ ମିଡିଆ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଗାମୀ ଦିନରେ ଡିଜିଟାଲ ଜର୍ଣ୍ଣାଲିଜିମକୁ ପ୍ରୋତ୍ସାହନ ଦେବେ। ଶୁକ୍ରବାର କେନ୍ଦ୍ର ସରାକରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏହି ସୂଚନା ଦେଇଛି। ଆଗାମୀ ଦିନରେ ପ୍ରେସ ଇନଫରମେସନ ବ୍ୟୁରୋ (ପିଆଇବି) କାର୍ଡ ମଧ୍ୟ ଡିଜିଟାଲ ସାମ୍ୱାଦିକଙ୍କୁ ପ୍ରୋତ୍ସାହନ ଯୋଗାଇ…

୨୨ ମହଲା ଛାତରେ ଖେଳ ଦେଖାଇ ଯୁବକ ଗିରଫ

ମୁମ୍ବଇ: ଅଟ୍ଟାଳିକାର ୨୨ ମହଲାର ସଂକୀର୍ଣ୍ଣ କାନ୍ଥ ଉପ​‌ରେ ଦୁଃସାହସିକ କ୍ରୀଡ଼ା ପ୍ରଦର୍ଶନ କରୁଥିବା ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ନୋମାନ ଡି’ସୌଜା ନାମକ ଏହି ଯୁବକ ପଶ୍ଚିମ ମୁମ୍ବଇର କାଣ୍ଡିଭାଲିସ୍ଥିତ ଭାରତ ଏସ୍‌ଆରଏ ଅଟ୍ଟାଳିକାର ୨୨ ମହଲା କାନ୍ଥ ଧାରରେ ଦୁଇ ବନ୍ଧୁଙ୍କ ସହିତ…

ବିଶିଷ୍ଟ ଶୀକ୍ଷାବିତ୍‍ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ପରଲୋକ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ବଜାରର ବିଶିଷ୍ଟ ଶୀକ୍ଷାବିତ୍‍ ମୃତ୍ୟୁଞ୍ଜୟ ପଣ୍ଡାଙ୍କ (୭୯)ବର୍ଷ ବୟସରେ ଶନିବାର ପରଲୋକ ଘଟିଛି। ସେ ଦୀର୍ଘଦିନ ହେଲା କରୋନାରେ ଆକ୍ରାନ୍ତ ଯୋଗୁଁ ବୌଦ୍ଧ ମେଡିକାଲରେ ଚିକିତ୍ସିତ ହେଉଥିଲେ। କିଛିଦିନ ତଳେ ବୌଦ୍ଧରୁ ଭୁବନେଶ୍ୱରସ୍ଥିତ ଏକ…

ଦାଦାବଟି ଜୁଲମ ଅଭିଯୋଗରେ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ଗିରଫ

ଭୁବନେଶ୍ବର: ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ଗିରଫ। ଦାଦାବଟି ଜୁଲମ ଅଭିଯୋଗରେ ଶନିବାର ପୁଲିସ ଗିରଫ କରିଛି।  କମିଶନରେଟ ପୁଲିସର ଆଣ୍ଟି ଏକ୍ସଟର୍ସନ ଉଇଙ୍ଗ ରାଜା ଆଚାର୍ଯ୍ୟକୁ ଉଠାଇ ନେଇଛି। ଗିରଫ ପରେ ରାଜାକୁ କ୍ୟାପିଟାଲ ଥାନାରେ ଜେରା ଚାଲିଥିବା ଜଣାପଡ଼ିଛି। ଏ ନଇ ପୁଲିସ କମିଶନର…

ସାନ ଭଉଣୀ ପରେ ମିଳିଲା ବଡ଼ ଭଉଣୀର ମୃତଦେହ

ତୁଷୁରା: ତେଲନଦୀ ପୋଲରୁ ଡେଇଁ ୨ ଭଉଣୀ ନିଖୋଜ ଘଟଣାରେ ଶନିବାର ସାନ ଭଉଣୀର ମୃତଦେହ ମିଳିବାପରେ ବଡ଼ଭଉଣୀର ମଧ୍ୟ ମୃତଦେହ ଠାବ ହୋଇଛି। ବଡଭଉଣୀ ଅନମୋଲ ଅଗ୍ରଓ୍ବାଲଙ୍କ ମୃତଦେହ ବୌଦ୍ଧ ଜିଲା ଜୁହ୍ନାପଙ୍କ ନିକଟ ମହାନଦୀ ଘାଟରୁ ଠାବ ହୋଇଥିବା ଜଣାପଡ଼ିଛି । ସକାଳେ ତରଭା ସିଂହାଣୀ ପଞ୍ଚାୟତ…