ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢାଉ
ବ୍ରହ୍ମପୁର: ଗଜପତି ଜିଲା ଗୁରାଣ୍ଡି ସ୍ଥିତ ମୀନକେତନ ଡିଗ୍ରୀ କଲେଜର ଅଧ୍ୟାପକ ଜି ନଗେଶ୍ୱର ରାଓଙ୍କ ଘରେ ବ୍ରହ୍ମପୁର ଭିଜିଲାନ୍ସ ସୋମବାର ଚଢାଉ କରିଛି । ପାରଳାଖେମୁଣ୍ଡି ସ୍ଥିତ ରାଧାଗୋବିନ୍ଦ ନଗର ୨ୟ ଲାଇନରେ ଥିବା ତାଙ୍କ ଘରୁ ନଗଦ ୩୧ ଲକ୍ଷ ଟଙ୍କା ଜବତ କରାଯାଇଛି । ଅଧ୍ୟାପକ ରାଓଙ୍କ!-->…