ଆକର୍ଷଣ ପାଲଟିଛି ମଝିପଡାର ଗ୍ରାମ୍ୟପାର୍କ
ଯାଜପୁର: ପ୍ରତ୍ୟେକ ଗ୍ରାମମାନଙ୍କର ଗୋଟିଏ ଗୋଟିଏ ପାର୍କ କରିବା ଦ୍ୱାରା ଲୋକମାନେ ପରିବେଶର ସୁରକ୍ଷା ପ୍ରତି ଯତ୍ନବାନ ହେବା ସହ ସହର ଭଳି ପାର୍କର ସୁବିଧା ପାଇପାରିବେ । ଏହି ଲକ୍ଷ୍ୟରେ ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଂଚାୟତ ମାନଙ୍କରେ ଆରମ୍ଭ ହୋଇଛି ଗ୍ରାମ୍ୟ ପାର୍କ । ବଡଚଣା!-->…