ଅନ୍ଲାଇନ ଶିକ୍ଷାର ନେଟ୍ୱର୍କ ଲାଗି ଏକମାତ୍ର ପାଣିଟାଙ୍କି ସାହାରା
ରଣପୁରଗଡ଼: କୋଭିଡ କଟକଣା ଯୋଗୁଁ ବିଦ୍ୟାଳୟଗୁଡିକ ବନ୍ଦ ଥିବାବେଳେ ଅନ୍ଲାଇନରେ ପାଠ ପଢ଼ିବା ପାଇଁ ବ୍ୟବସ୍ଥା କରାଯାଇଛି । ଅନଲାଇନରେ ପଢ଼ିବା ପାଇଁ ମୋବାଇଲ୍୍ରେ ନେଟ୍ୱର୍କ ସଂଯୋଗ ହେବା ନିହାତି ଆବଶ୍ୟକ । ଓଡ଼ିଶା ରାଜ୍ୟର ଅନେକ ସ୍ଥାନ ରହିଛି । ଯେଉଁଠାରେ କି ଭିତିମୂିର ଅଭାବ ରହିଛି ।!-->…