ୱାର୍ଣ୍ଣର-ଧୋନି ଲଢ଼େଇ ଆଜି

ଦୁବାଇ : ୟୁଏଇରେ ଖେଳାଯାଉଥିବା ଆଇପିଏଲ୍‌ରେ ମଙ୍ଗଳବାର ଡେଭିଡ ୱାର୍ଣ୍ଣରଙ୍କ ନେତୃତ୍ବାଧିନ ସନ୍‌ରାଇଜର୍ସ ହାଇଦରାବାଦ୍‌ ଦଳର ମୁକାବିଲା ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧିନ ଚେନ୍ନଇ ସୁପର କିଙ୍ଗ୍‌ସ ସହ ହେବ।ଆଇପିଏଲ୍‌ର ଚଳିତ ସଂସ୍କରଣରେ ବର୍ତ୍ତମାନ ସୁଦ୍ଧା ନୈରାଶ୍ୟଜନକ ପ୍ରଦର୍ଶନ…

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇସାରିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ ହୋଇସାରିଛି। ନବରଙ୍ଗପୁର ଓ ଗଜପତି ଜିଲାରେ ପ୍ରବଳ ବର୍ଷା କାରଣରୁ ଲୋକେ ହନ୍ତସନ୍ତ ହୋଇଛନ୍ତି। ଗଜପତିର ୪ଟି ବ୍ଲକରୁ ପ୍ରାୟ ୫୦୦ ଲୋକଙ୍କୁ ବାତ୍ୟା…

ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁର ସଂଖ୍ୟା କମୁଛି

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଏଇ କିଛି ଦିନ ହେବ ହ୍ରାସା ପାଇବାରେ ଲାଗିଛି। କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ଆଶ୍ବସ୍ତି ମିଳିଛି।  ଗତ ୨୪ ଘଣ୍ଟାରେ ୫୩ ହଜାର ୩୪୨ କରୋନା ପଜିଟିଭ୍‌ ଚିହ୍ନଟ…

ପୁରୀ ବେଳାଭୂମି…

ଶ୍ରୀକ୍ଷେତ୍ର କହିଲେ ଏହା ଯେ ଜଗନ୍ନାଥ ଧାମ ପୁରୀ ସହରକୁ ବୁଝାଇଥାଏ, ତାହା କହିବା ଅନାବଶ୍ୟକ । ଏହି ସହରର ମାଧୁର୍ଯ୍ୟ କହିଲେ ସାଧାରଣତଃ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଓ ଏଠାରେ ରହିଥିବା ସମୁଦ୍ର ବେଲାଭୂମି ଏବଂ ସମୁଦ୍ର କୂଳର ଅଗଭୀର ଜଳରାଶିକୁ ବୁଝାଇଥାଏ । ପୁରୀ ସମୁଦ୍ରର ବେଲାଭୂମି…

ଯୌତୁକ ପାଇଁ ନବବଧୁ ହତ୍ୟା

ଯାଜପୁର : ଅଧିକ ଯୌତୁକ ପାଇଁ ନବ ବଧୁକୁ ହତ୍ୟା କରିଥିବା ବରୀ ରାମଚନ୍ଦ୍ରପୁର ଥାନାରେ ଏକ ଅଭିଯୋଗ ହୋଇଛି । ବାଲିବିଲି ପଂଚାୟତ ଢିଅସାହି ଗ୍ରାମର ଶସ୍ମିତା ଜେନାଙ୍କୁ ମାରି ଦେଇଥିବାର ଉଦୟନାଥପୁର ପଂଚାୟତ ଚାରିମାଣିଆ ଗ୍ରାମର ପରମାନନ୍ଦ ରାଉତ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା…

କାମଧନ୍ଦା ପାଇଁ ପୁଣି ବାହାର ରାଜ୍ୟ ମୁହାଁ ଶ୍ରମିକ

ଚମ୍ପୁଆ: କରୋନା ଭୟରେ ଜୀବନ ବଞ୍ଚାଇବା ପାଇଁ ଗାଁକୁଫେରି ଥିବା ଶ୍ରମି୍ରିକ କାମ ଧନ୍ଧା ନ ପାଇର୍ ପେଟ ବିକଳରେ ବାହାର ରାଜ୍ୟକୁ ଫେରିବାରେ ଲାଗିଛନ୍ତି । କେତେ ନେହୁରା ହୋଇ କଷ୍ଟେମଷ୍ଟେ ଗାଁକୁଫେରି ଥିବା ପ୍ରବାସୀ ଶ୍ରମିକ ଜୀବନ ବଞ୍ଚାଇବାକୁ ଯେତିକି କଷ୍ଟକରିଥିଲେ କାମ ଧନ୍ଦା ନପାଇ…

କରୋନା ଭୂତାଣୁ ମୋବାଇଲ ସ୍କ୍ରିନ ଉପରେ ୪ ସପ୍ତାହ ସକ୍ରିୟ

ସିଡନୀ: କରୋନା ଭୂତାଣୁ ସାର୍ସ-ସିଓଭି-୨ ମୋବାଇଲ ସ୍କ୍ରିନ ଉପରେ ପ୍ରାୟ ୪ ସପ୍ତାହ (୨୮ଦିନ) ସକ୍ରିୟ ରହିଥାଏ ବୋଲି ଏକ ଗବେଷଣାରୁ ଜଣାଯାଇଛି । ଅଷ୍ଟେ୍ରଲିଆର ନ୍ୟାସନାଲ ସାଇନ୍ସ ଏଜେନ୍ସି ଅଧୀନ, କମନୱଲଥ ସାଇଂଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରଆର ରିସର୍ଜ ଅର୍ଗାନାଇଜେସନ (ସିଏସଆଇଆରଓ)…

ଅନ୍ଲାଇନ ଶିକ୍ଷାର ନେଟ୍ୱର୍କ ଲାଗି ଏକମାତ୍ର ପାଣିଟାଙ୍କି ସାହାରା

ରଣପୁରଗଡ଼: କୋଭିଡ କଟକଣା ଯୋଗୁଁ ବିଦ୍ୟାଳୟଗୁଡିକ ବନ୍ଦ ଥିବାବେଳେ ଅନ୍ଲାଇନରେ ପାଠ ପଢ଼ିବା ପାଇଁ ବ୍ୟବସ୍ଥା କରାଯାଇଛି । ଅନଲାଇନରେ ପଢ଼ିବା ପାଇଁ ମୋବାଇଲ୍୍ରେ ନେଟ୍ୱର୍କ ସଂଯୋଗ ହେବା ନିହାତି ଆବଶ୍ୟକ । ଓଡ଼ିଶା ରାଜ୍ୟର ଅନେକ ସ୍ଥାନ ରହିଛି । ଯେଉଁଠାରେ କି ଭିତିମୂିର ଅଭାବ ରହିଛି ।…

ଫାରୁକଙ୍କ ବୟାନ: ଧାରା ୩୭୦ ଚୀନ୍ ସହାୟତାରେ ଲାଗୁ ହେବ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖମନ୍ତ୍ରୀ ତଥା ନ୍ୟାସନାଲ କନ୍ଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା ଧାରା ୩୭୦ ନେଇ ଏକ ବିବାଦୀୟ ତଥା ଉତେଜନା ସୃଷ୍ଟିକାରୀ ବୟାନ ଦେଇଛନ୍ତି । ଚୀନ୍ ସମର୍ଥନରେ ଜମ୍ମୁ କାଶ୍ମୀରରେ ପୁଣି ଥରେ ଧାରା ୩୭୦ ଲାଗୁ କରାଯିବ ଏବଂ ପୂର୍ଣ୍ଣାଙ୍ଗ ରାଜ୍ୟ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇ ଦିନିଆ କୁଏତ ଗସ୍ତ

ନୂଆଦିଲ୍ଲୀ: କୁଏତର ସମ୍ରାଟ ଶେକ ସହବା ଅଲ-ସବାହଙ୍କ ବିୟୋଗରେ ଭାରତର ଶୋକ ସନେ୍ଦଶ ଦେବା ପାଇଁ (ରବିବାର)ଠାରୁ ଦୁଇଦିନିଆ କୁଏତ ଗସ୍ତରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ ସନେ୍ଦଶ ପତ୍ରକୁ ଏତର ନୂଆ ସମ୍ରାଟ ଶେକ ନୱାଫ…