ମିଠା ଦୋକାନୀଙ୍କୁ ହତ୍ୟା ଘଟଣା: ଆଉ ୨ଜଣ ଗିରଫ

ଭୁବନେଶ୍ୱର : ସାମନ୍ତରାପୁରରେ ମିଠା ଦୋକାନୀ ପ୍ରଭାକର ସାହୁ ଓରଫ ଜମ୍ବୁକୁ ହାଣି ହତ୍ୟା କରିବା ଘଟଣାରେ କମିସନରେଟ୍‌ ପୁଲିସ୍‌ର ସ୍ପେସାଲ ସ୍କ୍ବାଡ୍‌ ଆଉ ୨ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ଏଦୁହେଁ ସୁପାରି କିଲର୍ ବୋଲି କୁହାଯାଉଛି। ଉଭୟଙ୍କୁ ବାଲିଗୁଡ଼ାରୁ ଗିରଫ କରାଯାଇଥିବାର ସୂଚନା…

ରାଜ୍ୟରେ ୨୪୨୩ ନୂଆ କରୋନା ପଜିଟିଭ୍ ଚିହ୍ନଟ: ୧୮ଜଣଙ୍କ ପ୍ରାଣହାନି

ଭୁବନେଶ୍ବର: ଆଜି ରାଜ୍ୟରେ ୨୪୨୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୪୧୭ ଓ ସ୍ଥାନୀୟ ଅଞ୍ଚଳରୁ ୧୦୦୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୫୪ହଜାର ୬୬୨କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ…

ନକଲି ସସ୍ ତଆରି କାରଖାନା ଠାବ, ଜଣେ ଗିରଫ

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହରରେ ଏକ ନକଲି ସସ୍ ତଆରି କାରଖାନା ଠାବ କରାଯାଇଛି। ଏହି ମାମଲାରେ ପୁଲିସ୍ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ରାଜଗାଙ୍ଗପୁରର ୱାର୍ଡ ନଂ୧ର କୁମ୍ଭାରପଡ଼ାରେ ଏକ ନକଲି ସସ୍ ତିଆରି କାରଖାନା ଉପରେ ପୁଲିସ…

ଗୋଷ୍ଠୀ ସଂଘର୍ଷ : ତେଂଟା ମାଡରେ ୨ ମୃତ ଓ ୯ ଗୁରୁତର

ବ୍ରହ୍ମଗିରି: ସ୍ଥାନିୟ ଡିମିରିସେଣା ଗ୍ରାମର ହରିଜନ ବସ୍ତିରେ ଆଜି ଜମି ବିବାଦକୁ କେନ୍ଦ୍ରକରି ତେଂଟାମାଡରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ଆଉ ୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଦୁଇ ପ୍ଲାଟୁନ୍ ପୋଲିସ ଫୋସ୍ ସେଠାରେ ମୁତୟନ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଏହି…

ନୀଳକଣ୍ଠେଶ୍ୱର ମହାଦେବଙ୍କ ହୁଣ୍ଡି ଚୋରି

ବାଲିକୁଦା:ଗତ ଶୁକ୍ରବାର ରାତିରେ ଏହି ଥାନା ଅନ୍ତର୍ଗତ ଅଢଙ୍ଗା ପଂଚାୟତର ଖାଲେରୀ ଠାରେ ଥିବା ନୀଳକଣ୍ଠେଶ୍ୱରଙ୍କ ମନ୍ଦିର ହୁଣ୍ଡିକୁ କେହି ଦୂର୍ବୁତ ଉଠାଇ ନେଇଯାଇଥିବା ଜଣା ପଡିଛି । ଏ ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବାଲିକୁଦା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗ…

୨୪ ଘଂଟିଆ ନିଶୁଳ୍କ ଆତ୍ମହତ୍ୟା ସୁରକ୍ଷା ଲାଇଫ୍ ଲାଇନ୍ ସେବା

ଭୁବନେଶ୍ୱର: ମାନସିକ ଶାନ୍ତି ହଜିଗଲେ ମଣିଷ ମାନସିକ ଅବସାଦର ଶିକାର ହୁଏ । ଜୀବନ କଣ ବୁଝିପାରେ ନାହିଁ । ଜୀବନକୁ ଶେଷ କରିଦେବାକୁ ପଛାଏ ନାହିଁ । ଜୀବନ ପ୍ରତି ଲୋଭ, ମୋହ କାହିଁକି ଅଧାବାଟରେ ତୁଟିଯାଏ ସେମାନେ ପରିବାର, ବନ୍ଧୁ, ସମାଜ ଉପରେ ଆସ୍ଥା ହରାଇ ବସନ୍ତି । ଏମିତି ଅନେକ ପ୍ରଶ୍ନକୁ…

ଜନସାଧାରଣଙ୍କୁ କରୋନା ସଚେତନ ବାର୍ତା ଦେଲେ ବିଧାୟକ ସୁଧିର ସାମଲ

ଢେଙ୍କାନାଳ: ମହାମାରୀ କରୋନା ସାରା ଭାରତବର୍ଷକୁ କବଳିତ କରି ରଖିଛି । ଓଡିଶାରେ ମଧ୍ୟ ଏହା ସମସ୍ତ ଜିଲ୍ଲାକୁ ବ୍ୟାପିଛି । ରାଜ୍ୟ ସରକାର ଏହାର ଦୃଢ ମୁକାବିଲା କରି ବିଶ୍ୱରେ ପ୍ରଶଂସା ପାଇଛନ୍ତି । ଏହି କରୋନାରୁ ଜନସାଧାରଣଙ୍କୁ ରକ୍ଷା କରିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ…

ସିଲ୍ ହେଲା ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ

ଭୁବନେଶ୍ୱର : ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କିରେ ବଡ଼ ଧରଣର ବିସ୍ଫୋରଣ ଘଟଣାରେ ଆଜି ଉକ୍ତ ପେଟ୍ରୋଲ ପମ୍ପକୁ ସିଲ୍ କରାଯାଇଥିବାର ଖବର ମିଳିଛି। ଆଇଓସିଲ୍ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାଯାଇଛି।

ପୁଣି ରାଜଧାନୀରେ ଲୁଟ୍‌

ଭୁବନେଶ୍ୱର: ପୁଲିସ ନିଷ୍କ୍ରିୟତାର ସୁଯୋଗ ନେଇ ରାଜଧାନୀରେ ପୁଣି ବ୍ୟାଙ୍କ ଲୁଟ୍ ହୋଇଛି। ଗତକାଲି ବିଲମ୍ୱିତ ରାତିରେ ପଟିଆ ଷ୍ଟେସନ ନିକଟରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମରୁ ପ୍ରାୟ ୨୮ ଲକ୍ଷ ଟଙ୍କା ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ଗ୍ୟାସ କଟର ସହାୟତାରେ ଏଟିଏମ ସଟର କାଟି ଟଙ୍କା…

ରାଜ୍ୟରେ କରୋନାରେ ଆଖି ବୁଜିଲେ ୧୬ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଉ୧୬ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା  ୧୦୨୨ରେ ପହଞ୍ଚି ଯାଇଛି।