ହାପି ବର୍ଥ ଡେ’ ଅମିତାଭ୍ ବଚ୍ଚନ

Share ଭୁବନେଶ୍ୱର:  ଆଜି ହେଉଛି ବଲିଉଡର ଏହି ମହାନାୟକଙ୍କ ୭୮ତମ ଜନ୍ମଦିନ । ବଲିଉଡ ମହାନାୟକ, ବିଗ୍ ବି, ଆଙ୍ଗ୍ରି ୟଙ୍ଗ୍ ମ୍ୟାନ୍ ଏଭରଗ୍ରୀନ ଅମିତାଭ୍ ବଚ୍ଚନ ହିନ୍ଦୀ ଚଳଚ୍ଚିତ୍ର ଜଗତର ମହାନ କଳାକାରମାନଙ୍କ ମଧ୍ୟରୁ ଅନ୍ୟତମ। ଅମିତାଭଙ୍କ ଅଭିନୟଠାରୁ ଆରମ୍ଭ କରି ତାଙ୍କର ଗମ୍ଭୀର…

ସିବିଆଇ ହାତରେ ହାଥରସ୍ ଗଣଦୁଷ୍କର୍ମ ଓ ମୃତ୍ୟୁ ମାମଲା

ନୂଆଦିଲ୍ଲୀ: ହାଥରସ୍ ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାର ନୋଟିସ୍ ଜାରି କରିଛନ୍ତି । ଏଣିକି ଏହି ବିବାଦୀୟ ଓ ଜଘନ୍ୟ ଘଟଣାର ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ପୂର୍ବରୁ ଉତ୍ତରପ୍ରଦେଶ ସରକାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ ଏବଂ ଗତ…

ଆଜି ସ୍ଵାମୀତ୍ୱ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ବାମୀତ୍ବ ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନା ଅଧୀନରେ ପ୍ରାୟ ଏକ ଲକ୍ଷ ସମ୍ପତ୍ତି ମାଲିକ ସେମାନଙ୍କ ମୋବାଇଲ୍ ଫୋନକୁ ଆସିଥିବା ଏସଏମଏସ ଲିଙ୍କ୍ ମାଧ୍ୟମରେ ସେମାନଙ୍କ ସମ୍ପତ୍ତି ବିବରଣୀ ଥିବା କାର୍ଡଗୁଡ଼ିକୁ ଡାଉନଲୋଡ୍ କରିପାରିବେ।…

କଂଗ୍ରେସ ନେତ୍ରୀଙ୍କୁ ମାଡ଼ ମାରିଲେ ଦଳୀୟ କର୍ମୀ

ଦେଓରିଆ: ଉତ୍ତରପ୍ରଦେଶର ଦେଓରିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଦଳୀୟ ବୈଠକରେ କଂଗ୍ରେସର ଜଣେ ମହିଳା ନେତ୍ରୀଙ୍କୁ ଦଳୀୟ କର୍ମୀମା‌ନେ ମାଡ଼ ମାରିବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ଦୁଷ୍କର୍ମକାରୀକୁ କ’ଣ ପାଇଁ ନିର୍ବାଚନ ଲଢ଼ିବାକୁ ଟିକେଟ ଦିଆଗଲା ବୋଲି ପ୍ରଶ୍ନ…

୨୫୪୬ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ ୨୫୪୬ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୦୪ ଓ ସ୍ଥାନୀୟ ଅଞ୍ଚଳରୁ ୧୦୪୨ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୫୨ହଜାର ୨୩୯କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ…

ଅବପାତର ରୂପ ନେଲା ଲଘୁଚାପ

ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଚେତାବନୀ ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏହା ରହିଛି । ଆସନ୍ତା ୨୪ ଘଣ୍ଟା ଭିତରେ ଏହା ତୀବ୍ର ଅବପାତରେ ରୂପ ନେବାକୁ ଯାଉଥିବା…

ବିସ୍ଫୋରଣ ଓ ମୃତ୍ୟୁର ତଦନ୍ତ

ରାଜଧାନୀର ଅନ୍ୟତମ ଗୁରୁତ୍ୱପୁର୍ଣ୍ଣ ଜନଗହଳି ଅଞ୍ଚଳ ରାଜଭବନ ଛକସ୍ଥିତ ପେଟ୍ରେଲପମ୍ପରେ ୪୮ ଘଂଟା ପୂର୍ବେ ଯେପରି ଏଲପିଜି ଟାଙ୍କି ବିସ୍ଫୋରଣ ଘଟିଗଲା, ତାହା ଅତି ମାରାତ୍ମକ ବିଷୟ । ସେଥିରେ ଜଣଙ୍କ ମୃତ୍ୟୁ କଟକ ବଡ ମେଡିକାଲରେ ହୋଇଥିବା ବେଳେ ଆଉ ଜଣେ ମୃତ୍ୟୁ ସହ ସଂଗ୍ରାମରତ । ଅନ୍ୟଜଣେ…

ରିଲିଫ ସାମଗ୍ରୀ ନଷ୍ଟହେବା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା: ଅମ୍ଫାନ ବାତ୍ୟା ରିଲିଫ ଉଦେଶ୍ୟରେ ଆସିଥିବା ପ୍ରାୟ ୧୫କ୍ୱିଂଟାଲରୁ ଅଧିକ ଚୁଡା ଓ ବିସ୍କୁଟ ଆଦି ବଂଟନ ନକରାଯାଇ କେନ୍ଦ୍ରାପଡା ବ୍ଲକ କାର୍ଯ୍ୟାଳୟରେ ମାସ ମାସ ଧରି ପଡିରହି ପୋକଲାଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବ୍ଲକ ପ୍ରଶାସନର ଅପରଣାମଦର୍ଶୀ ତଥା ଅକ୍ଷମଣୀୟ…

ଖେଳପଡିଆ ନିର୍ମାଣରେ ଦୁର୍ନିତୀ , ତଦନ୍ତ ଦାବୀ

ଚମ୍ପୁଆ: ଚମ୍ପୁଆ ବ୍ଲକ ସୁନାପସି ପଞ୍ଚାୟତ ଅନ୍ତର୍ଗତ ବାଙ୍କହାଇସ୍କୁଲ ଖେଳ ପଡିଆ ନିର୍ମାଣରେ ମନରେଗା କାମରେ ଦୁର୍ନିତୀହୋଇ ଥିବା ଅଭିଯୋଗହୋଇଛି । ଏହିଖେଳ ପଡିଆ ନିର୍ମାଣ ପାଇିଁ ମନରେଗା ଯୋଜନାରେ ଚମ୍ପୁଆବ୍ଲକ ପକ୍ଷରୁ ୫ଲକ୍ଷ ଟଙ୍କାମଞ୍ଜୁରହୋଇ ଥିଲା । କିନ୍ତୁ ଏହିକାର୍ଯ୍ୟ ବିନାସୂଚନା…

ପଣ୍ଡିତ ଗୋପବନ୍ଧୁ ଓଡିଆ ଜାତିର ଗର୍ବ ଓ ଗୌରବ

ଭୁବନେଶ୍ୱର : ଏକାଧାରରେ ସାହିତି୍ୟକ, ସାମ୍ବାଦିକ, ଓକିଲ ତଥା ଓଡିଶାରେ କଂଗ୍ରେସର ଭଗୀରଥ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତି ଗଭୀର ଶ୍ରଦ୍ଧାଳି ଜଣାଇ ବିଶିଷ୍ଟ ବ୍ୟକ୍ତିମାନେ କହିଲେ ଯେ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଓଡିଆ ଜାତିର ଗର୍ବ ଓ ଗୌରବ । ଗତକାଲି ପୂଜ୍ୟ…