ଲିିବ୍ୟାରେ ୭ଭାରତୀୟ ଅପହୃତ
ନୂଆଦିଲ୍ଳୀ : ଭାରତ ଫେରିବା ବେଳେ ୭ଜଣ ଭାରତୀୟ ନାଗରିକଙ୍କୁ ଲିବ୍ୟାରେ ଅପହରଣ କରାଯାଇଛି । ଏମାନେ ଆନ୍ଧ୍ରପ୍ରଦେଶ, ବିହାର, ଗୁଜୁରାଟ ଏବଂ ଉତରପ୍ରଦେଶର ବାସିନ୍ଦା । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଅନୁରାଗ ଶ୍ରୀବାସ୍ତବ ସାମ୍ବାଦିକଙ୍କୁ ଏ ସମ୍ପର୍କରେ ସୂଚନା!-->…