ସୁଖୋଇରୁ ‘ରୁଦ୍ରମ’ କ୍ଷେପଣାସ୍ତ୍ର ପରୀକ୍ଷା ସଫଳ
ନୂଆଦିଲ୍ଳୀ: ଗୁରୁବାର ଦିନ ଭାରତ ଆଉ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ବିକଶିତ ହୋଇଥିବା ଆଂଟି-ରେଡିଏସନ୍ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷା କରାଯାଇଛି । ୩ ଅକ୍ଟୋବରରେ ଶୌର୍ଯ୍ୟ କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ଏହା!-->…