କାଲିଠାରୁ ଟ୍ରେନ୍ ଷ୍ଟେସନ୍ ଛାଡ଼ିବାର ପାଞ୍ଚ ମିନିଟ ପୂର୍ବରୁ ମଧ୍ୟ ଉପଲବ୍ଧ ହେବ ରିଜର୍ଭେସନ୍
ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଟ୍ରେନ୍ ଷ୍ଟେସନ୍ ଛାଡ଼ିବାର ପାଞ୍ଚ ମିନିଟ ପୂର୍ବରୁ ମଧ୍ୟ ରିଜର୍ଭେସନ୍ ଟିକେଟ୍ ଉପଲବ୍ଧ ହେବ। କାରଣ ଭାରତୀୟ ରେଳବାଇ କୋଭିଡ୍ ପୂର୍ବ ପରି ପ୍ରସ୍ଥାନ ସମୟର ଅଧ ଘଣ୍ଟା ପୂର୍ବରୁ ଦ୍ୱିତୀୟ ସଂରକ୍ଷଣ ଚାର୍ଟ ପ୍ରସ୍ତୁତ କରିବାର ନିଷ୍ପତ୍ତି ନେଇଛି। କରୋନା!-->…